Home Left

ସ୍ତ୍ରୀ ଓଢଣୀରେ ଫାଶୀ ଲଗାଇଲେ ସ୍ବାମୀ

ପାଟଣା,୧୪।୨(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସଁରାପଶି ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଲହରୁ ସ୍ତ୍ରୀର ଓଢଣୀରେ ଘର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ହେଲେ…

ପରେଡ୍‌ ଗ୍ରାଉଣ୍ଡ ବନ୍ଦ, ଖେଳକୁଦରେ ସମସ୍ୟା

ରାଉରକେଲା ଅଫିସ,୧୪।୨: ରାଉରକେଲା ଉଦିତନଗର ସ୍ଥିତ ପରେଡ୍‌ ଗ୍ରାଉଣ୍ଡ ଖେଳ ପଡିଆକୁ ବନ୍ଦ ରଖାଯାଇଥିବାରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଏବଂ କ୍ରୀଡାବିତ୍‌ଙ୍କ ଖେଳକୁଦରେ ଅସୁବିଧା ହେଉଛି। ଫଳରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହକି ବିଶ୍ୱକପ୍‌ ପୂର୍ବରୁ ଉଦିତନଗର ସ୍ଥିତ ପରେଡ୍‌…

ଦୁର୍ଘଟଣାରେ ହରାଇଥିଲେ: ଲାଗିଲା କୃତ୍ରିମ ଗୋଡ

ବିନିକା,୧୪ା୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ସିନ୍ଦୂରପୁର ଗ୍ରାମର ରମେଶ ନାଏକ ଦେଢ଼ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ସେ ତାଙ୍କର ଡାହଣ ଗୋଡ଼ ହରାଇଥିଲେ।…

ଦିଲୀପ କୁମାରଙ୍କ ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ଦିଓ୍ବାନୀ ଥିଲେ ମଧୁବାଲା

ମୁମ୍ବାଇ: ବଲିଉଡର ସ୍ବର୍ଗତ ଅଭିନେତ୍ରୀ ମଧୁବାଲାଙ୍କ ଆଜି ଜନ୍ମ ବାର୍ଷିକୀ। ଫେବୃଆରୀ ୧୪ରେ ଜନ୍ମ ହୋଇଥିବା ମଧୁବାଲାଙ୍କ ପ୍ରକୃତ ନାମ ମମତାଜ ଜାହାନ ବେଗମ ଦେହଲବ। ତାଙ୍କୁ ଟ୍ରାଜେଡି କୁଇନ୍‌ ମଧ୍ୟ କୁହାଯାଉଥିଲା। ମଧୁବାଲା ୫୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍‌…

ରାସ୍ତା ପ୍ରଶସ୍ତୀକରଣରେ କଟିବ ୩୧୫୮ ଗଛ

ସୋନପୁର,୧୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଲାଇଫଲାଇନ କୁହାଯାଉଥିବା ଅର୍ଜୁନପୁର-ବିନିକା-ରାମପୁର-ଡୁଙ୍ଗୁରପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ(ଏମଡିଆର) ଓସାରିଆ ହେବ। ଅର୍ଜୁନପୁରରୁ ଡୁଙ୍ଗୁରିପାଲି ୫୪.୨୦୦ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪୫ କୋଟି ଟଙ୍କାର ଟେଣ୍ଡର ଆହ୍ବାନ ହୋଇଛି। ୨ ଥାକିଆ…

ମନ୍ତ୍ରୀଙ୍କ ଚା ଖଟିରେ ଦୁଇ ଆଶାୟୀଙ୍କୁ ନେଇ ଚର୍ଚ୍ଚା

ସମ୍ବଲପୁର,୧୪ା୨(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଶନିବାର ସମ୍ବଲପୁର ଗସ୍ତ କରିଥିଲେ। ଏହି ସମୟରେ ରେଢ଼ାଖୋଲଠାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ରେଢ଼ାଖୋଲ ଛକର ଏକ ଚା ଦୋକାନରେ ଏକ ଖଟି ଆୟୋଜନ ହୋଇଥିଲା।…

