ଅପରାଧ ଚେର ମୁର୍ଶିଦାବାଦରୁ ମୟୂରଭଞ୍ଜ
ବାରିପଦା ଅଫିସ, ୧ା୧୧:ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଚୋରି, ଡକାୟତି, ଛିନତାଇ, ବଳାତ୍କାର ଓ ଠକେଇ ଭଳି ଅପରାଧ ବଢ଼ିବାରେ ଲାଗିଛି। ଅପରାଧର କାର୍ପଟଦାର ସାଜିଛନ୍ତି ଭଡ଼ାଟିଆ। ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଆସି କାୟା ବିସ୍ତାର କରିବାରେ ଲାଗିଛନ୍ତି କିଛି ଅସାମାଜିକ। ବିନା…
ଭୁବନେଶ୍ବର-ଜୟପୁର ବିମାନସେବା ଆରମ୍ଭ
ଭୁବନେଶ୍ୱର, ୧।୧୧(ବ୍ୟୁରୋ):କୋରାପୁଟବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ବହୁପ୍ରତୀକ୍ଷିତ ଭୁବନେଶ୍ବର-ଜୟପୁର ବିମାନସେବା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ବିମାନସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଉଦ୍ଘାଟନ କରିଛନ୍ତି। ଇଣ୍ଡିଆ ୱାନ୍ ଏୟାର ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୯…
ପରିବା ଚାଷୀଙ୍କୁ ଅଭାବୀ ବିକ୍ରି ଆଶଙ୍କା
ଯାଜପୁର ଅଫିସ,୧ା୧୧:ଯାଜପୁର ଜିଲାକୁ ଦେଖିଲେ ଏଠାରେ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଛି ଏବଂ କୃଷିକୁ ଉପେକ୍ଷା କରାଯାଉଥିବା ମନେ ହେଉଛି। ଜିଲାର ଚାଷୀମାନେ ଶିଳ୍ପ ପ୍ରଦୂଷଣଜନିତ ବିଷ ବଳୟରେ ଗଭୀର ପ୍ରଭାବିତ ହେଉଛନ୍ତି। ଏହାସାଙ୍ଗକୁ ରୋଗ ପୋକ, ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ସେମାନଙ୍କ…
ରାୟଗଡ଼ା ଝୁଲାପୋଲ ବିପଜ୍ଜନକ
ରାୟଗଡ଼ା ଅଫିସ,୧ା୧୧:କଟକର ଧବଳେଶ୍ୱର ପରେ ରାୟଗଡ଼ାର ଚେକାଗୁଡ଼ା ନିକଟରେ ରହିଥିବା ଝୁଲାପୋଲ ରାଜ୍ୟରେ ଦ୍ୱିତୀୟ। ୨୦୧୧ରେ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନାଗାବଳୀ ନଦୀ ଉପରେ ଏହି ପୋଲ ନିର୍ମାଣ କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା…
୨୧ରୁ ହୋଇପାରେ ବିଧାନସଭା ଶୀତ ଅଧିବେଶନ
ଭୁବନେଶ୍ୱର,୧ା୧୧(ବ୍ୟୁରୋ): ଚଳିତ ମାସ ୨୧ କିମ୍ବା ୨୩ ତାରିଖରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ବିଭାଗ ପକ୍ଷରୁ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ…
୪୦ ପଇସା କମିଲା ତୈଳ ଦର
ଭୁବନେଶ୍ୱର,୧।୧୧: ଚଳିତ ବର୍ଷ ଏପ୍ରିଲ ୭ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସାରା ଦେଶରେ ତୈଳ ଦର ଅପରିବର୍ତ୍ତିିତ ରହିଛି। ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ସୋମବାର ମଧ୍ୟରାତ୍ରରୁ ସାରା ଦେଶରେ ତୈଳ ଦର ୪୦ ପଇସା କମିଥିବା ବେଳେ ନୂଆ…
ପ୍ରଥମ ପସନ୍ଦ ନ ହୋଇ ବି ଏସବୁ ଚରିତ୍ରରେ ଜୀବନ ଭରିଥିଲେ ନୀଳନୟନା, ଫିଲ୍ମ ହୋଇଥିଲା ସୁପର ହିଟ
ମୁମ୍ବାଇ: ଐଶ୍ୱଯ୍ୟା ରାୟ ବଚ୍ଚନ ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହାପରେ ଏବେବି ସେ ପୂର୍ବପରି ଦର୍ଶକଙ୍କ ପ୍ରଥମ ପସନ୍ଦ ନାୟିକା ହୋଇ ରହିଛନ୍ତି । ବଲିଉଡର ଏହି ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ମିସ ୱାର୍ଲ ଟାଇଟଲ ହାସଲ…
ରିଲାୟନ୍ସ ଏଣ୍ଟଟେନମେଣ୍ଟ ଷ୍ଟୁଡିଓ-ରିସି ଏଣ୍ଟରଟେନମେଣ୍ଟକୁ ୧୧.୫୮ ଅରବ ଟଙ୍କାରେ କିଣିଲେ ଶିବାଶିଷ ସରକାର
ମୁମ୍ବାଇ,୧ ।୧୧: ଭାରତୀୟ ମିଡିଆ ମୋଗଲ ଶିବାଶିଷ ସରକାରଙ୍କ ଦ୍ୱାରା ଗତବର୍ଷ ଲଞ୍ଚ କରାଯାଇଥିବା ବିଶେଷ ପ୍ରୟୋଜନ ଅଧିଗ୍ରହଣ କମ୍ପାନୀ(ଏସପିଏସି) ଇଣ୍ଟରନ୍ୟାଶନାଲ ମିଡିଆ ଏକ୍ୱିଜିଶେନ କର୍ପ ରିସି ଏଣ୍ଟରଟେନମେଣ୍ଟ ଓ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଷ୍ଟୁଡିଓଜକୁ କିଣି ନେଇଛନ୍ତି । ଏହି ଦୁଇଟି…
ବଢିଲା ଶୀତ: ଜି.ଉଦୟଗିରିରେ ଖୋଲିଲା ଶୀତକାଳୀନ ଆଶ୍ରୟ ସ୍ଥଳୀ
ଜି.ଉଦୟଗିରି,୩୧ା୧୦(ଡି.ଏନ.ଏ.)-ଜି.ଉଦୟଗିରିରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ସୋମବାର ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଅକ୍ଷୟ କୁମାର ସେଠୀ କହିଛନ୍ତି। ଶୀତକୁ ଦୃଷ୍ଟିରେ ରଖି ଜି.ଉଦୟଗିରି ଏନ୍ଏସି ତରଫରୁ…
ମୋର୍ବି ଦୁର୍ଘଟଣା ପରେ ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୟୁପିର ସମସ୍ତ ପୋଲର ହେବ ଯାଞ୍ଚ
ଲକ୍ଷ୍ନୌ,୩୧।୧୦: ଗୁଜୁରାଟର ମୋର୍ବି ସ୍ଥିତ ମାଛୁ ନଦୀ ବ୍ରିଜ ଉପରେ ଥିବା ଝୁଲାପୋଲ ଦୁର୍ଘଟଣା ପରେ ଯୋଗୀ ସରକାର ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଏହି ଘଟଣାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ…
କଏଦୀଙ୍କ ପାଇଁ ଗୁଟ୍ଖା ନେଇ ମହିଳା ୱାର୍ଡେନ ନିଲମ୍ବିତ
ମାଲକାନଗିରି,୩୧ା୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା ଉପ କାରାଗାରରେ କଏଦୀଙ୍କ ପାଇଁ ଗୁଟ୍ଖା ନେଉଥିବା ବେଳେ ଧରାପଡ଼ି ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେ ହେଲେ ମହିଳା ୱାର୍ଡେନ ରୀତା ମାଣ୍ଡିଆ। ସୂଚନା ଅନୁଯାୟୀ, ରୀତା ମହିଳା ୱାର୍ଡ ଦାୟିତ୍ୱରେ ଅଛନ୍ତି। ସୋମବାର ସେ…
ବନ୍ଦୀଙ୍କ ଭୋଟ ଦେବା ଅଧିକାର: କେନ୍ଦ୍ର, ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୧।୧୦: ଜନପ୍ରତିନିଧି ଆଇନରେ ବନ୍ଦୀମାନଙ୍କୁ ଭୋଟ ଅଧିକାର ଦିଆଯାଇ ନ ଥିବାରୁ ଏହାର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ (ଇସି)ଙ୍କୁ…
Archives


