ହିଜାବ ବିରୋଧୀ ପ୍ରଦର୍ଶନ: ଯୁବ ସେଲିବ୍ରିଟିଙ୍କୁ ପିଟିପିଟି ମାରିଦେଲା ପୋଲିସ
ତେହେରାନ, ୩୧।୧୦: ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନ ହିଂସାଭିମୁଖୀ ହେବାରେ ଲାଗିଛି। ଏହି ପ୍ରଦର୍ଶନରେ ଯୋଗ ଦେଇଥିବା ଜଣେ ୧୯ ବର୍ଷୀୟ ସେଲିବ୍ରିଟି ରୋଷେୟା ମେହେରଶାଦ ଶାହିଡିଙ୍କୁ ପିଟିପିଟି ମାରିଦେଇଛି ପୋଲିସ। ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା…
ସାପ କାମୁଡାରେ ଚାଲିଗଲା ନାବାଳକଙ୍କ ଜୀବନ
ପାପଡାହାଣ୍ଡି,୩୧।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ବାମନ ମୁଣ୍ଡାଗୁଡ଼ା ଗ୍ରାମରେ ସୋମବାର ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଡମୁ ଯାନୀ(୧୪) ସୂଚନାନୁଯାୟୀ, ଡମୁ ସକାଳେ ମକା ଭାଙ୍ଗିବା ପାଇଁ ନିଜ ମା’ଙ୍କ ସହ…
ବାଇକ୍-କାର ମୁହାଁମୁହିଁ: ଫେରାର କାରକୁ ଧରିଲେ ଗ୍ରାମବାସୀ
ଦାରିଙ୍ଗବାଡି,୩୧।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ପଟାଙ୍ଗି ଗ୍ରାମ ନିକଟରେ ସୋମବାର ଏକ ବାଇକ୍-କାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍ ଚାଳକ ଗୁରୁତର ହୋଇପଡ଼ିଛନ୍ତି। ତେବେ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର…
ଝୁଲାପୋଲ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରୁଷିଆ ରାଷ୍ଟ୍ରପତି
ମସ୍କୋ,୩୧।୧୦: ଗୁଜରାଟର ମୋର୍ବି ସହରରେ ଝୁଲାପୋଲ ଭାଙ୍ଗିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସମବେଦନା ଜଣାଇଛନ୍ତି। ସୋମବାର କ୍ରେମଲିନ ୱେବସାଇଟରେ ପ୍ରକାଶିତ ଏକ ବାର୍ତ୍ତାରେ ପୁଟିନ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ଏହି ଦୁର୍ଘଟଣାରେ…
ୟୁକ୍ରେନରେ ୫୦ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ
କିଭ୍,୩୧ା୧୦: କ୍ରିମିଆ ବ୍ରିଜ ବିସ୍ଫୋରଣ ପରଠାରୁ ରୁଷିଆ ତାର ଆକ୍ରମଣକୁ ଜୋରଦାର କରିଛି। ୟୁକ୍ରେନ ରାଜଧାନୀ କିଭ୍ ସମେତ ଦେଶର ବିଭିନ୍ନ ସହରରେ ପ୍ରତିଦିନ କ୍ଷେପଣାସ୍ତ୍ର ମାଡ଼ କରାଯାଉଛି। ସୋମବାର ସକାଳେ ରୁଷିଆ ୫୦ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରିଥିବା ଯୁକ୍ରେନ…
ଝୁଲାପୋଲ ଦୁର୍ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ: ମ୍ୟାନେଜମେଣ୍ଟ ସହ ଜଡ଼ିତ ୯ ଅଟକ, ଏସ୍ଆଇଟିର ଯାଞ୍ଚ ଜାରି
ଅହମଦାବାଦ,୩୧।୧୦: ଗୁଜୁରାଟର ମୋର୍ବି ସ୍ଥିତ କେବୁଲ ବ୍ରିଜ ଦୁର୍ଘଟଣାକୁ ନେଇ ପୋଲିସ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ପୋଲିସ ୯ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ପୋଲର ପରିଚାଳକ ତଥା ରକ୍ଷଣାବେକ୍ଷଣ…
ଗୁଜରାଟ ବାଜି ଜିତିବୁ: ରାହୁଲ
ହାଇଦ୍ରାବାଦ୍,୩୧।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ତେଲେଙ୍ଗାନାରେ ଚାଲିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତେଲେଙ୍ଗାନାର ରେଙ୍ଗା ରେଡ୍ଡି ଜିଲାର କୋଥୁରରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ ସେ ଗୁଜରାଟ ନିର୍ବାଚନ ସହ ଭାରତ…
କୁପଓ୍ବାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ପାକିସ୍ତାନୀ ଆତଙ୍କବାଦୀ: ସର୍ଚ୍ଚ ଅପରେଶନ୍ ଜାରି
କୁପଓ୍ବାଡା,୩୧।୧୦: ଜମ୍ମୁ-କଶ୍ମୀରର କୁପଓ୍ବାଡା ଜିଲାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। କୁପଓ୍ବାଡା ଜିଲାର କେରନ ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ…
ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ହଂସିକା
ମୁମ୍ବାଇ: ବଲିଉଡରେ ଏବେ ବିବାହ ସିଜିନ୍ ଚାଲିଛି। ଅଭିନେତା କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ଏବେ ଅଭିନେତ୍ରୀ ହଂସିକା ମୋଟଓ୍ବାନୀଙ୍କ ବିବାହ ସମ୍ପର୍କିତ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି, ଡିସେମ୍ବର…
ଫାଶୀ ଦିଆଯିବାର ଦୃଶ୍ୟ ରିହର୍ସାଲ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ
ଚିତ୍ରଦୁର୍ଗ,୩୧।୧୦: ସ୍କୁଲରେ ହେବାକୁ ଥିବା ନାଟକ ଭଗତ୍ ସିଂଙ୍କୁ ଫାଶୀ ଦିଆଯିବାର ଦୃଶ୍ୟ ଅଭ୍ୟାସ କରୁଥିବା ବେଳେ କର୍ନାଟକ ଚିତ୍ରଦୁର୍ଗ ଜିଲାରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଏଥିରେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ…
ଡ୍ୟାନ୍ସ ନମ୍ବରରେ ଦର୍ଶକଙ୍କ ଦିଲ ଜିତିବେ ରଣବୀର
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କୁ କୋରିଓଗ୍ରାଫରରୁ ନର୍ଦ୍ଦେଶକ ହୋଇଥିବା ବୋସକୋ ଲେସଲି ମାର୍ଟିସଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ପ୍ରଥମ ମୁଭି ‘ରକେଟ ଗ୍ୟାଙ୍ଗ’ରେ ଏକ ବିଶେଷ ଡ୍ୟାନ୍ସ ନମ୍ବରରେ ସାମିଲ କରାଯାଇଛି । ଏହାର ଟିଜର ସୋମବାର ରିଲିଜ୍ ହେବ…
କୋହଲିଙ୍କ ହୋଟେଲ୍ ରୁମ୍ ଭିଡିଓ ଭାଇରାଲ ପ୍ରସଙ୍ଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ପର୍ଥ,୩୧।୧୦: ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ରହୁଥିବା ହୋଟେଲ ରୁମ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ରାଗିଯାଇ କୋହଲି ଗୋପନୀୟତା ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି। ବିରାଟଙ୍କ ଜଣେ ପ୍ରଶଂସକ ହୋଟେଲରେ ଥିବା ତାଙ୍କ ରୁମ୍ ଭିତରକୁ ଯାଇ…
Archives


