Home Left

ପୁରୁଷ ପାଖରେ କିଛି କଥା ନ ଥିଲେ ସ୍ତ୍ରୀର ଚରିତ୍ର ଉପରେ କଥା କହିଥାଏ: ଚାରୁ

ବମ୍ବେ: ବଲିଉଡ ସୁସ୍ମିତା ସେନଙ୍କ ଭାଇ-ଭାଉଜ ଛାଡ଼ପତ୍ର ନେବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ପରସ୍ପରକୁ ଆରୋପ୍ୟ ପ୍ରତ୍ୟାରୋପ କରୁଛନ୍ତି। ମାର୍‌ପିଟ ପରେ ଏବେ ବିବାହରେ ଧୋକା ଦେବା ଯାଏ କଥା ପହଞ୍ଚିଛି। ଚାରୁ ଅସୋପା ପ୍ରଥମେ ରାଜୀବ ତାଙ୍କୁ ଧୋକା…

ଜୋସୁଆଙ୍କ ହ୍ୟାଟ୍ରିକ୍‌

ଆଡିଲେଡ୍‌,୪ା୧୧: ଷଷ୍ଠ ବୋଲର ଭାବେ ଟି୨୦ ବିଶ୍ୱକପରେ ହ୍ୟାଟ୍ରିକ ନେଇଛନ୍ତି ଆୟର୍ଲାଣ୍ଡର ଜୋସୁଆ ଲିଟିଲ୍‌। ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ସୁପର-୧୨ ମ୍ୟାଚରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ଲିଟିଲ। ଏହା ସହିତ ଚଳିତ ବିଶ୍ୱକପ ସଂସ୍କରଣର ଦ୍ୱିତୀୟ ହ୍ୟାଟ୍ରିକ ଅର୍ଜନ କରିଛନ୍ତି।…

ଚିକିତ୍ସାଧୀନ ଅବସ୍ଥାରେ ଶିବସେନା ନେତାଙ୍କ ପରଲୋକ

ଅମୃତସର,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଧାରଣା ପ୍ରଦର୍ଶନ ବେଳେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରୀଙ୍କୁ ୨ଟି ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଅମୃତସର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ…

ବାଣଫୁଟି ଯୁବକ ଗୁରୁତର

ଖଇରା,୪ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା କ୍ଷିରିପଦା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବାଣ ଫୁଟାଉଥିବା ସମୟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୁହଁ ପୋଡି ସେ ଗୁରୁତର ହୋଇଛନ୍ତି। ଗୁରୁତ ହେଲେ ସେକ ସକରୁଦ୍ଦିନ। ତାଙ୍କୁ ପ୍ରଥମେ ସୋର…

ପରିବା କିଣୁକିଣୁ ନ ଥିଲା ବାଇକ୍‌

ବୈଶିଙ୍ଗା,୪ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଉପକଣ୍ଠ ଡାହିବାଡ଼ି ସାପ୍ତାହିକ ହାଟରେ ପୁଣି ଲୁଟେରା ସକ୍ରିୟ ହୋଇ ପଡିଛନ୍ତି। ବୁଧବାର ହାଟରେ ପ୍ରବଳ ଗହଳି ଥିବା ବେଳେ ବାଲେଶ୍ବର ଜିଲା ଗୋବିନ୍ଦପୁର ଗ୍ରାମର ଭାସ୍କର ଭୋଇ ବାଇକ୍‌ ରଖି ଜିନିଷ କିଣୁଥିଲେ। ସେତିକିବେଳେ…

ଶନିବାରଠାରୁ ବନ୍ଦ ରହିବ ପ୍ରାଇମେରୀ ସ୍କୁଲ

ନୂଆଦିଲ୍ଲୀ,୪।୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ରାଜ୍ୟର ସମସ୍ତ ପ୍ରାଇମେରୀ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଇଛି। ନଭେମ୍ବର ୫ ଅର୍ଥାତ୍‌ ଶନିବାରଠାରୁ ଏହି ସ୍କୁଲ ବନ୍ଦ ରହିବ। ତେବେ ଏହି ସ୍କୁଲ କେତେ ଦିନ ଯାଏ ବନ୍ଦ…

