ତ୍ରିପୁରା ବିଧାନସଭା ନିର୍ବାଚନ: ଘୋଷଣାପତ୍ର ଜାରି କଲା ଟିଏମସି
ଅଗରତାଲା,୫।୨: ତୃଣମୂଳ କଂଗ୍ରେସ (ଟିଏମସି) ରବିବାର ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି। ଦୁଇ ଲକ୍ଷ ଚାକିରି ଏବଂ ବେରୋଜଗାର ଯୁବକମାନଙ୍କ ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ପ୍ରତିଶୃତି ଦେଇଛି ଟିଏମସି। ଏହା ସହିତ ପଶ୍ଚିମବଙ୍ଗ ରାଜ୍ୟ…
ବିଧାୟକଙ୍କ ନାମରେ ମାମଲା ରୁଜୁ
କେନ୍ଦୁଝର,୫ା୨(ସ୍ବ.ପ୍ର.): ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ବିରୋଧରେ ଆନନ୍ଦପୁର ଥାନାରେ ଦଫା ୨୯୪ ଏବଂ ୫୦୬ରେ ଏକ ମାମଲା(ନଂ.୨୪/୨୩) ରୁଜୁ ହୋଇଛି। ଗାଳିଗୁଲଜ ଓ ଧମକଚମକ ଦେଇଥିବା ଅଭିଯୋଗରେ ଆନନ୍ଦପୁର ୩ ନମ୍ବର ଜୋନ ଭାଜପା ଜିଲା ପରିଷଦ ସଭ୍ୟା…
ଭାଜପା ନେତାଙ୍କୁ ହତ୍ୟା
ରାୟପୁର,୫।୨: ଛତିଶଗଡର ବିଜାପୁରରେ ରବିବାର ନକ୍ସଲମାନେ ଭାଜପାର ମଣ୍ଡଳ ଅଧ୍ୟକ୍ଷ ନୀଳକଣ୍ଠ କକ୍କେମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ନିଜ ଗାଁରୁ ଫେରୁଥିଲେ। ଏହି ସମୟରେ ନକ୍ସଲମାନେ ରାସ୍ତାରେ ଗାଡିଟିକୁ ଅଟକାଇଥିଲେ। ଏହା…
ରାତି ୧୨ ପରେ ଆପେ ଆପେ ଚାଲୁଛି ମୋଟରସାଇକେଲ: ରହସ୍ୟମୟୀ ଘଟଣାର ଭିଡିଓ ସିସିଟିଭିରେ କଏଦ
ଚିତ୍ରକୋଣ୍ଡା,୫।୨(ଡି.ଏନ୍.ଏ): ରାତି ପ୍ରାୟ ୧୨ଟା ପରେ ମୋଟରସାଇକେଲ ଆପେ ଆପେ ଚାଲୁଚି। ବିନା ଚାଳକରେ ମୋଟରସାଇକେଲଟି ଚାଲିବା ଯେତିକି ରହସ୍ୟମୟ, ସେତିକି ଆଶ୍ଚର୍ଯ୍ୟଜନକ। ଏଭଳି ଏକ ଅଦ୍ଭୁତ ଘଟଣା ଚିତ୍ରକୋଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚିତ୍ରକୋଣ୍ଡା ସଦର ମହକୁମାସ୍ଥିତ ଦୈନିକ…
ପୁଣିଥରେ ଏକାଠି ନଜର ଆସିଲେ ଥ୍ରୀ-ଇଡିଅଟ୍ସ ଯୋଡି
ମୁମ୍ବାଇ: ବଲିଉଡ ଅଭିନେତା ସରମନ ଜୋଶୀ ବେଶ କିଛିଦିନ ହେବ ତାଙ୍କ ମୁଭି ‘କଗ୍ରାଚଲୈଶଂସ’କୁ ନେଇ ରହିଛନ୍ତି ଚର୍ଚ୍ଚାରେ । ଏହାଏକ ଗୁଜରାଟି ମୁଭି । ଏବେ ଏହାର ପ୍ରମୋଶନକୁ ନେଇ ସରମାନ ଏକ ଭିନ୍ନ ତରିକା ଆପଣାଇଛନ୍ତି । ଏହାକୁ…
ଝୁଲଣଙ୍କୁ ‘ଡବଲ୍’ ଦାୟିତ୍ୱ: ମୁମ୍ବାଇ ଇଣ୍ଡିଆନ୍ସ ପରାମର୍ଶଦାତା-ବୋଲିଂ କୋଚ୍ ନିଯୁକ୍ତ
ନୂଆଦିଲ୍ଲୀ,୫।୨: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଭେଟେରାନ ବୋଲର୍ ଝୁଲଣ ଗୋସ୍ବାମୀଙ୍କୁ ଆସନ୍ତା ମହିଳା ପ୍ରିମିୟର ଲିଗ୍(ଡବ୍ଲ୍ୟୁଏଏଲ୍)ର ଉଦ୍ଘାଟନୀ ସିଜନ ଲାଗି ମୁମ୍ବାଇ ଇଣ୍ଡିଆନ୍ସର ପରାମର୍ଶଦାତା ଏବଂ ବୋଲିଂ କୋଚ୍ ଭାବେ ନିଯୁକ୍ତି ମିଳିଛି। ସେହିଭଳି ଫ୍ରାଞ୍ଚାଇଜ୍ ଇଂଲଣ୍ଡ ମହିଳା…
