Home Left

ସରିଲା ୧୦ଦିନିଆ ଦ୍ୱୈତ ମେଳା

ଭୁବନେଶ୍ୱର,୭।୩ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ ୧୮ତମ ହୋମ୍‌ ଆଣ୍ଡ ଡେକୋର ସାଙ୍ଗକୁ ୧୮ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର-୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏପରିକି ଚଳିତ ବର୍ଷ ଫେବୃୟାରୀ ୨୫ରୁ ଆରମ୍ଭ ହୋଇଥିବା…

ସେନା ତଥା ତାଙ୍କ ପରିବାର ବ୍ୟବହାର କରନ୍ତୁ ନାହିଁ ଚାଇନା ମୋବାଇଲ

ନୂଆଦିଲ୍ଲୀ,୭ ।୩: ସୀମାରେ ଚାଇନା ସହ ଚାଲିଥିବା ତୁତୁମେମେ ମଧ୍ୟରେ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସି ଚାଇନା ମୋବାଇଲ ଫୋନକୁ ନେଇ ଆଡଭାଇଜରୀ ଜାରି କରିଛନ୍ତି । ଗୁଇନ୍ଦା ଏଜେନ୍ସି ସୁନିଶ୍ଚିତ କରିବାକୁ କହିଛି ଯେ ସୀମାରେ କାର୍ଯ୍ୟରତ ସେନା ଓ ତାଙ୍କ…

୧୨୦ କୋଟି ବିନିଯୋଗ କରିବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୭।୩: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ପ୍ରକଳ୍ପ ଅଞ୍ଚଳରେ ଅଙ୍ଗାରକାମ୍ଳ ପଦଚିହ୍ନକୁ ହ୍ରାସ କରିବା ପାଇଁ ପ୍ରାୟ କମ୍ପାନୀ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ ଯାଜପୁରଠାରେ ୨୧ ମେଗାୱାଟ୍‌ ଏବଂ ହରିୟାଣା ୟୁନିଟ୍‌ ହିସାରଠାରେ…

୪୨୫ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ

ଅହମଦାବାଦ୍‌,୭।୩: ଭାରତୀୟ ତଟରକ୍ଷୀ ବାହିନୀର ମିଳିତ ଅପରେଶନରେ ଗୁଜରାଟ ଏଟିଏସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପିଆରଓ ପ୍ରତିରକ୍ଷା ଗୁଜରାଟ ଅନୁଯାୟୀ କାର୍ଯ୍ୟ କରୁଥିବା ଏଟିଏସ ଏବଂ ଇଣ୍ଡିଆନ କୋଷ୍ଟଗାର୍ଡ ଗୁଜରାଟର ଆରବ ସାଗରରେ ଥିବା ଭାରତୀୟ ଅଞ୍ଚଳରେ ୫ ଜଣ…

ସନ୍‌ସାଇନରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୭।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସନ୍‌ସାଇନ ହସ୍ପିଟାଲ ଲକ୍ଷ୍ମୀସାଗର, ଭୁବନେଶ୍ୱରକୁ ଆଉ ଏକ ବିରଳ ଅସ୍ତ୍ରୋପଚାରର ସଫଳତା ମିଳିଥିବା ଜଣାପଡ଼ିଛି। ଏପରିକି ଇଣ୍ଡୋ-ତୁର୍କୀ-କୋରିଆନର ମିଳିତ ଭାଗୀଦାରିରେ ବିଏସ୍‌ଇସିଓଏନ୍‌-୧ ଅତ୍ୟାଧୁନିକ ମେରୁଦଣ୍ଡ ବାଇପୋର୍ଟାଲ, ଏଣ୍ଡୋସ୍ପାଇନ ଲେଜର ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି।…

ନିବେଶକଙ୍କ ସମ୍ପତ୍ତି ଦିନକରେ ୨.୧୨ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୭।୩: ଗତ କିଛିଦିନ ହେବ ବିଭିନ୍ନ କାରଣ ପାଇଁ ଦଲାଲ ଷ୍ଟ୍ରିଟ୍‌ରେ କାରବାର ମାନ୍ଦା ରହୁଥିଲା। ଏପରିକି ଗତ ସପ୍ତାହର କାରବାରରେ ମଧ୍ୟ ପରିବର୍ତ୍ତନ ହେଉଥିଲା। ବିଶେଷକରି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ବୃଦ୍ଧି କରାଇପାରିଛନ୍ତି।…

