Home Left

ଠିକା ନିଯୁକ୍ତିକୁ ନେଇ ବିରୋଧୀଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟରେ ଠିକା ନିିଯୁକ୍ତି ଉଠିଗଲା। ସରକାର ଐତିହାସିକ ନିଷ୍ପତ୍ତି ନେଲେ। କିିଛି କର୍ମଚାରୀ ମିଠା ବାଣ୍ଟିଲେ, ବାଜା ବଜାଇ ନାଚିଲେ। ମାତ୍ର ଆହୁରି ଅନେକ କର୍ମଚାରୀ ଦୀର୍ଘ ବର୍ଷ ହେବ କମ୍‌ ପଇସାରେ ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି। ବ୍ଲକ୍‌ଗ୍ରାଣ୍ଟ…

ରାଜସ୍ବ ମାନ୍ୟତା ଅପେକ୍ଷାରେ ୩୩୫୨ ପଡ଼ାଗ୍ରାମ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମ କରାଯାଉ ନ ଥିବାରୁ ଗୁରୁବାର ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ରାଜସ୍ବ ଗ୍ରାମ ମାନ୍ୟତା ପାଇବାକୁ ଅନେକ ପଡ଼ାଗ୍ରାମ ଯୋଗ୍ୟ ଥିଲେ…

୨୭୪ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଚଳିତବର୍ଷ ୨୩ଟି ସ୍ପେଶାଲିଷ୍ଟ ବିଭାଗରେ ୨୪୯ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେଇଛନ୍ତି। ଏମାନଙ୍କୁ ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିୟୋଜିତ କରାଯାଇଛି।…

ଆମ ଦେଶରେ ରହିଛି ଏପରି ଅଦ୍ଭୁତ ଝରଣା: ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

ଆପଣ ନିଶ୍ଚିତ ଭାବରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ସୁନ୍ଦର ଦୃଶ୍ୟରାଜି ଦେଖିଥିବେ। ସେଠାକୁ ଯିବାକୁ ଇଚ୍ଛା ମଧ୍ୟ କରିଥିବେ। କିନ୍ତୁ ଆମ ଦେଶରେ ବି ଏମିତି କିଛି ପ୍ରାକୃତିକ ଦୃଶ୍ୟ ଅଛି, ଯାହା ବିଷୟରେ ହୁଏ ତ ଅନେକ ଲୋକ…

ଦିଲ୍ଲୀ ଏମସିଡି ନିର୍ବାଚନ: ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ

ନୂଆଦିଲ୍ଲୀ,୨ ।୧୨: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ବି ରାଜନୀତି ବେଶ ସରଗରମ । ଏଠାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହୋଇଯିବ । ହେଲେ ପ୍ରାର୍ଥୀ ବିନା ପ୍ରଚାରରେ ଜନତାଙ୍କ ସହ ସମ୍ପର୍କ କରିପାରିବେ ବୋଲି କୁହାଯାଇଛି ।…

ମଧ୍ୟପ୍ରଦେଶରେ ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍‌: ଶିବରାଜ

ଭୋପାଳ,୧।୧୨: ଆସାମ, ଗୁଜୁରାଟ ପରେ ମଧ୍ୟପ୍ରଦେଶରେ ମଧ୍ୟ ଏକକ ନାଗରିକ ସଂହିତା ନିୟମ(ୟୁନିଫର୍ମ ସିଭିଲ କୋଡ୍‌) ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ଏକ କମିଟି ଗଠନ କରିବେ…

ନିଶାଦ୍ରବ୍ୟ ସମ୍ପର୍କିତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଏଫ୍‌ଏମ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୧୨: ଏଫ୍‌ଏମ୍‌ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ମଦ, ଡ୍ରଗ୍ସ ଏବଂ ଗନ୍‌ କଲଚର ସମ୍ପର୍କୀତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଗୁରୁବାର କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରେଡିଓ ଚ୍ୟାନେଲକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞାପନ ପ୍ରସାରଣ କରିବା ପୂର୍ବରୁ ଗ୍ରାଣ୍ଟ…

ଭାଇ ପଠାଇଥିବା ମନିଅର୍ଡର ସାଢେ ୪ବର୍ଷ ପରେ ପହଞ୍ଚିଲା ଭଉଣୀ ପାଖରେ

ଟେନ୍‌ସା,୧।୧୨(ଡି.ଏନ୍‌.ଏ.): ମାସେ ନୁହେଁ କି ଦୁଇ ମାସ। ବର୍ଷେ ନୁହେଁ କି ଦୁଇ ବର୍ଷ। ମନିଅର୍ଡର ପହଞ୍ଚତ୍ବାକୁ ଲାଗିଗଲା ସାଢେ ୪ବର୍ଷ। ଡାକବିଭାଗର ଅବହେଳା ପାଇଁ ଏଭଳି ହୋଇଛି। ସୁନ୍ଦରଗଡ଼ ଜିଲା ରାଉରକେଲାରୁ ଭାଇ ପଠାଇଥିବା ମନିଅର୍ଡ଼ର ଟଙ୍କା ୧୦୦କିମି ଦୂର…

ଦେଶ ପାଇଁ ପଦକ ନିଲାମ କରୁଛନ୍ତି ଏହି ଆଥଲେଟ୍‌

କିଭ୍‌,୧ା୧୨: ୟୁକ୍ରେନର ଜଣାଶୁଣା ଅଲିମ୍ପିଆନ୍‌ ୟୁରି ଚେବାନ ଦେଶ ପାଇଁ ପଦକ ନିଲାମ କରୁଛନ୍ତି। ସେ ତାଙ୍କ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକକୁ ନିଲାମ କରୁଥିବା ଜଣାପଡିଛି। ପଦକଗୁଡ଼ିକର ନିଲାମ କରୁଥିବା ସଂସ୍ଥା ଏସ୍‌ସିପି ସ୍ବର୍ଣ୍ଣ ପଦକ ୭୫,୦୦୦…

ଥରିଲା ନାସିକ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରର ନାସିକରେ ଗୁରୁବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଛି। ମୁମ୍ବାଇର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏତଦ୍‌ ବ୍ୟତୀତ ଗୁଜୁରାଟ ସୀମା ସ୍ଥିତ…

ହନୁମାନ ଚାଳିଶା ବିବାଦ ମାମଲାରେ ନବନୀତଙ୍କୁ ଝଟ୍‌କା: ଓ୍ବାରେଣ୍ଟ ଜାରି

ମୁମ୍ବାଇ,୧।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପଢ଼ିବା ବିବାଦ ମାମଲାରେ ସେଶନ କୋର୍ଟ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏମ୍‌ପି ନବନୀତ ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କ ବିରୋଧରେ କୋର୍ଟ…

ଭାରତ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ବାଂଲାଦେଶକୁ ବଡ଼ ଝଟକା

ନୂଆଦିଲ୍ଲୀ,୧ା୧୨: ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ପିଠିରେ ଯନ୍ତ୍ରଣା ଯୋଗୁ ଡିସେମ୍ବର ୪ରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ବାଂଲାଦେଶର ପ୍ରମୁଖ ପେସ୍‌ ବୋଲର ତସ୍କିନ ଅହମ୍ମଦ ଖେଳିବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri