ବିହାର ମଦମୃତ୍ୟୁ ୩୯କୁ ବୃଦ୍ଧି, ଏହା ଏକ ଗଣହତ୍ୟା: ଭାଜପା
ପାଟନା,୧୫।୧୨: ବିହାରର ସରନ ଜିଲା ଅଧୀନ ଛାପ୍ରା ଅଞ୍ଚଳରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ଗୁରୁବାର ୩୯ରେ ପହଞ୍ଚିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ କେତେକ ପରିବାର ମୃତ୍ୟୁ ଖବରକୁ ଲୁଚାଇ ରଖିଥିଲେ ବୋଲି ସିଭିଲ୍ ସର୍ଜନ ତଥା ମେଡିକାଲର ଭାରପ୍ରାପ୍ତ ଅଫିସର ଡ.…
ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି ଚାଇନା: ପେଣ୍ଟାଗନ
ଓ୍ବାଶିଂଟନ,୧୫।୧୨: ଭାରତ ସହ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଚାଇନା କ୍ରମାଗତ ଭାବେ ସୈନ୍ୟ ସଂଖ୍ୟା ବଢ଼ାଇବା ସହ ସାମରିକ ଭିତ୍ତିଭୂମି କାର୍ଯ୍ୟ ଜାରି ରଖିଥିବା ଆମେରିକା ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଭାରତ-ଚାଇନା ସୀମା ଉପରେ…
ଜୟପୁରରେ ଲମ୍ଫି ଚିହ୍ନଟ
ଜୟପୁର,୧୫ା୧୨(ନି.ପ୍ର.): ରାଜସ୍ଥାନରେ ଲାମ୍ଫି ରୋଗ ବ୍ୟାପି ଲକ୍ଷ ଲକ୍ଷ ଗୋରୁଙ୍କ ମୃତ୍ୟୁ ହେଇଛି। ଏବେ କୋରାପୁଟ ଜିଲା ଜୟପୁରରେ ଗାଈଙ୍କଠାରେ ଲମ୍ଫି ରୋଗ ଚିହ୍ନଟ ହୋଇଛି। ଫଳରେ ଏହାକୁ ନେଇ ଜିଲାର ଗୋପାଳକଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି। ଏହି ରୋଗ…
ଟ୍ରକ୍-ବାଇକ୍ ଧକ୍କା: ଜଣେ ମୃତ
ଜୟପୁର, ୧୫ା୧୨ (ନି.ପ୍ର.): ଜୟପୁର ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥର ଏୟାର ପୋର୍ଟ ଛକଠାରେ ଗୁରୁବାର ବାଇକ୍ ଓ ଟ୍ରକ୍ ଧକ୍କା ହୋଇଛି ା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ା ମୃତକ ହେଲେ ଜୟପୁର…
ନିଶା କାରବାର ବନ୍ଦ ଦାବିରେ ଥାନା ଘେରାଉ
ନାକଟିଦେଉଳ,୧୫ା୧୨(ଡି.ଏନ୍.ଏ.): ନାକଟିଦେଉଳ ବ୍ଲକ ଅଧୀନ କିସିଣ୍ଡା ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ବନ୍ଦ ସହିତ ବେଆଇନ ହମ୍ପ୍ସ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଗୁରୁବାର ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ। ମିଳିଥିବା ସୂଚନା…
୨ ଜିଲାକୁ ଯୋଡ଼ିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା
କୋକସରା,୧୫।୧୨(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ବହୁଳ ଗୋତୋମୁଣ୍ଡା ପଞ୍ଚାୟତ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ପୂରଣ ହେବାକୁ ଯାଉଛି। କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ ଯୋଡ଼ିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା। ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡର…
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ଏମ୍ପି
ଭୁବନେଶ୍ବର,୧୫ା୧୨(ବ୍ୟୁରୋ): ପାର୍ଲାମେଣ୍ଟ ଅଧିବେଶନ ଚାଲିଥିବା ବେଳେ ରାଜ୍ୟର ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ସମସ୍ତ ଭାଜପା ଏମ୍ପିମାନେ ଗୁରୁବାର ଏକାଠି ହୋଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଖୁବ୍ଶୀଘ୍ର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏୱାଇ) ଯୋଜନା ଲାଗୁ…
ଅମିତାଭଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ମମତା
କୋଲକାତା,୧୫।୧୨: ପଶ୍ଚିମବଙ୍ଗର କୋଲକାତାରେ ଗୁରୁବାର ୨୮ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ଅଭିନେତା ଅମିତାଭ ବଚ୍ଚନ, ଜୟା…
୨ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ବ୍ଲକ ଅଧ୍ୟକ୍ଷା
ଚିତ୍ରକୋଣ୍ଡା,୧୫।୧୨: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଜାନବାଇ ମେଡିକାଲ ପିଏଚ୍ସିରେ ୨ ଯକ୍ଷ୍ମା ରୋଗୀଙ୍କୁ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଗୁରୁବାର ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସେମାନେ ହେଲେ ବଡପଡ଼ା ପଞ୍ଚାୟତ ଖଜୁରୀଗୁମା ଗ୍ରାମର…
କେସିଆରଙ୍କୁ ଟାର୍ଗେଟ୍ କଲେ ନଡ୍ଡା
ନୂଆଦିଲ୍ଲୀ,୧୫।୧୨: ଆସନ୍ତା ବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇତିମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ୍ କରିଛନ୍ତି। ଗୁରୁବାର ତେଲେଙ୍ଗାନାର…
ବିବାଦକୁ ନେଇ ମୁହଁ ଖୋଲିଲେ କିଙ୍ଗ୍ ଖାନ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ’ ଆସନ୍ତା ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଫିଲ୍ମର ପ୍ରଥମ ଗୀତ ‘ବେସର୍ମ ରଙ୍ଗ’ ରିଲିଜ୍ ହୋଇଥିଲା। ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ପଠାନକୁ ବୟକଟ ଦାବି ହୋଇଛି।…
ଅତୀତ ସହିତ ତୁଳନା କର ନାହିଁ : ରାହୁଲ
ଦୌସା,୧୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର କର୍ମୀ ଏବଂ ସମର୍ଥକଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ରାଜସ୍ଥାନର ଦୌସା ଜିଲାରେ ପହଞ୍ଚିଛି। ଏହି ଅବସରରେ ଜଣେ କଂଗ୍ରେସ ନେତା ରାହୁଲଙ୍କୁ ମହାତ୍ମା…
Archives