ଫେବୃଆରୀ ୬ରେ ନୁହେଁ, ଏହି ଦିନ ହେବ କିଆରା-ସିଦ୍ଧାର୍ଥଙ୍କ ବିବାହ
ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଆଜିକାଲି ନିଜ ବିବାହକୁ ନେଇ ଚର୍ଚ୍ଚା ଅଛନ୍ତି। ଉଭୟଙ୍କ ବିବାହ ଫେବୃଆରୀ ୬ ହେବ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଏବେ ଏହା ଫେବୃଆରୀ ୭ରେ ହେବ ବୋଲି ଜଣାପଡିଛି। ବିବାହର ସମସ୍ତ…
ପରଭେଜଙ୍କ ଦେହାନ୍ତ ପରେ ଥରୁର ଜଣାଇଲେ ସମବେଦନା, ଭାଜପା କଲା କଟାକ୍ଷ
ନୂଆଦିଲ୍ଲୀ,୫।୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଦୁବାଇରେ ପରଲୋକ ଘଟିଛି। ଭାରତ ସହ ତାଙ୍କର ସମ୍ପର୍କ ବେଶ ଜଟିଳ ରହିଥିଲା। ଏଭଳିସ୍ଥିତିରେ କଂଗ୍ରେସ ନେତା ଶଶି ଥରୁର ତାଙ୍କ ଦେହାନ୍ତ ସମ୍ପର୍କରେ ଟୁଇଟ କରି ବିବାଦକୁ ଆସିଛନ୍ତି। “Pervez Musharraf,…
ଧୋନୀଙ୍କୁ ଏମିତି ପରାମର୍ଶ ଦେଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଦୁବାଇର ଏକ ଡାକ୍ତରଖାନାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଅନେକ ଦିନ ଧରି ମୁଶାରଫଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ…
ଖେଳ ପଡିଆରୁ କୌଣସି ଖେଳାଳି ଖାଲି ହାତରେ ଫେରନ୍ତି ନାହିଁ: ମୋଦି
ନୂଆଦିଲ୍ଲୀ,୫ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ‘ଜୟପୁର ମହାଖେଳ’ର ପ୍ରତିଯୋଗୀଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି, ‘ଦେଶରେ ଆରମ୍ଭ ହୋଇଥିବା ଖେଳ ଆୟୋଜନ ଓ ଖେଳ ମହାକୁମ୍ଭର ଧାରା ଏକ ବଡ ପରିବର୍ତ୍ତନର ପରିଚାୟକ ।…
ଥରୁଛି କନ୍ଧମାଳ, ଫୁଲବାଣୀରେ ୬ ଡିଗ୍ରୀ
ଫୁଲବାଣୀ ଅଫିସ,୫।୨: କିଛି ଦିନର ବ୍ୟବଧାନ ପରେ ପୁଣି କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜିଲାର ଫୁଲବାଣୀରେ ରବିବାର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀରେ ପହଞ୍ଚିଛି। ଗତ ୨ ଦିନ ହେଲା ତାପମାତ୍ରା ୫.୫ ଡିଗ୍ରୀ ରହିଥିଲା। ହଠତ୍ ପାରଦ…
ସପ୍ନାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଭାଉଜ
ବମ୍ବେ: ଅଡ଼ୁଆରେ ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ସପ୍ନା ଚୌଧୁରୀ। ତାଙ୍କ ସହ ଭାଇ କର୍ଣ୍ଣ ଏବଂ ମା’ ନୀଲମ୍ଙ୍କ ବିରୋଧରେ ଭାଉଜ ପାଲଓ୍ବାଲ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଭାଉଜଙ୍କ ଅଭିଯୋଗ ପରେ ଯୌତୁକ ନିର୍ଯାତନା ସମେତ ଅନେକ ଗୁରୁତର ଧାରା…

