ସାମ୍କୋ ଇଏଲ୍ଏସ୍ଏସ୍ ଟ୍ୟାକ୍ସ ସେଭର ଫଣ୍ଡ
ନୂଆଦିଲ୍ଲୀ,୭।୧୧: ସାମ୍କୋ ଇଏଲ୍ଏସ୍ଏସ୍ ଟ୍ୟାକ୍ସ ସେଭର ଫଣ୍ଡ ସମ୍ପତ୍ତି ସୃଷ୍ଟି ନିମନ୍ତେ ଏକ ଚମତ୍କାର ମାର୍ଗ ଭାବରେ ଇଏଲଏସଏସରେ ବାଧ୍ୟତାମୂଳକ ୩-ବର୍ଷ ଲକ୍-ଇନ୍-ପିରିଅଡ ସହ ଦକ୍ଷ ମିଡ-କ୍ୟାପ ଏବଂ ସ୍ମଲ-କ୍ୟାପ ବ୍ୟବସାୟର ଏକ ପୋର୍ଟଫୋଲିଓ ହେବ। ଆସନ୍ତାକାଲିର ସମ୍ପତ୍ତି ସୃଷ୍ଟିକାରୀ ହେବାକୁ…
୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ନେଦରଲାଣ୍ଡ୍ସ
ସିଡନୀ,୭।୧୧: ଟି-୨୦ ବିଶ୍ୱକପ ୨୦୨୨ରେ ନେଦରଲାଣ୍ଡ୍ସ ଦଳ ଏକ ବଡ ଓଲଟପାଲଟ କରି ଦକ୍ଷିଣ ଆଫ୍ରିକାକୁ ୧୩ ପରାସ୍ତ କରିଛି। ନେଦରଲାଣ୍ଡ୍ସ ଦଳ ପ୍ରଥମ ଥର ପାଇଁ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବାବେଳେ ଏହା ବିଶ୍ୱକପର ସମସ୍ତ ସମୀକରଣକୁ ନଷ୍ଟ…
ଓଡ଼ିଶା ବଜାରରେ ଇନ୍ଦିରା ଗ୍ୟାସ
ଭୁବନେଶ୍ୱର,୭।୧୧: ଦିଲ୍ଲୀଭିତ୍ତିକ ଇନ୍ଦିରା ଗ୍ୟାସ ଆଣ୍ଡ୍ ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ କମ୍ପାନୀ ବର୍ତ୍ତମାନ ଓଡ଼ିଶା ବଜାର ପ୍ରବେଶ ସହ ସାରା ରାଜ୍ୟରେ ତା’ର କାରବାର ଆରମ୍ଭ କରିଛି। ଏପରିକି କମ୍ପାନୀର ଉଭୟ ବର୍ଗର ଏଲପିଜି ସେବାର ମଧ୍ୟ ଶୁଭାରମ୍ଭ କରାଯାଇଛି। ବିଶେଷକରି…
ଆଜିଠାରୁ ଟାଟା ମୋଟର୍ସର ନୂଆ ଦର
ନୂଆଦିଲ୍ଲୀ,୭।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ (ପିଭି) ବା ଯାତ୍ରୀବାହୀ ଯାନରେ ଆଜିଠାରୁ (୭ ନଭେମ୍ବର) ନୂଆ ଦର ଲାଗୁ ହେବ ବୋଲି ଜଣାପଡ଼ିଛି। ବିଶେଷକରି କମ୍ପାନୀର ପିଭି ବର୍ଗର ଯାନଗୁଡ଼ିକ ଉପରେ ୦.୯% ମୂଲ୍ୟ…
କୁକୁରକୁ ଖାଇବାକୁ ନ ଦେବାରୁ ଭାଇଙ୍କୁ ହତ୍ୟା
ପାଲ୍ଲକଡ଼,୭।୧୧: କେରଳ ରାଜ୍ୟ ପାଲ୍ଲକଡ଼ ଜିଲାର ପେରୁମ୍ବ୍ରାଧୋଡ଼ି ଅଞ୍ଚଳରେ କୁକୁରକୁ ଖାଦ୍ୟ ନ ଦେବାରୁ ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ପିଟି ହତ୍ୟା କରିଛନ୍ତି। କୋପାମ୍ ପୋଲିସ ଅଭିଯୁକ୍ତ ହକିମ୍ (୨୭)ଙ୍କୁ ଗିରଫ କରିଛି। ହକିମ ପାଳିଥିବା କୁକୁରକୁ ଶୁକ୍ରବାର…
ଆଜି ମହାରାଷ୍ଟ୍ରରେ ଏଣ୍ଟ୍ରି କରିବ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’
ନୂଆଦିଲ୍ଲୀ,୭ ।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଆଜି ଅର୍ଥାତ୍ ୭ ନଭେମ୍ବର ସୋମବାର ରାତି ପ୍ରାୟ ୯ଟାରେ ପଡୋଶୀ ରାଜ୍ୟ ତେଲେଙ୍ଗାନାରୁ ମହାରାଷ୍ଟ୍ରର ନାଂଦେଡ ଜିଲାରେ ପ୍ରବେଶ କରିବ । ଦଳ ପକ୍ଷରୁ ରବିବାର ଏହି…