ଜମାଟଙ୍କା ନ ଫେରାଇଲେ ଆନ୍ଦୋଳନ

ବରଗଡ଼ ଅଫିସ୍‌,୧୪।୨ ଚିଟଫଣ୍ଡ୍‌ ସଂସ୍ଥା ଦ୍ୱାରା ଅନେକ ଜମାକାରୀ ଠକାମୀର ଶୀକାର ହୋଇଛନ୍ତି। ସରକାରଙ୍କ ପାଖରେ ବାରମ୍ବାର ଦାବି ସତ୍ତ୍ବେ ସେମାନେ ସେମାନଙ୍କ ଜମାଟଙ୍କା ଫେରି ପାଇ ନାହାନ୍ତି। ଏହାକୁ ନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ…

ଦେଶରେ ଆଜି ୭୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୪।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା…

୨୧ରେ ବିଧାନସଭା ସମ୍ମୁଖରେ ଧାରଣା

ତାଳଚେର, ୧୪ା୨ (ନି.ପ୍ର.): ତାଳଚେର-ପାଲଲହଡା ଓ ପରଜଙ୍ଗ ଅଞ୍ଚଳକୁ ନେଇ ତାଳଚେରକୁ ଜିଲା ଘୋଷଣା କରିବା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ସୋମବାର ୭୦ ଦିନରେ ପହଞ୍ଚିଛି। କମିଟି ପକ୍ଷରୁ କୁହାଯାଇଛି,…

ବ୍ରିଟେନ ରାଣୀ କାମିଲା ଦ୍ୱିତୀୟ ଥର କରୋନା ପଜିଟିଭ୍‌

ଲଣ୍ଡନ,୧୪।୨: ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସ୍ତ୍ରୀ ରାଣୀ କନସର୍ଟ କାମିଲା ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କାମିଲା ବର୍ତ୍ତମାନ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଥଣ୍ଡା ଏବଂ ଫ୍ଲୁ ଭଳି ଲକ୍ଷଣ ଦେଖାଯିବା ପରେ ପରେ…

୪ ପଦକ ଜିତିଲେ ଢେଙ୍କାନାଳ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ, ୧୪।୨: ମହାରାଷ୍ଟ୍ର ପୁଣେସ୍ଥିତ ନିୟୁ ପ୍ରଭୁ ଶ୍ରୀଲର୍ନ ପରିସରରେ ଆୟୋଜିତ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ପ୍ରତିନିଧିତ୍ୱ କରୁଥିବା ଢେଙ୍କାନାଳର ୩ ପ୍ରତିଯୋଗୀ ପଦକ ଜିତିଛନ୍ତି। ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଶୁଭ୍ରାଂଶୁ ସାହୁ ସ୍ବର୍ଣ୍ଣ, ଗୁରୁଦେବଜୀ ଗୁରୁକୁଳର…

ପ୍ରଥମ ସାଉଦି ମହିଳା ଭାବେ ମହାକାଶ ଯିବେ ରାୟାନା

ଦୁବାଇ,୧୪।୨: ରକ୍ଷଣଶୀଳ ଦେଶ ସାଉଦି ଆରବ ଆଜିକାଲି ପରିବର୍ତ୍ତନର ଏକ ସମୟ ଦେଇ ଗତି କରୁଛି। ସାଉଦି ଆରବ ପ୍ରଥମ ଥର ପାଇଁ ମହିଳା ମହାକାଶଚାରୀଙ୍କୁ ମହାକାଶ ପଠାଇବାକୁ ନିଷ୍ପତ୍ତି ନେଇଛି। ରାୟାନା ବର୍ଣ୍ଣୱି ପ୍ରଥମ ମହିଳା ମହାକାଶଚାରୀ ଭାବେ ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?