ଉତ୍ତରପ୍ରଦେଶରେ ନାବାଳିକାଙ୍କୁ ଗଣବଳାତ୍କାର

କାନପୁର,୭।୩: ଉତ୍ତରପ୍ରଦେଶ କାନପୁରର ଏକ ହୁକା ବାର୍‌ରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ଇନ୍‌ଷ୍ଟାଗ୍ରାମ ଜରିଆରେ ପୀଡ଼ିତା ଅଭିଯୁକ୍ତଙ୍କ ସହ ପରିଚିତ ହୋଇଥିଲେ। ଅଭିଯୁକ୍ତ ବିନୟ ଠାକୁରଙ୍କ ନାଁରେ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ…

୨ ବିମାନ ମଧ୍ୟରେ ଧକ୍କା

ବୋଷ୍ଟନ,୭।୩: ଯୁକ୍ତରାଷ୍ଟ୍ରର ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ୟୁନାଇଟେଡ୍‌ ଏୟାରଲାଇନ୍ସର ବିମାନ ମଧ୍ୟରୋ ଧକ୍କା ହୋଇଛି। ସିଏନ୍‌ଏନ୍‌ ଫେଡେରାଲ ଆଭିଏଶନ ଆଡ୍‌ମିନିଷ୍ଟ୍ରେଶନ (ଏଫ୍‌ଏଏ)କୁ ଦର୍ଶାଇ କହିଛି, ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରୁଥିବା ଦୁଇଟି ୟୁନାଇଟେଡ ଏୟାରଲାଇନ୍ସର ବିମାନ ସୋମବାର…

ସରକାରଙ୍କୁ ଦେଢ଼ କୋଟିର ସମ୍ପତ୍ତି ଦାନକଲେ ବୃଦ୍ଧ

ଲକ୍ଷ୍ନୌ, ୭।୩: ସନ୍ତାନମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ଉତ୍ତର ପ୍ରଦେଶର ୮୫ ବର୍ଷୀୟ ନାଥୁ ସିଂ ଦେଢ଼ କୋଟିର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କ ନାଁରେ କରିଦେଇଛନ୍ତି। ଏହାଛଡ଼ା ସେ ତାଙ୍କ ଶରୀରକୁ ମେଡିକାଲ କଲେଜକୁ ଦାନ କରିବା ସହ ଅନ୍ତିମ…

‘ସବୁବେଳେ ଶାସନ କ୍ଷମତାରେ ରହିବ ନାହିଁ ଭାଜପା…’, ପୁଣିଥରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୭ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ସୋମବାର ଲଣ୍ଡନରେ କହିଛନ୍ତି, ଭାରତୀୟ ଜନତା ପାର୍ଟି(ଭାଜପା) ବିଶ୍ୱାସ କରେ କି ସେ ସବୁବେଳେ ଭାରତରେ ଶାସନ କ୍ଷମତାରେ ରହିବ,…

ମୋ ମୁଣ୍ଡ କାଟିଦିଅ ପଛେ, ମୁଁ କେନ୍ଦ୍ର ସରକାରଙ୍କ ସହ ସମାନ ଡିଏ ଦେଇପାରିବି ନାହିଁ: ମମତା

କୋଲ୍‌କାତା,୭।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି ଦାବିରେ ଜିଦ୍‌ ଧରିଥିବା କର୍ମଚାରୀଙ୍କୁ ମମତା କହିଛନ୍ତି, ମୋ ମୁଣ୍ଡ କାଟିଦିଅ ପଛେ ମୁଁ କେନ୍ଦ୍ର ସରକାରଙ୍କ ସହ ସମାନ ଡିଏ…

ରୁଷିଆର ଜୋର୍‌ଦାର ସେଲ୍‌ ମାଡ଼

କିଭ୍‌, ୭ା୩ : ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ବାଖମୁଟ୍‌ ସହରକୁ ରୁଷିଆ ଚାରିପଟୁ ଘେରିଲାଣି। ସହରକୁ କାବୁ କରିବା ଲାଗି ରୁଷିଆ ସୈନ୍ୟ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ ଏହାକୁ ହାତଛଡ଼ା ନ କରିବାକୁ କିଭ୍‌ ସୈନ୍ୟ ପ୍ରତିବଦ୍ଧ। ସେମାନେ ମୁକାବିଲା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?