ଅଲୋଡ଼ା ଐତିହ୍ୟ ଓଡ଼ିଆ ଶିଳ୍ପୀଙ୍କୁ ଅଣଆଡ଼ିଆ କରିଦେଲା
ଆମେ ‘ବଢ଼େଇ’ ଶବ୍ଦର ରହସ୍ୟ ପ୍ରସଙ୍ଗରେ ସୂଚନା ଦେଇଥିଲୁ। ପଥରସୁଆଁସିଆଙ୍କର କାର୍ଯ୍ୟ ଅନୁଶୀଳନ କଲେ ଜଣାଯାଉଛି ସେମାନେ ବଢ଼େଇ ନ ଥିଲେ। ମନ୍ଦିର ନିର୍ମାଣ ପାଇଁ ଆସିଥିବା ୨୩୨୪ ଜଣ ଶିଳ୍ପୀଙ୍କ ମଧ୍ୟରୁ ୫୩୦ଜଣ ଯୁବଶିଳ୍ପୀ ଗଜପତିଙ୍କ ସହିତ ବିଜୟକୋଣ୍ଡା (ବିଜୟଓ୍ବାଡ଼ା)…
ଚିତ୍ରକଳାରେ ପୁଣି ଝଲସିବ ସ୍ମାର୍ଟସିଟି କାନ୍ଥ
ଭୁବନେଶ୍ୱର,୭।୧୧(ବ୍ୟୁରୋ):ସ୍ମାର୍ଟସିଟି ଭୁବନେଶ୍ୱରକୁ ଆହୁରି ସୁନ୍ଦର କରିବା ପାଇଁ ଓଭରବ୍ରିଜ କାନ୍ଥ, ବିଭିନ୍ନ କାର୍ଯ୍ୟାଳୟ ଓ ଆବାସିକ ଗୃହର ବଡ଼ ବଡ଼ କାନ୍ଥକୁ ଚିତ୍ରିତ କରାଯାଉଛି। ତେବେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଏମସି ଓ ବିଡିଏ…
୬ଷ୍ଠରୁ ୮ମ ପିଲାଙ୍କ ମିଡ୍ ଟର୍ମ ଆସେସ୍ମେଣ୍ଟ ହେବ
ଭୁବନେଶ୍ୱର, ୬।୧୧(ବ୍ୟୁରୋ): ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଶିକ୍ଷାଗତ ଦକ୍ଷତା ମାପିବାକୁ ମିଡ୍ ଟର୍ମ ଆସେସ୍ମେଣ୍ଟ କରାଯିବ। ପରୀକ୍ଷାରେ କାହାକୁ ଫେଲ୍ କରାଯିବ ନାହିଁ। ଅନ୍ୟ ବିଦ୍ୟାଳୟର ଶିକ୍ଷକ ମୂଲ୍ୟାୟନ କରିବା ସହ ଶିକ୍ଷାଦାନରେ ଆବଶ୍ୟକତା ନେଇ ସମୀକ୍ଷା କରିବେ।…
ରନ୍ ୱେକୁ ଯାଇ ପୁଣି ବେ କୁ ଫେରିଆସିଲା ଏୟାର ଏସିଆ ବିମାନ
ପୁଣେ,୭ ।୧୧: ଦେଶରେ ଏବେ ବିମାନ କମ୍ପାନୀର କିଛି ବିମାନରେ କିଛି ନା କିଛି ତ୍ରୁଟି ଦେଖିବାକୁ ମିଳୁଛି । ରବିବାର ସନ୍ଧ୍ୟାରେ ଏୟାର ଏସିଆର ଏକ ବିମାନରେ କିଛି ଟେକନିକାଲ ତ୍ରୁଟି ଦେଖାଯାଇଛି । ଫଳରେ ବିମାନଟି ଉଡିବା ପୂର୍ବରୁ…
ପିଆର୍ଏମ୍ ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର
ବାରିପଦା ଅଫିସ,୭ା୧୧:ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲେ କଲେଜ ଓ ହସ୍ପିଟାଲ(ପିଆର୍ଏମ୍) ଚକ୍ଷୁ ବିଭାଗ ଛାତରୁ ରବିବାର ପ୍ଲାଷ୍ଟର ଖସିଛି। ସେଠାରେ ଚିକିତ୍ସାଧିନ ରୋଗୀ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ସେମାନଙ୍କୁ ଅନ୍ୟ…
ରେଳଧାରଣାରୁ ମିଳିଲା ମହିଳା ବୀମା ଏଜେଣ୍ଟଙ୍କ ମୃତଦେହ
ବଲାଙ୍ଗୀର ଅଫିସ,୭ା୧୧:ବଲାଙ୍ଗୀର ରେଳ ଷ୍ଟେଶନ ନିକଟ ଖୁଜେନପାଲି ରେଳଧାରଣାରୁ ରବିବାର ସକାଳେ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତା ବଲାଙ୍ଗୀର ସହରର ଜଣାଶୁଣା ଜୀବନ ବୀମା ଏଜେଣ୍ଟ ତଥା ତାଲପାଲିପଡା ନିବାସୀ ସାରିକା ସାଏ (୩୮) ବୋଲି…
Archives


