ଓଲଟିଲା ଛେଳି ବୋଝେଇ ଟ୍ରକ୍, ନେଇଗଲେ ଲୋକେ…
ଭଣ୍ଡାରିପୋଖରୀ,୨୨।୯ (ଡି.ଏନ.ଏ.): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଯାମିନିବିନ୍ଧା ନିକଟ ଆସାମ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଛେଳି ବୋଝେଇ ଟ୍ରକ୍ ଓଲଟି ପଡିଛି। ଏଥିରେ ୪ ଜଣ ଆହତ ହେବା ସହ ୫ ଛେଳିଙ୍କ ମୃତ୍ୟୁ…
ଏଏନ୍ଏମ୍ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ
ଫୁଲବାଣୀ ଅଫିସ,୨୨ା୯: କନ୍ଧମାଳ ଜିଲା କୋଟଗଡ଼ ଥାନା ଅଧୀନ ଶ୍ରୀରାମପୁର ଏଏନ୍ଏମ୍ ଅସଦାଚରଣ ମାମଲାର ବିଚାର କରି କୋଟଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଗ ଦେହୁରୀ ଗୁରୁବାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଲମ୍ବୁ ବଳିଆରସିଂଙ୍କୁ ୩ ବର୍ଷ…
ବସ୍ ଚାପାରେ ଚାଲିଗଲା ଜୀବନ
କେନ୍ଦୁଝର,୨୨ା୯ (ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ବିଟ ଅଧିନ ୨୦ ନମ୍ବର ଜାତୀୟ ରାଜପଥ ଟାଙ୍ଗରାଣୀ ହୋଟେଲ ମାନସ ସାମ୍ନାରେ କୌଶଲ୍ୟା ନାମକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଚନ୍ଦନପୁରଥାନା ଦିନବନ୍ଧୁପୁର ଗ୍ରାମର…
୨୭ରେ ଜାପାନ ଯିବେ ମୋଦି
ନୂଆଦିଲ୍ଲୀ, ୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୭ରେ ଜାପାନ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ,…
ଶେଷ ମ୍ୟାଚରେ ପାର୍ଟନର ହୋଇ ଖେଳିବେ ଫେଡରର
ଲଣ୍ଡନ,୨୨ା୯: ଶୁକ୍ରବାର ଲାଭର କପ୍ରେ ପୁରୁଷ ଡବଲ୍ସରେ ରୋଜର ଫେଡେରର ଓ ରାଫାଲ ନାଡାଲ ପାର୍ଟନର ହୋଇ ଖେଳିବେ। ଫେଡରରଙ୍କ କ୍ୟାରିୟରର ଏହା ଶେଷ ମ୍ୟାଚ ବୋଲି ସେ ପୂର୍ବରୁ ଘୋଷଣା କରିସାରିଛନ୍ତି। ଫେଡେରର ହେଉଛନ୍ତି ୨୦ ଗ୍ରାଣ୍ଡସ୍ଲାମ ବିଜେତା। ତାଙ୍କ…
ଟ୍ରାକ୍ଟର ଡ୍ରାଇଭରକୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ
ନୟାଗଡ଼ ଅଫିସ,୨୨।୯: ନୟାଗଡ଼ ଜିଲା ଗଣିଆ ଥାନାର ରାସଙ୍ଗ ଜଙ୍ଗଲରେ ଗୁରୁବାର ଜଣେ ଟ୍ରାକ୍ଟର ଡ୍ରାଇଭରକୁ ଗୁଳି କରି ହତ୍ୟା କରାଯାଇଛି। ସେ ହେଲେ ରାସଙ୍ଗ ଗ୍ରାମର ରଜତ କୁମାର ରାଉତ(୨୬)। ତେବେ ରାଜତଙ୍କୁ କିଏ ଓ କାହିଁକି ହତ୍ୟା କରିଛି…
କର୍ମଚାରୀଙ୍କ ପାଇଁ ୧୧ ଦିନିଆ ଛୁଟି ଘୋଷଣା କଲା ‘ମେଶୋ’
ନୂଆଦିଲ୍ଲୀ,୨୨।୯: ଇ-କମର୍ସ ପ୍ଲାଟ୍ଫର୍ମ ମେଶୋ କର୍ମଚାରୀଙ୍କ ପାଇଁ ଏକ ଘୋଷଣା କରିଛି। କମ୍ପାନୀର ସମସ୍ତ ୧୧ ଦିନ ପାଇଁ ଛୁଟି ପାଇବେ। ଏ ନେଇ ‘ମେଶୋ’ର ପ୍ରତିଷ୍ଠାତା ତଥା ସିଟିଓ ସଞ୍ଜୀବ ବର୍ଣ୍ଣୱାଲ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍…
‘ପେ ସିଏମ୍’ ପୋଷ୍ଟର ବିବାଦ ମାମଲାରେ ୨ଗିରଫ
ବେଙ୍ଗାଲୁରୁ,୨୨।୯: ‘ପେ ସିଏମ୍ ପୋଷ୍ଟର’ ବିବାଦ ମାମଲାରେ କନର୍ର୍ାଟକ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏହି ପୋଷ୍ଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ଶାସକ ଦଳ ଭାଜପାକୁ ଟାର୍ଗେଟ କରାଯାଇଥିଲା। ତେବେ ଗିରଫ ହୋଇଥିବା ଉଭୟ ବ୍ୟକ୍ତି କର୍ନାଟକ…
ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କଲେ ଅବସରପ୍ରାପ୍ତ ଶିକ୍ଷକ
କେନ୍ଦୁଝର,୨୨ା୯(ସ୍ବ.ପ୍ର.): ଅବସରପ୍ରାପ୍ତ, କାର୍ଯ୍ୟରତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ କେନ୍ଦୁଝର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନୀତି ବିରୋଧରେ କେନ୍ଦୁଝର ଜିଲାପାଳଙ୍କୁ ଗୁରୁବାର ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି ରହିଥିବା କର୍ମଚାରୀ ତଥା ଅଧିକାରୀଙ୍କୁ ବିଦା କରିବାକୁ…
ପିଏଚ୍ଡି କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୨୨।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଆଜିକାଲି ଆମେରିକାରେ ତାଙ୍କର ପିଏଚଡି ଥେସିସ୍ ଲେଖୁଛନ୍ତି। ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ପ୍ରାୟ ଦୁଇ ମାସ ପରେ ଚାନ୍ନି ମାର୍ଚ୍ଚ ୧୦ରେ ଭାରତ ଛାଡିଥିଲେ। ତାଙ୍କ ଦଳର ସହକର୍ମୀମାନେ…
ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଲାଗିବ ଟ୍ରାକିଂ ଡିଭାଇସ
ଭୁବନେଶ୍ୱର,୨୨।୯(ବ୍ୟୁରୋ): ସବୁ ବଡ ଗାଡିରେ ଲୋକେସନ ଟ୍ରାକିଂ ଡିଭାଇସ ଏବଂ ପାନିକ ବଟନ ଲାଗିବ। ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା…
ଜ୍ଞାନବ୍ୟାପି-ଶୃଙ୍ଗାର ଗୌରୀ ମାମଲା: ୨୯ ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଣାଣି
ବାରାଣସୀ,୨୨।୯: ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ମାମଲାରେ ଗୁରୁବାର ଶୁଣାଣି ଶେଷ ହୋଇଛି। ଏହି ବିବାଦ ମାମଲାରେ ବାରାଣସୀ ଜିଲା କୋର୍ଟରେ ଶୁଣାଣି ହୋଇଥିଲା। ଏଠାରେ ଉଭୟ ପକ୍ଷ ମତ ରଖିଥିଲେ। ଆଠ ସପ୍ତାହ ପରେ ଶୁଣାଣି ପାଇଁ ଦାବି ଉପରେ ମୁସଲମାନ…
Archives


