Home Left

ବିମାନବନ୍ଦରରେ ନିଜର ଅବିକଳ ଚେହେରା ଥିବା ବ୍ୟକ୍ତିଙ୍କୁ ଦେଖି ଚମକିଲେ ଗୋବିନ୍ଦା, କହିଲେ କିଏ ଅସଲି?

ବମ୍ବେ: ନିଜ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଚମକି ପଡ଼ିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ବିମାନବନ୍ଦରରେ ଉଭୟଙ୍କ ଭେଟର କିଛି ଦୃଶ୍ୟ ଏବେ ବେଶ ଭାଇରାଲ ହେଉଛି। ଗୋବିନ୍ଦା ନିଜ ପତ୍ନୀ ସୁନିତାଙ୍କ ସହ ସେଠାରେ ପହଞ୍ଚିଥିବା ବେଳେ ସାମ୍ନାକୁ…

ଅକ୍ଷୟ କୁମାରଙ୍କ ଟଙ୍କା ଚୋରାଇ ନେବାକୁ ଚାହୁଁଛନ୍ତି ରକୁଲପ୍ରିତ!

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ଫିଲ୍ମ ପିଛା ସବୁଠାରୁ ଅଧିକ ଟଙ୍କା ଚାର୍ଜ କରିଥାନ୍ତି ସେ। ଏଭଳି ସ୍ଥିତିରେ ଏବେ ତାଙ୍କ ଟଙ୍କା ଚୋରି କରିବାକୁ ଚାହୁଁଛନ୍ତି ଚୁଲବୁଲି ଅଭିନେତ୍ରୀ ରକୁଲ ପ୍ରିତ…

ଜିମ୍ବାଓ୍ବେ ପ୍ରସ୍ତୁତ: ଅଧିନାୟକ କହିଲେ‘ କୋହଲିଙ୍କୁ ଆଉଟ୍‌ କରିବାର ସୁଯୋଗ କ’ଣ କେବେ ମିଳେ’

ନୂଆଦିଲ୍ଲୀ,୫।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ରବିବାର ସୁପର-୧୨ ଚରଣରେ ନିଜର ଅନ୍ତିମ ମୁକାବିଲା ଖେଳିବ ଟିମ୍‌ ଇଣ୍ଡିଆ। ମେଲବୋର୍ନରେ ଦଳ ଜିମ୍ବାଓ୍ବେକୁ ଭେଟିବ। ଭାରତୀୟ ଟିମ୍‌ ଅଙ୍କ ତାଲିକା ଶୀର୍ଷରେ ଥିବାରୁ ସେମିଫାଇନାଲ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବା ବେଳେ…

ଝରଣାପାଣିକୁ ନେଇ ଦୁଇ ପଞ୍ଚାୟତରେ ବିବାଦ: କାର୍ଯ୍ୟ ବନ୍ଦ ରଖିଲେ ତହସିଲଦାର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ରୁ ଆସୁଥିବା ଝରଣାପାଣିକୁ ନେଇ ବି.ତୁରୁବୁଡ଼ି ଓ ବଡଡୁମୁଳା ପଞ୍ଚାୟତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦୀୟ ଅଭିଯୋଗ ଦିଗପହଣ୍ଡି ତହସିଲ୍‌ରେ ପହଞ୍ଚିବା ପରେ ତହସିଲଦାର ସିପକ୍‌ କୁମାର ପାତ୍ରଙ୍କ…

‘ଭେଷ୍ଟିବୁଲାର ହାଇପୋଫଙ୍କସନ୍‌’ ନାମକ ଗୁରୁତର ରୋଗ ସହ ଲଢ଼ୁଛନ୍ତି ବରୁଣ ଧାଓ୍ବନ; ଜାଣନ୍ତୁ ଲକ୍ଷଣ ଏବଂ ଚିକିତ୍ସା

ବମ୍ବେ: ଦକ୍ଷିଣ ଭାରତୀୟ ସିନେମା ଅଭିନେତ୍ରୀ ସମାନ୍ଥା ଅକ୍କିନେନୀଙ୍କ ପରେ ଏବେ ଅଭିନେତା ବରୁଣ ଧାଓ୍ବନ ମଧ୍ୟ ନିଜ ରୋଗକୁ ନେଇ ମୁହଁ ଖୋଲିଛନ୍ତି। ସେ ଭେଷ୍ଟିବୁଲାର ହାଇପୋଫଙ୍କସନ ନାମକ ଗୁରୁତର ରୋଗ ସହ ଲଢ଼ୁଛନ୍ତି। ଏହି ରୋଗରେ ଜଣେ ବ୍ୟକ୍ତି…

କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା ବେଳେ ଡେଙ୍ଗାଓସ୍ତା ବଜାର ନିକଟରେ କାର୍‌ ଆଗଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ…

ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ଏସବୁ ରାଶି ଲାଗି ବହୁତ ଅଶୁଭ, ହୋଇଯାଆନ୍ତୁ ସାବଧାନ

ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ କାର୍ତ୍ତିକ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥୀରେ ଲାଗୁଛି। ତାରିଖ ଅନୁଯାୟୀ ନଭେମ୍ବର ୮ରେ ଏହା ପଡ଼ିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୫ଟା ୩୨ରୁ ଗ୍ରହଣ ଆରମ୍ଭ ହୋଇ ୬ଟା ୧୮ ମିନିଟ୍‌ରେ ଶେଷ ହେବ। ବର୍ଷର…

୪୮ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କୋକସରା,୫ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ନୂଆପଡ଼ା ଗ୍ରାମର ଦେବେନ୍ଦ୍ର ବାଗ (୨୫) ଗାଁ ନିକଟରେ ଥିବା ଇନ୍ଦ୍ରାବତୀ ବାମ କେନାଲକୁ ଗୁରୁବାର ଗାଧୋଇବାକୁ ଆସି କେନାଲର ପ୍ରବଳ ପାଣି ସ୍ରୋତରେ ବୁଡ଼ି ଯାଇଥିବା ନେଇ ପରିବାର ଓ…

୮ ବର୍ଷ ବାଳକ-ସାପ କାମୁଡ଼ା କାମୁଡ଼ି, ଶେଷରେ ସାପ ମଲା…

ଜସପୁର,୫।୧୧ : ଛତିଶଗଡର ଜସପୁର ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯସପୁରରେ ଜଣେ ୮ ବର୍ଷ ବୟସ୍କ ବାଳକଙ୍କୁ ସାପ କାମୁଡ଼ିବା ପରେ ବାଳକ ଜଣକ ସାପକୁ ଦୁଇଥର କାମୁଡ଼ି ଦେଇଥିଲା। ଯେଉଁ କାରଣରୁ ଶେଷରେ ସାପର ମୃତ୍ୟୁ…

ପାକିସ୍ତାନକୁ ଫସାଇବା ଭଳି ଯଦି ଜିମ୍ବାଓ୍ବେ ବାଜି ମାରି ନିଏ, ମଉଳିଯାଇପାରେ ଭାରତର ସେମିଫାଇନାଲ ଆଶା…

ନୂଆଦିଲ୍ଲୀ,୫।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତ ସୁପର-୧୨ ଚରଣର ଅନ୍ତିମ ମୁକାବିଲା ଜିମ୍ବାଓ୍ବେ ବିପକ୍ଷରେ ଖେଳିବ। ଏବେ ଦଳ ଗ୍ରୁପ୍‌ର ଶୀର୍ଷରେ ରହିଥିବା ଯୋଗୁ ଯଦି ଜିମ୍ବାଓ୍ବେ ବିପକ୍ଷରେ ମ୍ୟାଚ୍‌ ଜିତିଯାଏ ତେବେ ସିଧା ସେମିଫାଇନାଲକୁ ଯିବ। ରବିବାର ଅନୁଷ୍ଠିତ ହେବାକୁ…

ଦୁର୍ଘଟଣାରେ ୪ ମୃତ ଘଟଣା: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଏତଲା

କେନ୍ଦୁଝର,୫ା୧୧(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ବଡ଼ପଶି ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଅବହେଳା, ଦାୟିତ୍ୱହୀନତା, ଖାମଖିଆଲ ମନୋଭାବ ଓ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ଏଭଳି ଦୁର୍ଘଟଣା ଗତ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ

ସୁନ୍ଦରଗଡ଼,୫ା୧୧(ଡି.ଏନ୍‌.ଏ.): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ଠିକା ନିଯୁକ୍ତି ଅବଧିକୁ ମୂଳ ନିଯୁକ୍ତିରେ ଗଣନା କରି ସେହି ଅବଧି ପାଇ ନ୍ୟାଶନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ,ସପ୍ତମ ବେତନ କମିଶନ ଆଧାରରେ କେନ୍ଦ୍ରୀୟ ହାରରେ ଦରମା, ନୂତନ ପେନ୍‌ସନ୍‌ ନୀତି ଉଚ୍ଛେଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri