Home Left

ନକ୍‌ଆଉଟରେ ଆର୍ଜେଣ୍ଟିନା, ପୋଲାଣ୍ଡ

ଦୋହା, ୨।୧୨:ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛି। ନିଜର ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ହାରିବାପରେ ଦ୍ୱିତୀୟ ମ୍ୟାଚରେ ମେକ୍ସିକୋକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିବା ଲିଓନେଲ ମେସିଙ୍କ ଦଳ ବୁଧବାର ଅନ୍ତିମ ଲିଗ୍‌…

ରାଜପଥ କାମ ସରୁନି, ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୨ା୧୨: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ଜାରି ରହିଛି। ଅନେକ ସ୍ଥାନରେ ଏକମୁହାଁ ଏବଂ ଅଣଓସାରିଆ ରାସ୍ତା ରହିଥିବା ବେଳେ ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ରହିଛି। ଫଳରେ ଅନେକ…

ଓସାମା ବିନ ଲାଦେନଙ୍କ ପୁଅ କହିଲେ, ମୋ ପିତା କୁକୁର ଉପରେ ରାସାୟନିକ ଅସ୍ତ୍ରର ପରୀକ୍ଷା କରିଥିଲେ

ରିୟାଦ,୨ ।୧୨: ଅଲକାଏଦାର ମୁଖ୍ୟଥିବା ଓସାମା ବିନ ଲାଦେନଙ୍କୁ ନେଇ ଏବେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ମୃତ୍ୟୁ ପରେ ବି ଲାଦେନଙ୍କୁ ନେଇ ଆଲୋଚନା ଥମୁନାହିଁ । ଏଥର ଯେଉଁ ତଥ୍ୟ ଆସିଛି ଏହା କୌଣସି ବାହାର…

ସଂଖ୍ୟାଲଘୁଙ୍କ ପାଖରେ ପହଞ୍ଚୁନି ସରକାରୀ ସୁବିଧା

ଭୁବନେଶ୍ବର,୨ା୧୨(ବ୍ୟୁରୋ):ଓଡ଼ିଶାରେ ସଂଖ୍ୟାଲଘୁଙ୍କୁ ସରକାରୀ ସୁବିଧା ସୁଯୋଗ ମିଳୁନାହିଁ। ସଂଖ୍ୟାଲଘୁଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଯେଉଁସବୁ ଯୋଜନା ଏବଂ କାର୍ଯ୍ୟକ୍ରମ କରୁଛନ୍ତି ସଚେତନତା ଅଭାବରୁ ତାହା ସେମାନଙ୍କ ନିକଟରେ ପହଞ୍ଚିପାରୁନାହିଁ। ଏପରିକି କେନ୍ଦ୍ରୀୟ ପାଣ୍ଠି ମଧ୍ୟ ଫେରିଯାଉଛି। ୩ ଦିନିଆ…

ଅଜଗର ଧରି ବଜାର ବୁଲିଲେ

ବାରିପଦା ଅଫିସ,୨ା୧୨:ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଏକ ବିରାଟକାୟ ଅଜଗରକୁ ଧରି ସାପ ଧରାଳି ବଜାର ବୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବିଲୁପ୍ତ ପ୍ରାୟ ପ୍ରାଣୀ ଉଦ୍ଧାର ନିୟମର ଉଲ୍ଲଂଘନ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପ୍ରଦର୍ଶନ…

ଉନ୍ନତି ପଥରେ ଓଡ଼ିଶା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ର ପ୍ରଥମ ଦିନର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ପ୍ରମୁଖ ଶିଳ୍ପସଂସ୍ଥାର ମୁଖ୍ୟମାନେ ଉଭୟ ମେକ୍‌ ଇନ୍‌ ଓଡ଼ିଶା ଓ ଓଡ଼ିଶାରେ ଶିଳ୍ପର ବିଭିନ୍ନ ଦିଗ ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଛନ୍ତି। ଏଲ୍‌.ଏନ୍‌. ମିତ୍ତଲ…