୨ ବର୍ଷ ଥିଲା ଚାକିରି: ବହିଷ୍କୃତ ହେଲେ ଅଙ୍ଗନୱାଡି

ଫୁଲବାଣୀ ଅଫିସ, ୪ା୧୧: ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚାକିରି କରିବା ଜଣେ ଅଙ୍ଗନୱାଡି କର୍ମୀଙ୍କୁ ମହଙ୍ଗା ପଡିଛି  । ପ୍ରଶାସନିକ ତଦନ୍ତ ପରେ ସମ୍ପୃକ୍ତ ଅଙ୍ଗନୱାଡି କର୍ମୀଙ୍କୁ ବହିଷ୍କାର କରାଯାଇଛି । ସେ ହେଲେ ମାଧୁରୀ ପ୍ରଧାନ ।…

ଭାରତ ବିପକ୍ଷରେ କରିଥିଲେ ବିସ୍ଫୋରକ ବ୍ୟାଟିଂ; ଲିଟନ ଦାସଙ୍କୁ ସ୍ବତନ୍ତ୍ର ଉପହାର ଦେଲେ କୋହଲି…

ଆଡିଲେଡ୍‌,୪।୧୧: ଭାରତ ବିପକ୍ଷ ବିଶ୍ୱକପ୍‌ ସୁପର-୧୨ ମୁକାବିଲାରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ବାଲାଂଦେଶ କ୍ରିକେଟର ଲିଟନ ଦାସ। ଏହାକୁ ନେଇ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ବିରାଟ କୋହଲି ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ସେ ଲିଟନଙ୍କୁ…

‘ପନ୍ତଙ୍କ ସ୍ଥାନରେ କାର୍ତ୍ତିକଙ୍କୁ ଖେଳାଇବା ହାସ୍ୟାସ୍ପଦ’

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୪ଟି ମ୍ୟାଚ୍‌ ଖେଳିଛି। ଏଥିରେ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିଥିବା ବେଳେ ଋଷଭ ପନ୍ତ ଅପେକ୍ଷାରେ ଅଛନ୍ତି। ଏହି ନିଷ୍ପତ୍ତିକୁ ଅନେକେ ନାପସନ୍ଦ କରୁଥିବା ବେଳେ ଏବେ…

ପବିତ୍ର ପଞ୍ଚକ ବ୍ରତ ଆରମ୍ଭ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସୋରଡା,୪।୧୧(ଡି.ଏନ୍‌.ଏ.): ପବିତ୍ର କାର୍ତ୍ତିକ ମାସର ପଞ୍ଚକ ଆରମ୍ଭ ହୋଇଛି। ଶୁକ୍ରବାର ବଡ଼ ଏକାଦଶୀରେ ଜଗନ୍ନାଥଙ୍କ ଦୁର୍ଲଭ ବେଶ, ଆଳତି ଦେଖିବାକୁ ଭୋରରୁ ମହିଳାଙ୍କ ଭଡ଼ ଦେଖିବାକୁ ମିଳିଥିଲା। ଠାକୁରଙ୍କୁ ତୁଳସୀ ମାଳରେ ଅତ୍ୟନ୍ତ ସୁନ୍ଦର ଭାବେ ସଜା ଯାଇଛି। ଭୋର ୪…

ରାଜନୈତିକ ବୟାନବାଜି ଭିତରେ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କୁ ଚିଠି ଲେଖିଲେ ପାଇଲଟ

ଜୟପୁର,୪ ।୧୧: ରାଜସ୍ଥାନ ରାଜନୀତିରେ ବୟାନବାଜି ମଧ୍ୟରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ଲୋକ ଦେବତା ବୀର ତେଜାଜୀ ମହାରାଜଙ୍କ ନାମରେ ରାଜ୍ୟ ସରକାର ବୋର୍ଡ ଗଠନ…

ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୪।୧୧(ଡି.ଏନ୍‌.ଏ.): ଶୁକ୍ରବାର କାର୍ତ୍ତିକ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥୀ ଅବସରରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ ସହିତ ଶ୍ରୀରାଧାଙ୍କ ସୁନା ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗଛି। ମନ୍ଦିର ବେଢାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri