Home Left

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ମୃତ, ୨ ଗୁରୁତର ଆହତ

ବାଲେଶ୍ୱର ଅଫିସ,୭।୧୧: ବାଲେଶ୍ୱର ଜିଲାରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବାସହ ୨ ଜଣ ମହିଳା ଆହତ ହୋଇଛନ୍ତି। ବାଲେଶ୍ୱର ଜିଲା ସୋର ସିମୁଳିଆ…

ବୁର୍ଜ ଖଲିଫା ନିକଟରେ ଥିବା ୩୫ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ…

ଦୁବାଇ,୭।୧୧ : ଦୁବାଇର ଦୁନିଆର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ନିକଟରେ ଥିବା ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ସୂଚନାନୁସାରେ, ସୋମବାର ସକାଳେ ୩୫ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି…

ଆଜି ରାଜ୍ୟରେ ମାତ୍ର ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଚିହ୍ନଟ ହୋଇଥିବାବେଳେ…

କଥା ରଖିବେ କି ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁର ଏକ କନ୍ୟା ସନ୍ତାନର ପ୍ୟାରେଣ୍ଟସ୍ ହୋଇଯାଇଛନ୍ତି । ରବିବାର ଆଲିଆ ଏକ କନ୍ୟା ସନ୍ତାନ ପ୍ରସବ କରିବା ପରେ କପୁର ଓ ଭଟ୍ଟ ପରିବାରରେ ଖୁସିର ଲହରି ଖେଳି ଯାଇଛି…

ଖୋର୍ଦ୍ଧା ଚାମ୍ପିୟନ, କିଟ୍‌-କିସ୍‌କୁ ବ୍ରୋଞ୍ଜ

ଭୁବନେଶ୍ୱର, ୭ା୧୧(ସ୍ପୋଟର୍‌ସ ବ୍ୟୁରୋ): ହକି ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଏଚ୍‌ଏଓ) ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛି କିଟ୍‌-କିସ୍‌ ଦଳ। ଏଚ୍‌ଏଓ ଏବଂ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥିଲା। ୨ ନଭେମ୍ବରରୁ…

ବିବାଦ ମଧ୍ୟରେ ‘ଆଦିପୁରୁଷ’କୁ ନେଇ ମେକର୍ସଙ୍କ ବଡ ନିଷ୍ପତ୍ତି

ମୁମ୍ବାଇ: ପ୍ରଭାସ ଷ୍ଟାରର ମୁଭି ‘ଆଦିପୁରୁଷ’ ଲଗାତାର ବିବାଦରେ ଫସି ରହୁଥିବାରୁ ଏହାକୁ ଦେଖି ଏବେ ମେକର୍ସ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହାର ବିଏଫଏକ୍ସକୁ ନେଇ ବାରମ୍ବାର ବିରୋଧର ସାମ୍ନା କରୁଥିବା ଫିଲ୍ମର ଟିମ ଏବେ ଏହାର ରିଲିଜ୍‌କୁ…

ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ୍‌

ଭୁବନେଶ୍ୱର, ୭ା୧୧(ସ୍ପୋଟର୍‌ସ ବ୍ୟୁରୋ): ଓଡିଏମ୍‌ ଗ୍ଲୋବାଲ ସ୍କୁଲ ପରିସରରେ ରବିବାର ପ୍ରୋ ସ୍କୁଲ ବାସ୍କେଟବଲ୍‌ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଉଭୟ ବାଳକ ଓ ବାଳିକା ବର୍ଗରେ ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବାଳକ ବର୍ଗରେ ବ୍ରହ୍ମପୁରର ଜ୍ଞାନ…

ଗୋଆ-ରାଜସ୍ଥାନ ଫାଇନାଲ

ଅନୁଗୋଳ ଅଫିସ, ୭ା୧୧: ଅନୁଗୋଳ କଦମ ପଡ଼ିଆରେ ବାଜି ରାଉତ କପ୍‌ ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ୨ଟି ସେମି ଫାଇନାଲ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ୫-୧ ଗୋଲ୍‌ରେ ମୁମ୍ବାଇ କେଂକ୍ରେ ଫୁଟ୍‌ବଲ କ୍ଲବକୁ…

ସଚେତନତା ହିଁ ନିଦାନ

କୌଣସି ଶାରୀରିକ ସମସ୍ୟା ସୃଷ୍ଟି ହେବା ପୂର୍ବରୁ ଏନେଇ ସଚେତନ ହେବା ହିଁ ପ୍ରକୃତ ନିଦାନ ବୋଲି କୁହାଯାଇଥାଏ। ସମ୍ପ୍ରତି ଦେଶରେ କର୍କଟ, ଏକ ମାରାତ୍ମକ ସ୍ବାସ୍ଥ୍ୟଗତ ସମସ୍ୟା ପାଲଟିଛି। ତେଣୁ ପ୍ରତିବର୍ଷ ନଭେମ୍ବର ୭ରେ ଭାରତରେ ଜାତୀୟ କର୍କଟ ସଚେତନତା…

ରୋହିତ ଶର୍ମାଙ୍କୁ ଦେଖି କାନ୍ଦିଲେ ପ୍ରଶଂସକ: ଏବେ ଦେବେ ଜୋରିମନା

ମେଲବୋର୍ନ,୭।୧୧: ସୁପର-୧୨ ରାଉଣ୍ଡର ଶେଷ ମ୍ୟାଚ ମେଲବୋର୍ନରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି ଗ୍ରୁପ-୨ର ଶୀର୍ଷରେ ରହି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମ୍ୟାଚ ସମୟରେ ଜଣେ…

ଜେକେ ଲକ୍ଷ୍ମୀ ସିମେଣ୍ଟର ୨ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୭।୧୧: ଦେଶର ପ୍ରମୁଖ ସିମେଣ୍ଟ ନିର୍ମାତା କମ୍ପାନୀ ‘ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍‌’ର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ବିକ୍ରି ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର (୨ୟ ତ୍ରୈମାସ) ଶେଷ ସୁଦ୍ଧା ୧୬% ବୃଦ୍ଧି ହୋଇ…

ନିରୋଜ ନାୟକଙ୍କୁ ହିରୋ ପ୍ଲେଜର ପୁରସ୍କାର

ଭୁବନେଶ୍ୱର,୭।୧୧: ଚଳିତ ବର୍ଷର ପାର୍ବଣ ଅବସରରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଖୁସିୟେଁା କା ତ୍ୟୋହାର’(ଲକି ଡ୍ର)ର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଆ ଅଭିନେତା ଆକାଶ ଦାସ ନାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri