ବିଶ୍ୱର ସବୁଠୁ ବଡ଼ ବ୍ୟାଙ୍କ ଡକାୟତି
ବଲିଉଡ୍ ହେଉ କି ହଲିଉଡ୍ ବ୍ୟାଙ୍କ ଡକାୟତି ସହ ଜଡ଼ିତ ଅନେକ ଫିଲ୍ମ ଦେଖିଥିବେ। ମାତ୍ର ଏହା ବାସ୍ତବରେ ମଧ୍ୟ ଘଟିଛି। ଯାହାକି ସବୁଠୁ ବଡ଼ ଧରଣର ଡକାୟତିରେ ଗଣା। ୨୦୦୩ରେ ଇରାକର ବାଗଦାଦ୍ରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରୁ ଚୋରି ହୋଇଥିଲା।…
ଭୁବନେଶ୍ୱର-ଦାରିଙ୍ଗବାଡ଼ି ବସ୍ ଦୁର୍ଘଟଣାଗ୍ରସ୍ତ
ଭଞ୍ଜନଗର,୨୯ା୯(ଡି.ଏନ୍.ଏ.): ଭୁବନେଶ୍ୱର ଭଞ୍ଜନଗର ଦେଇ ଦାରିଙ୍ଗିବାଡ଼ି ଅଭିମୁଖେ ଯାଉଥିବା ସାରଳା ବସ୍ ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମପଲ୍ଲୀ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ଥିବା ପ୍ରାୟ ୧୫ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେଥିମଧ୍ୟରେ ଥିବା ୩ ଜଣ ଯାତ୍ରୀ…
ଦୀପିକାଙ୍କ ସହ ବ୍ରେକ୍ଅପ୍କୁ ନେଇ ମୁହଁ ଖୋଲିଲେ ରଣବୀର
ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଅସୁସ୍ଥ ଅଛନ୍ତି। ନିକଟରେ ସାମାନ୍ୟ ଦୁର୍ବଳ ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ପୂର୍ବ ଅପେକ୍ଷା ଭଲ ଅଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବୈବାହିକ ଜୀବନରେ କିଛି…
ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର,୨୯।୯(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ତ୍ରୀ ଜୟନ୍ତୀ ପଟ୍ଟନାୟକ ବୁଧବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୦ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ଅସୁସ୍ଥ ଥିଲେ। ଏକ ଘରୋଇ ହସ୍ପିଟାଲରେ…
ପାହାଡ଼ୀ ମଣିଷ ହରିହରଙ୍କ ପରିବାରକୁ ସହାୟତା ପ୍ରଦାନ ଦାବି
ଓଡ଼ଗାଁ,୨୯ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ଅଧୀନ ତୁଲୁବି ଗ୍ରାମକୁ ବିଖ୍ୟାତ ଗ୍ରାମରେ ପରିଣତ କରିଥିବା ପାହାଡ଼ି ମଣିଷ ହରିହର ବେହେରାଙ୍କ ମଙ୍ଗଳବାର ପରଲୋକ ହୋଇଥିଲା ା ତାଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ସବୁ ମହଲରେ ଦାବି…
ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିଲେ, ଶେଷରେ ମଳତ୍ୟାଗ କରି ଚାଲିଗଲେ ଦୁର୍ବୃତ୍ତ
ଗଞ୍ଜାମ,୨୯ା୯(ଡି.ଏନ୍.ଏ.): ଗଞ୍ଜାମ ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନି ବୃଦ୍ଧି ପାଉଥିବା ଜଣାପଡ଼ିଛି। ଗୁରୁବାର ଭୋର୍ରୁ ସହରସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିରରୁ କେହି ଦୁର୍ବୃତ୍ତ କାନ୍ଥ ଭାଙ୍ଗି ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏଥିସହ ସେଠାରେ…
