Home Left

ଜାହ୍ନବୀଙ୍କ ପାଇଁ ପ୍ରଶଂସାର ପୋଷ୍ଟ ଲେଖିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ମିଲି’ ଫ୍ରାଇଡେରେ ରିଲିଜ୍ ହୋଇସାରିଛି । ଆରମ୍ଭରୁ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ପ୍ରଡ୍ୟୁସର ପିତା ବୋନି କପୁରଙ୍କ ଏହି ଫିଲ୍ମରେ ଜାହ୍ନବୀ ଲିଡ ରୋଲରେ ଦେଖାଦେଇଛନ୍ତି । ଏଥିରେ…

ଶିଖର ଧାୱନଙ୍କୁ ମିଳିଲା ପୁଣି ନୂଆ ଦାୟୀତ୍ୱ

ଚଣ୍ଡିଗଡ଼,୪।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୩ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ହଟାଇ ତାଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ନୂତନ ଅଧିନାୟକ ଭାବେ ଚୟନ କରିଛି। ବୁଧବାର ଫ୍ରାଞ୍ଚାଇଜ୍‌ ବୋର୍ଡ ବୈଠକରେ ଧାୱନଙ୍କ ନାମକୁ ଅନୁମୋଦନ କରାଯାଇଥିଲା।…

ଆସନ୍ତା ୨୩ରୁ ମାଟ୍ରିକ୍‌ ସମ୍ମେଟିଭ୍‌ ପରୀକ୍ଷା: ଆଜିଠୁ ମିଳିବ ଆଡମିଟ୍‌ କାର୍ଡ

କଟକ ଅଫିସ,୪।୧୧: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା। ନଭେମ୍ବର ୨୩ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ପରୀକ୍ଷା ଚାଲିବ। ଏ ନେଇ ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ତେବେ ପରୀକ୍ଷା…

ଶିବସେନା ନେତାଙ୍କୁ ଗୁଳିକରିଥିବା ଅଭିଯୁକ୍ତ ଗିରଫ

ଚଣ୍ଡିଗଡ଼,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରାଯାଇଛି। ସୁରୀଙ୍କୁ ୨ଟି ଗୁଳି ବାଜିଥିବା ବେଳେ ତୁରନ୍ତ ତାଙ୍କୁ ଅମୃତସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଅନ୍ୟପଟେ…

ପ୍ୟାକେଜିଂ କମ୍ପାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ

ଅହମ୍ମଦାବାଦ,୪।୧୧: ଗୁଜୁରାଟ ଦାମନ ଡାବେଲ ଅଞ୍ଚଳରେ ଥିବା ଗଣେଶ ପ୍ୟାକେଜିଂ ନାମକ ଏକ କମ୍ପାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବରପାଇ ଦମକଳ ବାହିନୀର ଆଠଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ…

ଦିନ ଦ୍ୱିପ୍ରହରରେ ଶିବସେନା ନେତାଙ୍କୁ ଗୁଳି: ମନ୍ଦିର ବାହାରେ ଦେଇଥିଲେ ଧାରଣା

ଚଣ୍ଡିଗଡ଼,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ଅଭାବନୀୟ ଘଟଣା ଘଟିଛି। ଶିବସେନାର ଜଣେ ନେତାଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରାଯାଇଛି। ଏହି ଘଟଣା ଅମୃତସରର ମଜିଠା ରୋଡ ସ୍ଥିତ ଗୋପାଳ ମନ୍ଦିରରେ ଘଟିଛି। ଅଳିଆରୁ ଭଗବାନଙ୍କ ମୂର୍ତ୍ତି ମିଳିବା…

ଝୁଲାପୋଲ ଭୁଶୁଡିବା ଘଟଣା: ନିଲମ୍ବିତ ହେଲେ ମ୍ୟୁନିସିପାଲଟି ଅଧିକାରୀ

ଅହମ୍ମଦାବାଦ,୪।୧୦: ଗୁଜରାଟ ମୋରବିରେ ଝୁଲାପୋଲ ଭୁଶୁଡିବା ଘଟଣାରେ ଶୁକ୍ରବାର ମ୍ୟୁନିସିପାଲଟି ଅଧିକାରୀ ସନ୍ଦୀପସିନ ଜାଲାଙ୍କୁ ନିଲମ୍ବନ କରାଯାଇଛି। ଗତ ୩୦ ତାରିଖରେ ମୋରବି ସହରର ମାଚ୍ଛୁ ନଦୀ ଉପରେ ଥିବା ବ୍ରିଜ୍‌ଟି ହଠାତ୍‌ ଭୁଶୁଡି ପଡିଥିଲା। ଫଳରେ ବ୍ରିଜ୍‌ ଉପରେ ଥିବା…

ମରଣାନ୍ତକ ଆକ୍ରମଣ ପରେ ଅପରାହ୍ନ ୪ଟାରେ ଖବରଦାତା ସମ୍ମିଳନୀ କରିବେ ଇମ୍ରାନ୍‌

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଉପରେ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଥିଲା। ଦେଶରେ ତୁରନ୍ତ ସାଧାରଣ ନିର୍ବାଚନ କରାଯିବା ଦାବିରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା ବେଳେ ଆଲାଓ୍ବାଲା ଛକରେ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌(ପିଟିଆଇ) ଅଧ୍ୟକ୍ଷ ଇମ୍ରାନଙ୍କୁ ଜଣେ ବ୍ୟକ୍ତି…

ଏମ୍ସରେ ୧୩ ଦଲାଲଙ୍କୁ ଗିରଫ କଲା ପୋଲିସ ,ଚଢା ଦରରେ ବିକୁଥିଲେ ଟିକେଟ୍‌

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ ପୋଲିସ ଶୁକ୍ରବାର ଚଢାଉ କରିଛି। ଏଥିରେ ୧୩ ଜଣ ଦଲାଲଙ୍କୁ ଗିରଫ କରିଛି। ଏହି ଦଲାଲମାନେ ରୋଗୀଙ୍କୁ ସହାୟତା ଦେବା ନାଁରେ ଟଙ୍କା ଲୁଟୁଥିଲେ। ଟିକେଟ୍‌ କାଉଣ୍ଟରରୁ ବିନା ମୂଲ୍ୟରେ ସଂଗ୍ରହ କରୁଥିବା ଟିକେଟକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ…

‘ଫିଲ୍ମ ‘ବିକ୍ରମ ଭେଧା’ରେ ଏକ ବଡ ଭୂମିକା ଚାହୁଁଥିଲି’

ମୁମ୍ବାଇ: ଅଭିନେତ୍ରୀ ରାଧିକା ଆପ୍‌ତେ ଫିଲ୍ମ ‘ବିକ୍ରମ ଭେଧା’ରେ ନଜର ଆସିଛନ୍ତି। ସେ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। କାହାଣୀରେ ରାଧିକାଙ୍କର ଏକ ଛୋଟ ଅଂଶ ଥିଲା। ଯାହାକୁ ସେ ଭଲ ଭାବେ ଲିଭାଇଥିଲେ। ନିକଟରେ…

ଇସୁଦାନ ଗଢ଼ଭି ଏଏପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅହମଦାବାଦ,୪।୧୧: ଗୁଜରାଟ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ରହିଛି। ଇତିମଧ୍ୟରେ ଶୁକ୍ରବାର ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁଜରାଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାମ ଘୋଷଣା କରିଛନ୍ତି। କେଜ୍‌ରିଓ୍ବାଲ ଇଶୁଦାନ ଗଡଭିଙ୍କୁ…

ସେମିଫାଇନାଲରେ ନ୍ୟୁଜିଲାଣ୍ଡ

ପର୍ଥ,୪।୧୧: ଅଧିନାୟକ କେନ ୱିଲିୟମସନଙ୍କ ବିସ୍ଫୋରକ ବ୍ୟାଟିଂ ଜରିଆରେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଟି -୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଗ୍ରୁପ ୧ ମ୍ୟାଚରେ ଆୟର୍ଲାଣ୍ଡକୁ ୩୫ ରନ୍‌ରେ ପରାସ୍ତ କରି ସେମିଫାଇନାଲ୍‌ ଟିକେଟ୍‌ ହାସଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri