Home Left

ଇରାନୀ-ପ୍ରତ୍ୟୁଷାଙ୍କ ମଧ୍ୟରେ ବଳ କଷାକଷି

ନୟାଗଡ ଅଫିସ,୧।୧୧:ଭାଜପାର ଦୁଇଗୋଷ୍ଠୀ ପକ୍ଷରୁ ନୟାଗଡ଼ ନିର୍ବାଚନମଣ୍ଡଳୀର ନୟାଗଡ଼ ଓ ଓଡ଼ଗଁାରେ ପୃଥକ୍‌ ଭାବେ ସୋମବାର ସମାନ୍ତରାଳ ବୈଠକ ପରେ ଗୋଷ୍ଠୀ କନ୍ଦଳ ପଦାକୁ ଆସିଛି। ନୟାଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥିନୀ ଇରାନୀ ରାୟ ଓ କନ୍ଧମାଳ ପୂର୍ବତନ…

ଜେସିକା ବ୍ରିଟେନ୍‌ର ପ୍ରଥମ ଦୃଷ୍ଟିବାଧିତ ମହିଳା ଆଇନଜୀବୀ

ଲଣ୍ଡନ,୧।୧୧:ବ୍ରିଟେନର ପ୍ରଥମ ଅଣଶ୍ୱେତାଙ୍ଗ ଓ ଦୃଷ୍ଟି ବାଧିତା ମହିଳା ଆଇନଜୀବୀ ହୋଇପାରିଛନ୍ତି ଜେସିକା ଇନାବା। ଦେଶରେ ଓକିଲାତି କ୍ଷେତ୍ରରେ ଜେସିକା ଇତିହାସ ରଚିଛନ୍ତି। ସେଣ୍ଟ୍ରାଲ୍‌ ଲଣ୍ଡନସ୍ଥିତ ୟୁନିଭର୍ସିଟି ଅଫ୍‌ ଲ’ରେ ସେ ଶିକ୍ଷା ଗ୍ରହଣ କରୁଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ ଜେସିକା…

୫୪ ଓ୍ବାର୍ଡରୁ ଉଠିବନି ଅଳିଆ

ଭୁବନେଶ୍ୱର, ୧।୧୧ (ବ୍ୟୁରୋ):ସହରରେ ସଫେଇ ବ୍ୟବସ୍ଥାକୁ ନେଇ ଡିଣ୍ଡିମ ପିଟୁଥିବା ବିଏମ୍‌ସିରେ ଥିବା ଅବ୍ୟବସ୍ଥା ପୁଣିଥରେ ପଦାରେ ପଡିଛି। କିଛିଦିନ ବ୍ୟବଧାନରେ ସଫେଇ କର୍ମୀ ଏବଂ ବିଏମ୍‌ସି ଅଧିକାରୀଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଉପୁଜିବାକୁ ଯାଉଛି। ସଫେଇ ସଂଘ ସହିତ ଆଲୋଚନା…

୫୦ ହଲ୍‌ରେ ଏକସଙ୍ଗରେ ରିଲିଜ୍‌ ହେବ

ଭୁବନେଶ୍ୱର,୧।୧୧(ବ୍ୟୁରୋ):ପ୍ରଥମ କରି ରାଜଧାନୀର ବିଭିନ୍ନ ଛକରେ ବୁଲି ପ୍ରଚାର କରିଛି ଓଡ଼ିଆ ଚଳଚ୍ଚିତ୍ର ଟିମ୍‌। ଆସନ୍ତା ୪ ତାରିଖରେ ୫୦ଟି ହଲରେ ରିଲିଜ ହେବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଟିମ୍‌ ଏପରି ନିଆରା ଢ଼ଙ୍ଗରେ ଚଳଚ୍ଚିତ୍ରର ପ୍ରଚାର କରିଛନ୍ତି॥ କାନ୍ଧରେ…

ଏମ୍‌ପିଙ୍କ ପରିବାରର ୧୨ ମୃତ

ଅହମଦାବାଦ, ୧ା୧୧: ମୋରବି ସହର ସ୍ଥିତ ମାଛୁ ନଦୀରେ ଥିବା ଝୁଲାପୋଲ ଭାଙ୍ଗିବା ଯୋଗୁ ରାଜକୋଟର ଭାଜପା ଏମ୍‌ପି ମୋହନ କୁନ୍ଦରିଆଙ୍କ ପରିବାରର ୧୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଶିଶୁ, ୪ ମହିଳା ଏବଂ ୩ ଜଣ…

ନାତୁଣୀ ଜ୍ୱାଇଁଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,୧।୧୧(ବ୍ୟୁରୋ):ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ନାରାୟଣୀ ବସ୍ତିଟ୍ରିପଲ ମର୍ଡର ମାମଲାରେ ୭ ବର୍ଷ ପରେ ସୋମବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ତଥା ନାତୁଣୀ ଜ୍ୱାଇଁ ଶିବ ପ୍ରସାଦ ପଣ୍ଡା ଓରଫ ଭୁବନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ତାଙ୍କୁ…

ବିନୋଦ କୁମାରଙ୍କ ସମେତ ୩ଜଣଙ୍କୁ ୩ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧ା୧୧(ବ୍ୟୁରୋ):ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ଦ୍ୱାରା ଷ୍ଟେଟ୍‌ ଫେଡେରେଶନ ଲେବର ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ଶନ କୋଅପରେଟିଭ୍‌ ଲିଃ (ଏସ୍‌ଏଫ୍‌ଏଲ୍‌ସିସି)କୁ ଅନୁଚିତ ଅନୁଗ୍ରହ ଦେଖାଇ ୮.୮୦ ଲକ୍ଷ ଟଙ୍କାର ଋଣ ଦେବା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବହିଷ୍କୃତ ଆଇଏଏସ୍‌…

ଅଟଳ ବ୍ରିଜ୍‌ରେ ଯାଇପାରିବେନି ୩ ହଜାରରୁ ଊର୍ଦ୍ଧ୍ୱ

ଅହମଦାବାଦ, ୧ା୧୧: ଝୁଲାପୋଲ ଦୁର୍ଘଟଣା ପରେ ଅହମଦାବାଦ ମହାନଗର ନିଗମର ଚେତା ପଶିଛି। ଅହମଦାବାଦରେ ଥିବା ଅଟଳ ବ୍ରିଜ୍‌ରେ ଏକ ସଙ୍ଗରେ ୩ ହଜାରରୁ ଅଧିକ ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଏଏମ୍‌ସି ପକ୍ଷରୁ କୁହାଯାଇଛି। ଗତ ଅଗଷ୍ଟ…

୧୦ ମାସରେ ୧୧, ୮୨୪ ଅଭିଯୋଗ

ଭୁବନେଶ୍ୱର, ୧।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ସ୍ବଚ୍ଛ ଓ ସୁନ୍ଦର ପରିବେଶ ସହିତ ମୌଳିକ ସୁବିଧା ଯୋଗାଇ ଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଅନେକ ସମୟରେ ବିଭିନ୍ନ ଯୋଜନା ସହିତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ସେହିପରି ମହାନଗର ନିଗମବାସୀଙ୍କର…

ସୁଗାର-ଫ୍ରି ମିଠାରେ ରହୁଛି ସୁଗାର

କଟକ ଅଫିସ,୧ା୧୧:ସୁଗାର ଫ୍ରି ମିଠାରେ ମଧ୍ୟ ସୁଗାରର କିଛି ଅଂଶ ରହୁଛି। ବଜାରରେ ବିଭିନ୍ନ ମିଠା ଦୋକାନରେ ବିକ୍ରି ହେଉଥିବା ସୁଗାର ଫ୍ରି ରସଗୋଲା, ଛେନାପୋଡ଼ ପ୍ରଭୃତି ମିଠା ସାମଗ୍ରୀରେ ସୁଗାରର କିଛି ମାତ୍ରା ରହୁଥିବା ଅଭିଯୋଗ ହୋଇଛି। ସୁଗାର ଫ୍ରି…

ଭାରତରେ ବଡ଼ ବ୍ରିଜ୍‌ ଦୁର୍ଘଟଣା

ନୂଆଦିଲ୍ଲୀ,୧।୧୧: ଗୁଜରାଟର ମଛୁ ନଦୀ ଉପରେ ଥିବା ଏକ ପୁରୁଣା କେବଲ ବ୍ରିଜ୍‌ ରବିବାର ଭୁଶୁଡ଼ି ପଡ଼ିବାରୁ ୪୭ ପିଲାଙ୍କ ସମେତ ୧୩୪ ଜଣଙ୍କ ଜୀବନ ଯାଇଛି। କ୍ଷମତାଠାରୁ ଅଧିକ ଲୋକଙ୍କୁ ଏକସଙ୍ଗେ ଯିବାକୁ ଅନୁମତି ଦିଆଯିବାରୁ ଏଭଳି ଅଘଟଣ ଘଟିଲା…

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଓ୍ବେବ୍‌ସାଇଟ, ମୋବାଇଲ ଆପ୍‌ ଶୁଭାରମ୍ଭ

ଭୁବନେଶ୍ୱର,୧ା୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମେକ୍‌ ଇନ୍‌ ଓଡ଼ିଶା ୱେବ୍‌ସାଇଟ(https://www.mio.investodisha.gov.in) ଏବଂ ମୋବାଇଲ ଆପ୍‌ର ଶୁଭାରମ୍ଭ କରିଛନ୍ତି। ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ୍‌ ଅଧିବେଶନ, ବ୍ୟବସାୟ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍‌ ଅଧିବେଶନ ଏବଂ ପୋର୍ଟାଲରେ ବକ୍ତାମାନଙ୍କ ସବିଶେଷ ତଥ୍ୟ ପାଇପାରିବେ। ସେହିପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri