ଫେଲ ମାରିଛି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା
ଦେଓଗାଁ,୨ା୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ନାନା ଅବ୍ୟବସ୍ଥା ଘେରରେ ଚାଲିଛି। ଆବଶ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀ ଅଭାବ ଯୋଗୁଁ ୨୪ଘଣ୍ଟିଆ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି ଜନସାଧାରଣ। ଅନ୍ୟପକ୍ଷେ ଶିଶୁ ଓ ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ନ…
ଅଭିନେତ୍ରୀଙ୍କ ହାତରେ ଲାଗିଲା ମେହେନ୍ଦୀ
ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀଙ୍କ ବିବାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଅଭିନେତ୍ରୀ ହାନସିକା ମୋଟୱାନୀଙ୍କ ମେହେନ୍ଦି ସମାରୋହ ଆୟୋଜିତ ହୋଇଛି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି।…
ଦାଦନ ଯାଉନାହାନ୍ତି ୨୦ଶ୍ରମିକ ପରିବାର
ଲାଠୋର,୨ା୧୨(ଡି.ଏନ.ଏ.): ଏମ୍ଜିଏନ୍ଆର୍ଇଜିଏସ୍ରେ କାମ କରୁଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଖୁସିରେ ପରିବାର ଚଳାଉଛୁ। ନିଜ ଭିଟାମାଟିରେ କାମ କରି ଜୀଇଁବାର ଯେଉଁ ଆନନ୍ଦ ତାହା ବାହାର ରାଜ୍ୟକୁ ଦାଦନ ଖଟି ଯାଇ ମିିଳବନି। ସମ୍ମାନ ନଷ୍ଟ, ଶାରୀରିକ ଓ…
ବିନା ନିମନ୍ତ୍ରଣରେ ଭୋଜି ଖାଉ ଖାଉ ଧରାପଡିଗଲେ ଏମ୍ବିଏ ଛାତ୍ର, ଆଉ ତା’ପରେ…
ଏବେ ବିବାହ ସିଜିନ୍ ଚାଲିଛି। ଏହା ସହିତ ସେହି ଲୋକମାନେ ମଧ୍ୟ ଫେରି ଆସିଛନ୍ତି, ଯେଉଁମାନେ ବିନା ନିମନ୍ତ୍ରଣରେ ବିବାହ ସମାରୋହରେ ପହଞ୍ଚି ସ୍ବାଦିଷ୍ଟ ଖାଦ୍ୟର ଉପଭୋଗ କରନ୍ତି। ଦେଶର ଅଧିକାଂଶ ସ୍ଥାନରେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଏଭଳି କରୁଥିବା ନଜର…
ଭେଟେରାନ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ
ଦକ୍ଷିଣ ଚଳଚ୍ଚିତ୍ର ନିର୍ମାତା କେ ମୁରଲୀଧରନଙ୍କ ପରଲୋକ ଘଟିଛି। ତାମିଲନାଡୁ କୁମ୍ବାକୋନାମ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ତାମିଲ ପ୍ରଡ୍ୟୁସର ପରିଷଦର ସଭାପତି ମଧ୍ୟ ଥିଲେ। ଲକ୍ଷ୍ମୀ ଚଳଚ୍ଚିତ୍ରର ନିର୍ମାତା ଭାବରେ ସେ ପ୍ରଥମେ କାମ…
ଆମେରିକାର ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୩୩ ମାସ ଜେଲ୍, ୭,୫୦୦ ଡଲାର ଜୋରିମନା
ଓ୍ବାଶିଂଟନ,୨।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଏବଂ ରାଷ୍ଟ୍ରପତି ବାସଭବନ ହ୍ବାଇଟହାଉସକୁ ଉଡାଇ ଦେବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ କୋର୍ଟ କଠୋର ଦଣ୍ଡ ଦେଇଛନ୍ତି। ତାଙ୍କୁ ୩୩ ମାସ ଜେଲ ଦଣ୍ଡାଦେଶ ହୋଇଛି ଏବଂ ୭,୫୦୦ ଡଲାର ଜୋରିମନା…