ବଣିଙ୍କୁ ଖାଇବାକୁ ଦେଇ ହୃଦୟ ଜିଣିଲା କୁନି ଝିଅ, ଭିଡିଓ ଦେଖିଲେ…

ବେଳେବେଳେ ଶିଖିବା କିମ୍ବା ପ୍ରେରଣା ଦେବା ଉପରେ ବୟସ ନିର୍ଭର କରେ ନାହିଁ। ପିଲାମାନେ ଚପଳମତି ବୟସରେ ବି କିଛି ନ କହି ସବୁକିଛି କୁହନ୍ତି। ଯାହା ବେଳେବେଳେ ବୁଝି ବି ହୋଇଯାଏ। ଏବେ ଜଣେ କୁନି ଶିଶୁର ଏକ ଭିଡିଓ…

ପ୍ରଥମ ଦିନରେ ୬ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୨।୧୨:ଚଳିତ ବର୍ଷର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୨ ବୁଧବାର ଠାରୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏପରିକି ୨୦୨୨ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହି କନ୍‌କ୍ଲେଭ ଜାରି ରହିବ। ବିଶେଷକରି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ…

୬ ସ୍ଥାନରେ ଇକୋ ରିଟ୍ରିଟ୍‌ ଆରମ୍ଭ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଇକୋ ରିଟ୍ରିଟ୍‌ ଏକ ବେଞ୍ଚ୍‌ମାର୍କ ସ୍ଥାପନ କରିବ। ପର୍ଯ୍ୟଟକଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ତଥା ଚମତ୍କାର ଅନୁଭୂତି ପ୍ରଦାନ କରିବ। ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରର ସର୍ବୋତ୍ତମତାକୁ ଆବିଷ୍କାର କରିବା ପାଇଁ ପର୍ଯ୍ୟଟକଙ୍କ ଲାଗି ଏହା…

ଜିତିବା ପର୍ଯ୍ୟନ୍ତ ନିର୍ବାଚନ ଲଢ଼ୁଥିବି

ଗାନ୍ଧିନଗର,୨।୧୨: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଗୁରୁବାର ଶେଷ ହୋଇଛି। ବହୁ ରାଜନୈତିକ ଦଳ ରାଜ୍ୟ ଶାସନ କ୍ଷମତା ହାତେଇବାକୁ ଆଶାବାନ୍ଧି ବସିଛନ୍ତି। ଏପରିସ୍ଥିତିରେ ଗୁଜରାଟ ସବରକନ୍ଥା ଜିଲା ହିମତନଗର ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ମଗନଭାଇ ସୋଲାଙ୍କି…

ସିଦ୍ଧୁ ମୁସେୱାଲା ହତ୍ୟାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର କାଲିଫର୍ନିଆରେ ଅଟକ

ନୂଆଦିଲ୍ଲୀ,୨ ।୧୨: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗୋଲ୍ଡି ବରାରଙ୍କୁ କାଲିଫର୍ନିଆରେ ଅଟକ ରଖାଯାଇଛି । ଭାରତର ଗୁଇନ୍ଦା ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ହେଲେ ଏବେ ପର୍ଯ୍ୟନ୍ତ କାଲିଫର୍ନିଆ ପକ୍ଷରୁ ଭାରତ…

ପୁଣେରେ ଚିହ୍ନଟ ହେଲା ଜାପାନୀ ଜ୍ୱରର ପ୍ରଥମ ମାମଲା, ଯାଞ୍ଚ ପାଇଁ ପଠାଗଲା ମଶାଙ୍କ ସାମ୍ପଲ

ପୁଣେ,୨ ।୧୨: ମହାରାଷ୍ଟ୍ରର ପୁଣେରେ ଜାପାନୀ ଜ୍ୱରର ପ୍ରଥମ ଘଟଣା ସାମ୍ନାକୁ ଆସିବା ପରେ ପ୍ରାଣୀ ଓ ମଶାଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି । ପୁଣେ ନଗର ନିଗମ(ପିଏମସି)ର ସ୍ୱାସ୍ଥ୍ର‌୍ୟ ବିଭାଗ ଅଧିକାରୀ, ଗୁରୁବାର କହିଛନ୍ତି କି ଜାପାନୀ ଜ୍ୱରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri