କ୍ୟାମେରା ସ୍କାନରରେ ରହିବ ଅନୁଗୋଳ
ଅନୁଗୋଳ ଅଫିସ, ୨୯ା୯: ଏଣିକି ସହରରେ ଆଉ ଅଳିଆ ପଡ଼ିବ ନାହିଁ କି ଟ୍ରାଫିକ୍ ସମସ୍ୟାରେ ଲୋକମାନେ ଦହଗଞ୍ଜ ହେବେ ନାହିଁ। ସେହିଭଳି ଅପରାଧୀମାନେ ମଧ୍ୟ ଅପରାଧ ଘଟାଇବାକୁ ଭୟ କରିବେ। ଏ ନେଇ ଅନୁଗୋଳ ପୌରପାଳିକା ପକ୍ଷରୁ ସିସିଟିଭି ସର୍ଭିଲାନ୍ସ…
ମାତ୍ର ୧୫ ବଲ୍ରେ ୩ ବଡ଼ ରେକର୍ଡ
ଥିରୁଭାନନ୍ତପୁରମ,୨୯।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦ୍ରୁତ ଅର୍ଶଦୀପ ସିଂ ଏବଂ ଦୀପକ ଚହର ପ୍ରଭାବଶାଳୀ ବୋଲିଂ କରିଥିଲେ। ମ୍ୟାଚ ଆରମ୍ଭର ୧୫ ବଲ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଅଧା ଦଳକୁ ପାଭିଲିୟନକୁ…
ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେଲେ ସୂର୍ଯ୍ୟକୁମାର
ଥିରୁଭାନନ୍ତପୁରମ,୨୯।୯: ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୧୦୭ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ଦୁଇଟି ଉଇକେଟ ହରାଇ ମ୍ୟାଚ…
କେସି ଟାଉନ ହାଇସ୍କୁଲ: ଜଣେ ମାତ୍ର ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି…
ବ୍ରହ୍ମପୁର ଅଫିସ,୨୯।୯: ବ୍ରହ୍ମପୁର ସହରର ୬୧ ବର୍ଷର ପୁରାତନ ଶିକ୍ଷାନୁଷ୍ଠାନ କେସି ଟାଉନ ହାଇସ୍କୁଲ। ସହରର କେନ୍ଦ୍ରସ୍ଥଳରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ କାନ୍ଥକୁ ଲାଗି ଏହି ସ୍କୁଲଟି ରହିଛି। ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଦ୍ୱାରା ନିର୍ମିତ ଏହି ସ୍କୁଲରେ…
ଜର୍ଜିଆରେ ୭.୦ ତୀବ୍ରତାଯୁକ୍ତ ଭୂକମ୍ପ…
ତିବିଲିସ, ୨୯।୯ : ଦକ୍ଷିଣ ଜର୍ଜିଆ ନିକଟରେ ଅବସ୍ଥିତ ଦକ୍ଷିଣ ସାଣ୍ଡୱିଚ ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ଗୁରୁବାର ସକାଳ ପ୍ରାୟ ୮ଟା ୩୩ରେ ରେ ଏଠାରେ ୭.୦ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ତଳେ…
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ, ଶଶି ଥରୁର-ଦିଗବିଜୟ ସିଂ କରିପାରନ୍ତି ପ୍ରାର୍ଥିପତ୍ର ଦାଖଲ
ନୂଆଦିଲ୍ଲୀ,୨୯ ।୯: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ବୁଧବାର ବିଳମ୍ବିତ ସନ୍ଧ୍ୟାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲୋଟ ନୂଆଦିଲ୍ଲୀ ପହଞ୍ଚିଛନ୍ତି । ସେ ଗୁରୁବାର ସୋନିଆ ଗାନ୍ଧୀଙ୍କୁ ଭେଟିବେ…
ଉଧମପୁରରେ ବିସ୍ଫୋରଣ, ଆଠ ଘଣ୍ଟାରେ ଦ୍ୱିତୀୟ ବ୍ଲାଷ୍ଟ
ଜମ୍ମୁ,୨୯ ।୯: ଜମ୍ମୁ-କଶ୍ମୀରର ଉଧମପୁରରେ କିଛି ସମୟ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହେବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବୁଧବାର ରାତି ପ୍ରାୟ ୧୦ଟା ୪୫ରେ ଏକ ବସ୍ରେ ଏହି ବିସ୍ଫୋରଣ ହୋଇଛି । ଏହାର…
ସମ୍ପର୍କ ସଫଳ କରିବାକୁ ହେଲେ…
ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତି ଏହି ଦୁଇଟି ସମ୍ପର୍କରେ କେବେ ବିଫଳ ହେବାକୁ ଚାହେଁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି…
ଆମେରିକା ସ୍କୁଲରେ ଫୁଟିଲା ଗୁଳି, ଅନେକେ ଆହତ
କାଲିଫର୍ନିଆ,୨୯ ।୯: ଆମେରିକା ଏବେ ଦେଶରେ ଅସ୍ତ୍ରଶସ୍ତ୍ରର ଭୁଲ ବ୍ୟବହାରକୁ ନେଇ ଅଡୁଆରେ ପଡି ଯାଇଛି । କାଲିଫର୍ନିଆରେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏଥର ସ୍କୁଲ ପିଲାମାନଙ୍କୁ ଟାର୍ଗେଟ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ,…
ରଗବୀରେ ଓଡ଼ିଶା ମହିଳା ଦଳର ବୃହତ ବିଜୟ
ଅହମ୍ମଦାବାଦ,୨୯ା୯(ପି.ଟି.): ବୁଧବାର ଠାରୁ ଗୁଜରାଟରେ ଆରମ୍ଭ ହୋଇଛି ୩୬ ତମ ଜାତୀୟ କ୍ରୀଡା। ଜାତୀୟ କ୍ରୀଡାର ପ୍ରଥମ ଦିନରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜେତା ନୟନମୋନି ସାଇକିଆ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ରଗବୀ ୭ଏସରେ ଏକପାଖିଆ ବିଜୟ ହାସଲ କରିଛି ଓଡ଼ିଶା…
ଜାତୀୟ କ୍ରୀଡ଼ାରେ କିଟ୍ର ୩୦ ପ୍ରତିଯୋଗୀ
ଭୁବନେଶ୍ୱର, ୨୯।୯ (କ୍ରୀଡ଼ା ପ୍ରତିନିଧି): ଜାତୀୟ କ୍ରୀଡ଼ାର ୩୬ତମ ସଂସ୍କରଣ ଗୁରୁବାର ଗୁଜରାଟରେ ଉଦ୍ଘାଟିତ ହେବ। ଏହାର ବିଭିନ୍ନ ପ୍ରତିଯୋଗିତାର ମ୍ୟାଚ କିନ୍ତୁ ଗତ ୨୬ ତାରିଖରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାରେ କିଟ୍ ଓ କିସ୍ର ୩୦ ପ୍ରତିଯୋଗୀ ଓ ୩…
ବିର୍ସାମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ପାଇଁ ମନପ୍ରୀତ ବ୍ୟଗ୍ର
ନୂଆଦିଲ୍ଲୀ, ୨୯।୯: ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ୨୦୨୩ ହକି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇସାରିଛି। ଏହାକୁ ନେଇ ଭାରତୀୟ କ୍ୟାମ୍ପରେ ଉତ୍ସାହ ଓ ବ୍ୟଗ୍ରତା ପରିଲକ୍ଷିତ ହୋଇଛି। ଜାନୁୟାରୀ ୧୩ରେ ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ସ୍ପେନ୍…
Archives