‘ଗଣତନ୍ତ୍ରକୁ ନେଇ ଆମକୁ କାହାଠାରୁ ଶିଖିବାର ଆବଶ୍ୟକତା ନାହିଁ’
ନ୍ୟୁୟର୍କ,୨।୧୨: ଭାରତ ଆସନ୍ତା ଏକ ମାସ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଅଧ୍ୟକ୍ଷତା ଦାୟିତ୍ୱ ସମ୍ଭାଳିବ। ଏହି ସମୟରେ ଆତଙ୍କବାଦ ମୁକାବିଲା ଏବଂ ବହୁପକ୍ଷବାଦକୁ ପ୍ରୋତ୍ସାହିତ କରିବାକୁ ଭାରତ ପ୍ରଥମ ପ୍ରାଥମିକତା ଦେବ ବୋଲି ଜଣାପଡିଛି। ଡିସେମ୍ବର ମାସ…
ଇଂଲଣ୍ଡର ବିଶ୍ୱ ରେକର୍ଡ
ରାଓ୍ବଲପିଣ୍ଡି (ପାକିସ୍ତାନ), ୨ା୧୨(ଏପି):ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ଭୂତାଣୁ ପ୍ରଭାବିତ ଇଂଲଣ୍ଡ ଆକ୍ରମଣାତ୍ମକ କ୍ରିକେଟ ଖେଳିଛି। ୪ଜଣ ବ୍ୟାଟ୍ସମ୍ୟାନଙ୍କ ଶତକ ସହାୟତାରେ ଦଳ ୫୦୬/୪ ସ୍କୋର କରି ଏକ ବିଶ୍ୱ ରେକର୍ଡ କରିଛି। ଜ୍ୟାକ୍ କ୍ରଲି ୧୨୨ ରନ…
ଦିବ୍ୟାଙ୍ଗଙ୍କୁ ସ୍ବାବଲମ୍ବୀ କରାଇବାରେ ପୁରୀ ଆଗୁଆ
ପୁରୀ ଅଫିସ, ୨ା୧୨: ପୁରୀ ଜିଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି। ଜିଲାର ଦିବ୍ୟାଙ୍ଗମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେଥିଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅନେକ ଦିବ୍ୟାଙ୍ଗ ସ୍ବାବଲମ୍ବୀ ହୋଇ ନିଜ…
ଉଦ୍ଧାର ଶାଗୁଣା ନନ୍ଦନକାନନ ଆସିଲା
ବାରଙ୍ଗ,୨।୧୨ (ଡି.ଏନ୍.ଏ.): ଯାଜପୁର ଜିଲା ମହାକାଳପଡା ଗ୍ରାମର ଏକ କୁକୁଡା ଘରୁ ଉଦ୍ଧାର ହୋଇଥିବା ଭାରତୀୟ (ଲମ୍ବାଥଣ୍ଟିଆ) ଶାଗୁଣା ଗୁରୁବାର ସାରେ ନନ୍ଦନକାନନକୁ ଆସିଛି। ଶାଗୁଣାଟିର ଲିଙ୍ଗ ଚିହ୍ନଟ ହୋଇପାରି ନ ଥିବାବେଳେ ସେ ତରୁଣ ବୟସ୍କ ବୋଲି ଜଣାପଡିଛି। କିଛିଦିନ…
ସହରର କଞ୍ଜରଭାନ୍ସି ଲେନ୍ରୁ ହଟିବ ଜବରଦଖଲ
ଭୁବନେଶ୍ୱର,୨।୧୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ବିଭିନ୍ନ କଞ୍ଜରଭାନ୍ସି (ସଂରକ୍ଷିତ) ଲେନରେ ଥିବା ଜବରଦଖଲ ଖୁବ୍ଶୀଘ୍ର ହଟିବ। ସହରର ସୁନ୍ଦର ଓ ସ୍ବାସ୍ଥ୍ୟକର କରିବା ପାଇଁ ୩ଦିନ ଧରି ଚାଲିଥିବା ୱାର୍ଡସ୍ତରୀୟ ପରିମଳ କମିଟି କର୍ମଶାଳା ‘ଆତ୍ମମନ୍ଥନ’ର ଉଦ୍ଯାପନୀ ଉତ୍ସବରେ ଏହି ଘୋଷଣା…
ଟାଙ୍କି ଖନନବେଳେ ଭୁଶୁଡ଼ିଲା ପାଚେରି
ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟର ସ୍ବେରେଜ ଟାଙ୍କି ଖୋଳାଯାଉଥିବାବେଳେ ପାଚେରୀ ଭୁଶୁଡି ପଡ଼ିବାରୁ ଏହା ତଳେ ଚାପି ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଭରତପୁର ଥାନା ଅନ୍ତର୍ଗତ…
Archives


