‘ମୋ ଉପରେ ହୋଇପାରେ ପୁଣିଥରେ ଆକ୍ରମଣ’
ଇସଲାମାବାଦ୍,୨୭।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଶେହଓ୍ବାଜ ଶରିଫ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାୱଲପିଣ୍ଡିରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ନିକଟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ତିନିଜଣ ଶୁଟର ସମ୍ପୃକ୍ତ ଥିଲେ।…
ରୋବୋ ପଦ୍ଧତି ରୋକିବ ଦୁର୍ଘଟଣା
ଢେଙ୍କାନାଳ ଅଫିସ, ୨୭।୧୧: ୱାଗନ ଅନଲୋଡିଂ ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ଢେଙ୍କାନାଳ ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ‘ର ମ୍ୟାଟେରିଆଲ ହାଣ୍ଡଲିଂ ସିଷ୍ଟମ୍ ଅପରେଶନ’ରେ ରୋବୋ ସୁବିଧାଯୁକ୍ତ ଅତ୍ୟାଧୁନିକ ୱାଗନ ଟିପଲର ବ୍ୟବସ୍ଥା ଗତ ୨୩ ତାରିଖରୁ ଆରମ୍ଭ ହୋଇଛି। ଟାଟା…
ମହାପ୍ରଭୁଙ୍କ ନିମନ୍ତେ ଘୋଡ଼ ବସ୍ତ୍ର ପ୍ରସ୍ତୁତି
ପୁରୀ ଅଫିସ,୨୭।୧୧: ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ତଥା ପ୍ରାବରଣ ଷଷ୍ଠୀଠାରୁ ମହାପ୍ରଭୁ ଶୀତ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଘୋଡ଼ ଲାଗି ହେବେ। ମହାପ୍ରଭୁ ଶୀତ ନିକଟରୁ ହାରି ଓଢ଼ଣ ଷଷ୍ଠୀଠାରୁ ଶୀତବସ୍ତ୍ର ପରିଧାନ କରିବେ।…
ଏହି ବ୍ୟକ୍ତିଙ୍କୁ ଦେଖି ପ୍ରବଳ ସୁନା ପିନ୍ଧୁଥିଲେ ବାପି ଲାହିରି
ବଲିଉଡ ଗାୟକ ତଥା କମ୍ପୋଜର ବାପି ଲାହିରିଙ୍କ ଆଜି ୭୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ଯଦିଓ ସେ ଏବେ ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କ ଗୀତଗୁଡିକ ଆଜି ଚିରସବୁଜ ହୋଇ ରହିଛି। ସେ ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି…
ଓଡ଼ିଶାର ୫ ମଧ୍ୟରୁ ଅଛି କେନ୍ଦ୍ରାପଡ଼ା ରସାବଳି
କେନ୍ଦ୍ରାପଡ଼ା ଅଫିସ, ୨୭।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ସ୍ଥାନୀୟ ଭୌଗଳିକ ସଙ୍କେତ ବା ଜିଓ ଗ୍ରାଫିକାଲ ଇଣ୍ଡିକେଶନ (ଜିଆଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ। ଚଳିତଥର ଓଡ଼ିଶାରୁ ୫ଟି ଦାବି ମଧ୍ୟରୁ କେନ୍ଦ୍ରାପଡ଼ା ରସାବଳୀ ରହିଥିବା ସୂଚନା ମିଳିଛି। ଗଜପତି ଜିଲାର…
କର ବା ମର ମ୍ୟାଚ୍ରେ ଜିତିଲା ଆର୍ଜେଣ୍ଟିନା
କାତାର,୨୭।୧୧: ଫିଫା ବିଶ୍ୱକପ ୨୦୨୨ରେ ଆର୍ଜେଣ୍ଟିନା ଶେଷରେ କର ବା ମର ମ୍ୟାଚ୍ ଜିତିଯାଇଛି। ଏକ ମ୍ୟାଚ୍ରେ ମେକ୍ସିକୋକୁ ୨-୦ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବାର ଆଶା ରଖିଥିଲେ। ଆର୍ଜେଣ୍ଟିନା ପାଇଁ ଏହି ମ୍ୟାଚରେ ଲିଓନେଲ ମେସି ଏବଂ ଏନଜୋ…
ବର୍ଷା ହେଲେ ବାରଣ୍ଡାରେ ପଢ଼ାଯାଉଛି ପାଠ
ବଇଣ୍ଡା, ୨୭ା୧୧ (ଡି.ଏନ.ଏ.): ବିଦ୍ୟାଳୟରେ ଖାଲିପଡ଼ିଛି ଗଣିତ ଶିକ୍ଷକ ପଦବୀ। ୩ଟି ଯାକ ଶ୍ରେଣୀଗୃହ ବିପଦସଙ୍କୁଳ। ଅବସ୍ଥା ଏମିତି ଯେ, ସାମାନ୍ୟ ବର୍ଷା ହେଲେ ଛାତରୁ ଗଳୁଛି ପାଣି। ବାରଣ୍ଡାରେ ବସାଇ ଛାତ୍ରୀଛାତ୍ରଙ୍କୁ ପଢ଼ାଯାଉଛି ପାଠ। ଦୀର୍ଘବର୍ଷ ହେଲା ଏପରି ଦୁର୍ବଳ…
ଦିଲ୍ଲୀର ଗୋଟିଏ ଗୋଟିଏ ଓ୍ବାର୍ଡ ପାଲଟିଗଲାଣି ପାକିସ୍ତାନ: କୈଳାଶ ବିଜୟବର୍ଗିୟ
ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ଏମସିଡି ନିର୍ବାଚନ ୨୦୨୨କୁ ନେଇ ଭାଜପା ଏବେ ଆମ ଆଦମୀ ପାର୍ଟି ମଧ୍ୟରେ ବାକ୍ଯୁଦ୍ଧ ଲାଗିଛି। ବରିଷ୍ଠ ଭାଜପା ନେତା କୈଳାଶ ବିଜୟବର୍ଗିୟ କହିଛନ୍ତି, କଂଗ୍ରେସର ତୁଷ୍ଟିକରଣ ଏବଂ ଏଏପିର ଅଳିଆ ନୀତି ଯୋଗୁ ଏଠାରେ ଛୋଟ ୱାର୍ଡ…
ନକ୍ଆଉଟ୍ରେ ଫ୍ରାନ୍ସ
ଦୋହା (କାତାର), ୨୭।୧୧(ଏପି): ଡେନ୍ମାର୍କ ବିପକ୍ଷରେ ୨-୧ ଗୋଲରେ ବିଜୟ ହାସଲ କରି ଫ୍ରାନ୍ସ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଭାବେ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଦଳପକ୍ଷରୁ ଦୁଇଟି ଯାକ ଗୋଲ୍ କିଲିଆନ୍ ଏମ୍ବାପେ ସ୍କୋର କରିଥିଲେ। ମ୍ୟାଚର ତିନୋଟି…
କନ୍ଧମାଳରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ
ଫୁଲବାଣୀ ଅଫିସ, ୨୭ା୧୧: କନ୍ଧମାଳ ଜିଲାରେ ଅଧିକ ଥଣ୍ଡା ପଡିବା ଏବଂ ଚାଷ ପାଇଁ ଉପଯୁକ୍ତ ତାପମାତ୍ରା ରହୁଥିବାରୁ ପ୍ରଥମଥର ପାଇଁ ପାଇଲଟିଂ ପ୍ରୋଜେକ୍ଟରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି । ଷ୍ଟ୍ରବେରୀ ଚାଷ ସାଧାରଣତଃ ୧୫ରୁ ୨୫ ଡିଗ୍ରୀ ତାପମାତ୍ରା…
ଡାଟା ସାଇନ୍ସ ଅନୁସାରେ ବ୍ରାଜିଲ୍ ଫେଭରାଇଟ୍
ଦୋହା,୨୭।୧୧(ପି.ଟି.): କାତାରରେ ଅନୁଷ୍ଠିତ ବିଶ୍ୱକପ ମଧ୍ୟରେ ଟାଇଟଲ ଫେଭରାଇଟ୍କୁ ନେଇ ଏକ ଭିନ୍ନ ଧରଣର ଖବର ସାମ୍ନାକୁ ଆସିଛି। କିଛି ଡାଟା ସାଇଣ୍ଟିଷ୍ଟଙ୍କ ଦ୍ୱାରା କରାଯାଇଥିବା ଡାଟା ଲାବ ପ୍ରୋଜେକ୍ଟରୁ ଆସିଥିବା ତଥ୍ୟ ଅନୁସାରେ ଫିଫା ୨୦୨୨ ପାଇଁ ବ୍ରାଜିଲ ଟାଇଟଲ୍…
ବେପରୁଆ ଭାବେ ଚାଲିଛି ଗଣ୍ଡିବେଡ-ଔପଦା ରାସ୍ତା
ଖଇରା/ଔପଦା, ୨୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ସ୍ଥାନରେ ଚାଲିଥିବା କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷ କରି ବେପରୁଆ ଭାବେ ଚାଲିଥିବା ଗଣ୍ଡିବେଡ-ଔପଦା ଏବଂ ୫ରୁ ଅଧିକ ରାସ୍ତା କାମର ଉଚ୍ଚସ୍ତରୀୟ…
Archives


