ଋଷିକୂଲ୍ୟା ମୁହାଣରେ ଅଲିଭ ରିଡ୍ଲେଙ୍କ ମିଳନ ପର୍ବ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଗଞ୍ଜାମ,୨୭ା୧୧(ଡି.ଏନ୍.ଏ.): ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ତଥା ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଁଣରେ ସାମୁଦ୍ରିକ କଇଁଛମାନଙ୍କ ମିଳନ ପର୍ବ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଯାହାକୁନେଇ ବନ ବିଭାଗ, ପରିବେଶବିତ୍,ପର୍ଯ୍ୟଟକ ଓ ସ୍ଥାନୀୟ…
ପ୍ରଦୀପଙ୍କୁ ଭୋଟ ଦିଅନ୍ତୁ ପଦ୍ମପୁରବାସୀ: ପ୍ରଦୀପ ପାଣିଗ୍ରାହୀ
ଗୋପାଳପୁର,୨୭ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଚର୍ଚ୍ଚା ଦିନକୁ ଦିନ ଜୋର ଧରିବାରେ ଲାଗିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ବିଜେଡି ପାଇଁ ମଙ୍ଗଧରି ବିଭିନ୍ନ ପଞ୍ଚାୟତ ବୁଲି ଜନସମ୍ପର୍କ ପଦଯାତ୍ରା କରି ସରକାରଙ୍କ…
ସୁରକ୍ଷାରେ ତ୍ରୁଟି: ଦୁର୍ଘଟଣା ପରେ କାରଖାନା ପରିସରରେ ଯାଞ୍ଚ
କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ବସନ୍ତପୁରଠାରେ ଥିବା ଏଏସ୍ଏଲ ମାଇନିଂ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ ପିଲେଟ ଏବଂ ବେନିଫିକେଶନ କାରଖାନା ପରିସରରେ ଗତ ଗୁରୁବାର ଏକ ଲୁହାପଥର ଗୁଣ୍ଡ ବୋଝେଇ ଏକ ଟିପର ଦୁର୍ଘଟଣା ଘଟି ଜଣେ ଟିପର ଚାଳକଙ୍କ ମୃତ୍ୟୁ ଘଟିଥିଲା।…
ନାଟମଣ୍ଡପର ଯାଞ୍ଚ କଲା ବିଶେଷଜ୍ଞ ଟିମ୍
ପୁରୀ ଅଫିସ,୨୭ା୧୧: ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ରେ ଫାଟ ଦେଖାଦେଇଛି। ଏନେଇ ରବିବାର ନାଟମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍। କ୍ରାକ୍ ମିଟର ମନିଟରିଂ କରାଯାଇଛି। ଏଏସ୍ଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ଏଏସ୍ଆଇ ଟିମ୍ ନାଟମଣ୍ଡପର ସ୍ଥିତି…
ଖସୁଛି ତାପମାତ୍ରା, ବୃଦ୍ଧି ପାଉଛି ଶୀତ
କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ତାପମାତ୍ରା ହ୍ରାସ ପାଉଥିବାରୁ ଥଣ୍ଡା କ୍ରମଶଃ ବୃଦ୍ଧି ପାଉଛି। ବିଶେଷକରି ରାତିରେ ଥଣ୍ଡାର ପ୍ରକୋପ ଅଧିକ ରହୁଛି। ୩ ଦିନ ପରେ ତାପମାତ୍ରା ୧୦ ଡିଗ୍ରୀକୁ ପୁଣି ଥରେ ଖସିଛି। ରାତି ୧୦ଟା ପରେ ରାସ୍ତାଘାଟ ଶୂନଶାନ୍…
ତ୍ରିରଙ୍ଗା ଧରି ଫିଫା ବିଶ୍ୱକପ୍ ଦେଖିଲେ ଆର୍ଜେଣ୍ଟିନା ମହିଳା, କାରଣ ଜାଣିଲେ ଖୁସିରେ ନାଚିଉଠିବ ହୃଦୟ
ଆଜିକାଲି କାତାରରେ ଫିଫା ବିଶ୍ୱକପ୍ ଜୋରସୋରରେ ଚାଲିଛି। ସମଗ୍ର ବିଶ୍ୱରୁ ହଜାର ହଜାର ଫୁଟବଲ ପ୍ରଶଂସକ ମଧ୍ୟ ପୂର୍ବ ପୂର୍ବାଞ୍ଚଳ ଦେଶରେ ଏହି ମ୍ୟାଚ ଦେଖିବା ପାଇଁ ଏକାଠି ହୋଇଛନ୍ତି। ନିଜ ଦେଶର ଦଳକୁ ଉତ୍ସାହିତ କରିବା ପାଇଁ ପୃଥିବୀର ବିଭିନ୍ନ…