ତୃତୀୟଥର ପାଇଁ ସମାଜବାଦୀ ପାର୍ଟିର ସଭାପତି ହେଲେ ଅଖିଳେଶ
ଲକ୍ଷ୍ନୌ,୨୯।୯: ସମାଜବାଦୀ ପାର୍ଟି(ଏସ୍ପି)ର ଜାତୀୟ ସମ୍ମିଳନୀ ଗୁରୁବାର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ରାମବାଇ ମଇଦାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଖିଳେଶ ଯାଦବ କ୍ରମାଗତ ତୃତୀୟ ଥର ପାଇଁ ସମାଜବାଦୀ ଦଳର ଜାତୀୟ ସଭାପତି ଭାବରେ ମନୋନୀତ ହୋଇଛନ୍ତି। ସଭାପତି ଭାବରେ…
ବିଏ ପାସ୍ ନ କରି ଅଧ୍ୟାପକ
କଣାସ,୨୯ା୯(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅଧୀନ ଗଡ଼ସାନପୁଟ ପଞ୍ଚାୟତର ଚଉଦମୌଜା ବିଦ୍ୟୁତ୍ ସ୍ନାତକ ମହାବିଦ୍ୟାଳୟରେ ଜଣେ ଓଡ଼ିଆ ଅଧ୍ୟାପକ ସ୍ନାତକ (ବି.ଏ.) ପାସ୍ ନ କରି ସ୍ନାତକୋତ୍ତର (ଏମ୍.ଏ) ପାସ୍ ସାର୍ଟିଫିକେଟ୍ ଦେଇ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିବା ଅଭିଯୋଗ…
ଆରଏସଏସରେ ଯୋଗ ଦେବେ କମଲ ଖାନ
ମୁମ୍ବାଇ,୨୯।୯: ଅଭିନେତା ତଥା ଫିଲ୍ମ ସମୀକ୍ଷକ କମଲ ଆର ଖାନ ତାଙ୍କ ଟୁଇଟ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ବିବାଦୀୟ ଟୁଇଟ୍ ଯୋଗୁ ସେ ଗିରଫ ମଧ୍ୟ ହୋଇଛନ୍ତି। ଏବେ ସେ ଏକ ନୂଆ ଟୁଇଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ…
ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କର ପରଲୋକ
ଗ୍ରାମୀ ପୁରସ୍କାର ବିଜେତା ରାପର କୁଲିଓଙ୍କର ୫୯ ବର୍ଷ ବୟସରେ ଲସ୍ ଆଞ୍ଜେଲସ୍ରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ୧୯୯୫ରେ ହିଟ ଗୀତ ‘ଗ୍ୟାଙ୍ଗଷ୍ଟା ପାରାଡାଇଜ’ ପାଇଁ କୁଲିଓ ପ୍ରସିଦ୍ଧ। କୁଲିଓଙ୍କର ସମ୍ପୂର୍ଣ୍ଣ ନାମ ହେଉଛି…
ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍ଘାଟନର ୧୫ଦିନ ପରେ କାନ୍ଥରେ ଫାଟ
ସାଲେପୁର,୨୯।୯ (ଡି.ଏନ୍.ଏ.): ଉଦ୍ଘାଟନର ୧୫ ଦିନ ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବାଥରୁମ୍ରେ ଲାଗିଥିବା ଟ୍ୟାପ୍ରୁ ପାଣି ବାହାରୁ ନାହିଁ। ଇନଭର୍ଟର କାମ କରୁନାହିଁ ତ ଟାଇଲ ଉଠିଗଲାଣି। ଏପରି ଦେଖିବାକୁ ମିଳିଛି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ।…
ପ୍ରାଇଭେଟ୍ ଆଇଲାଣ୍ଡ କିଣିଲେ ମିକା
ବଲିଉଡର ଜଣେ ପ୍ରସିଦ୍ଧ ଗାୟକ ମିକା ସିଂ ଜଣାଶୁଣା। ତାଙ୍କର ଗୀତ ଯୋଗୁ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ବଲିଉଡରେ ମିକାଙ୍କର ବହୁତ ପ୍ରଶଂସକ ଅଛନ୍ତି। ନିକଟରେ ମିକାଙ୍କ ସ୍ବୟଂବର ଆୟୋଜିତ ହୋଇଥିଲା। ଗାୟକ ଆକାକ୍ଷାଂ ପୁରୀଙ୍କୁ…
Archives


