କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ଆସନ୍ତା କାଲି ପ୍ରାର୍ଥି ପତ୍ର ଦାଖଲ କରିବେ ଥରୁର
ନୂଆଦିଲ୍ଲୀ,୨୯ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ଏମପି ଶଶି ଥରୁର ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ସେପ୍ଟେମ୍ବର ୩୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହି ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ…
ଦିନକୁ ଦିନ ବଦଳୁଛି ଏହି ବ୍ୟକ୍ତିଙ୍କ ରଙ୍ଗ, କାରଣ ଖୋଜି ପାଉନାହାନ୍ତି ଡାକ୍ତର
ପ୍ରତ୍ୟେକ ବ୍ୟକ୍ତିଙ୍କ ଚର୍ମର ନିଜସ୍ବ ରଙ୍ଗ ଥାଏ। ଯଦିଓ ଖରାତରାରେ ରଙ୍ଗରେ ସାମାନ୍ୟ ପାର୍ଥକ୍ୟ ଆସିଥାଏ କିନ୍ତୁ ଏହା ସ୍ଥାୟୀ ପରିବର୍ତ୍ତନ ହୋଇ ନ ଥାଏ। କିନ୍ତୁ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି। ଲୁସିଆନାରେ ରହୁଥିବା ଜଣେ ରୋଗୀ ଚିକିତ୍ସା…
ପୋଖରୀରେ ବୁଡ଼ି ଯୁବ ବ୍ୟବସାୟୀ ଜୀବନଗଲା
ବରୀ,୨୯।୯(ଡି.ଏନ୍.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁରର ଥାନା ଅଧୀନ କିମ୍ଭିରିଆପାଳ ପଞ୍ଚାୟତ ସଂଖାରିଗଡା ପାଖରେ ଥିବା ପୋଖରୀରେ ବୁଡ଼ି ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରିପୁର ଗ୍ରାମର ଯୁବ ଲୁଗା ବ୍ୟବସାୟୀ ସିପୁ। ତାଙ୍କର କିମ୍ଭିରିଆପାଳ ପଞ୍ଚାୟତର…
‘ଦୟାକରି ମୋ’ ନାଁ ନିଅନ୍ତୁନି’
ମୁମ୍ବାଇ: କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍ ଶୋ’ କଫି ଓ୍ବିଥ୍ କରଣ-୭ର ସିଜନ ଶେଷ ହୋଇଛି। ଏହି ଶୋ’ର ଶେଷ ଏପିସୋଡ୍ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ପ୍ରସାରିତ ହୋଇଛି। ଶୋ’ରେ ସେଲିବ୍ରିଟିମାନଙ୍କୁ ଡାକିବା ବ୍ୟତୀତ ସେମାନଙ୍କ ଯୌନ ଜୀବନ ବିଷୟରେ ଆଲୋଚନା…
୩ରୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା!
ଭୁବନେଶ୍ୱର,୨୯।୯(ବ୍ୟୁରୋ): ଅକ୍ଟୋବର ୧ ତାରିଖ ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ…
ବନ୍ଧୁତ୍ୱର ଲଢେଇ: ପରସ୍ପରକୁ କୋଳାଗ୍ରତ କଲେ ଦିଗ୍ବିଜୟ-ଥରୁର
ନୂଆଦିଲ୍ଲୀ,୨୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗେହଲଟ ଓହରିବା ପରେ ଏହି ନିର୍ବାଚନରେ ଶଶି ଥରୁର ଏବଂ…
ଆଲିଗଡ଼ ମିଟ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ, ଅଧିକାଂଶ କର୍ମଚାରୀ ଚେତାଶୂନ୍ୟ, ୫୦ ହସ୍ପିଟାଲରେ ଭର୍ତ୍ତି
ଆଲିଗଡ,୨୯ ।୯: ଉତ୍ତର ପ୍ରଦେଶର ଆଲିଗଡ଼ ଲୋଧା ଥାନା ଅଞ୍ଚଳରେ ଅଲ ଦୁଆ ମିଟ ଫ୍ୟାକ୍ଟ୍ରିରେ ଗୁରୁବାର ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ପ୍ୟାକେଜିଂ ଡିପାର୍ଟମେଣ୍ଟରେ ଆମୋନିଆ ଗ୍ୟାସ ଲିକ ହେବାରୁ ସେଠାରେ କାମ କରୁଥିବା ମହିଳା କର୍ମଚାରୀ…
ତେଲୁଗୁ ଫିଲ୍ମରେ ଅଭିନୟର ଯାଦୁ ଦେଖାଇବେ ସଲମାନ, ଟ୍ରେଲର ରିଲିଜ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଡଫାଦର’ ଅକ୍ଟୋବର ୫ରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମରେ ମେଗାଷ୍ଟାର୍ ଚିରଞ୍ଜୀବୀ ଏବଂ ସଲମାନ ଖାନ୍ଙ୍କୁ ଦର୍ଶକ ଦେଖିବାକୁ ପାଇବେ। ପ୍ରଥମ ଥର ପାଇଁ ଦୁହିଁଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି।…
ବଲିଉଡ୍ର ଲଭର୍ବଏ ଥିଲେ ଏହି ଅଭିନେତା: ୩୦୮ଜଣଙ୍କୁ କରିଥିଲେ ଡେଟ୍
ବମ୍ବେ: ବଲିଉଡ୍ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି କଳାକାର। ସେମାନଙ୍କ ମଧ୍ୟରେ ଏପରି ଜଣେ ଅଭିନେତା ଅଛନ୍ତି ଯିଏ ଜଣଙ୍କୁ ନୁହେଁ ବରଂ…
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ଗେହଲଟ, ସୋନିଆଙ୍କୁ ମାଗିଲେ କ୍ଷମା
ନୂଆଦିଲ୍ଲୀ,୨୯।୯: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଗୁରୁବାର ସ୍ପଷ୍ଟ କରିଛନ୍ତି। ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସେ ଏହି ମନ୍ତବ୍ୟ…
ଜଗତପୁରରେ ଆତଙ୍କ ଖେଳାଉଥିବା ହାତୀ ଢେଙ୍କାନାଳରେ
ଢେଙ୍କାନାଳ ଅଫିସ, ୨୯।୯: କଟକ ଜିଲା ଜଗତପୁରରେ ଆତଙ୍କ ସୃଷ୍ଟି କରିଥିବା ମାଈ ହାତୀକୁ ଢେଙ୍କାନାଳ ଜିଲା କପିଳାସ ପ୍ରାଣି ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ନିଆଯାଇଛି। ହାତୀଟିକୁ ଟ୍ରାଙ୍କୁଲାଇଜର କରି ଏକ ଟ୍ରକ୍ ସାହାର୍ଯ୍ୟରେ ଉଦ୍ୟାନ ଅଣାଯାଇଥିଲା।…
ହେଟେଲ୍ରୁ ମହିଳାଙ୍କ ମୃତଦେହ ଜବତ
ପୁରୀ ଅଫିସ,୨୯।୯: ପୁରୀରୁ ଏକ ହୋଟେଲ୍ରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ମୃତା ମହିଳା ଜଣଙ୍କ ହେଲେ ଐଶ୍ୱର୍ଯ୍ୟା ସାହାନାବାଗ। ସେ ଏକ କନଫରେନ୍ସରେ ଯୋଗ ଦେବା ପାଇଁ ବୁଧବାର ତାଙ୍କ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ ଆସିଥିଲେ।…
Archives