ପୂର୍ବ ଶତ୍ରୁତାର ଛୁରାମାଡ଼
ଆରଡ଼ି,୨୭ା୧୧(ଡି.ଏନ୍.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ିରେ ଜଣେ ସେବାୟତ ଅନ୍ୟଜଣେ ସେବାୟତଙ୍କୁ ଛୁରାମାଡ଼ କରି ଆହତ କରିଥିବା ଆରଡି ପୋଲିସ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ତପନ ପାଢ଼ୀ ଓ ମନୋରଞ୍ଜନ ପାଢ଼ୀଙ୍କ ମଧ୍ୟରେ ଟିପାମରା କାରଣକୁ ନେଇ ବଚସା…
ଭାଜପା ନେତା ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’
ବେଗୁନିଆପଡ଼ା,୨୭ା୧୧(ଡି.ଏନ୍.ଏ.): ରବିବାର ପ୍ରଧାନମନ୍ତ୍ରୀଙ୍କ ୯୫ତମ ମନ କି ବାତ୍ କାର୍ଯ୍ୟକ୍ରମକୁ ଭାଜପା ନେତା ଶୁଣିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଝାଡ଼େଶ୍ବରଠାରେ ଆୟୋଜିତ ହୋଇଥିଲା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଏଥିରେ ଗଞ୍ଜାମ ଜିଲା ଭାଜପା ସଭାପତି ବିଭୂତି ଜେନା, ରାଜ୍ୟ ଉପସଭାପତି…
ବ୍ୟାଚେଲର ପାର୍ଟି ଦେଲେ ହଂସିକା ମୋଟୱାନି
ମୁମ୍ବାଇ: ଅଭିନେତ୍ରୀ ହଂସିକା ମୋଟୱାନୀ ଏବେ ନିଜ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଡିସେମ୍ବର ୪ରେ ସେ ସୋହେଲ କଥୁରିୟାଙ୍କୁ ବିବାହ କରିବାକୁ ଯାଉଛନ୍ତି । ପ୍ରି ୱେଡିଂ ଫଙ୍କସନ ଏବେ ଯୋରସୋରରେ ଚାଲିଛି । ହଂସିକା ବିବାହକୁ ନେଇ…
ସୋରଡ଼ାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ
ସୋରଡ଼ା,୨୭ା୧୧(ଡି.ଏନ୍.ଏ.): ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଭିଡ଼ ଏବେ ସୋରଡ଼ା ଅଞ୍ଚଳରେ ଦେଖାଯାଇଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିବା ବେଳେ ସୋରଡ଼ା ଦେଇ ପର୍ଯ୍ୟଟକମାନେ ଯିବାଆସିବା କରିଥାନ୍ତି। ଯିବା ସମୟରେ ଏଠାକାର ପାହାଡ଼ ଉପର ଖୁଣ୍ଟେଶରୀ…
କପିଲଙ୍କ ଶୋ’କୁ ଆସିବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍; କୁହନ୍ତି ଏପରି..
ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ଲୋକେ କପିଲଙ୍କ ଶୋ’କୁ ଯାଇଥାନ୍ତି। କେହି ନିଜର କାମର ପ୍ରମୋଶନ କରନ୍ତି…
ପୁଣି ହୃଦୟ ଜିତିଲେ ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଅଭିନୟ ବ୍ୟତୀତ ଦେଶ ବିଦେଶର କିଛି ପ୍ରସଙ୍ଗକୁ ନେଇ ବି ସେ ନିଜର ରାୟ ଦେଇଥାଆନ୍ତି । ତେବେ ୨୦୦୮ରେ ୨୬/୧୧ ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା…
Archives


