Home Left

ଖାସ୍‌ ଘୋଷଣା କଲେ ଶାହରୁଖ

ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ବିବାଦ ମଧ୍ୟରେ ଶାହରୁଖ ତାଙ୍କ ଫିଲ୍ମକୁ ଫିଫା ବିଶ୍ୱକପ୍‌ ଫାଇନାଲରେ ପ୍ରମୋଶନ କରିବାର କାର୍ଯ୍ୟକ୍ରମ ରହିଛି। ସେ ଏକଥା ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଇନଷ୍ଟାଗ୍ରାମରେ…

ଏସ୍‌ଆଇଙ୍କ ଘରୁ ମିଳିଲା ବିପୁଳ ପରିମାଣର ସମ୍ପତ୍ତି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। ଏହି ଚଢାଉରେ ଏସ୍‌ଆଇଙ୍କର ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି। ଭୁବନେଶ୍ୱରର ପାଇକନଗର ସ୍ଥିତ ୪ ମହଲା ବିଶିଷ୍ଟ…

ମୁଖତାର ଅଂସାରିଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୧୦ ବର୍ଷ ଜେଲ

ଗାଜିପୁର,୧୫ ।୧୨; ମଉର ପୂର୍ବତନ ବିଧାୟକ ଓ ମାଫିଆ ମୁଖତାର ଅଂସାରିଙ୍କୁ ଗୁରୁବାର କୋର୍ଟ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୁର୍ବତନ ବିଧାୟକଙ୍କୁ ଏହି ସଜା ଗାଜିପୁରର ଏମପି-ଏମଏଲଏ କୋର୍ଟ ଶୁଣାଇଛନ୍ତି । କୋର୍ଟରେ ଗୁରୁବାର ଗ୍ୟାଙ୍ଗଷ୍ଟର…

ନବ ବିବାହିତ ଯୋଡିଙ୍କୁ ରୋଜଗାର ଦେବେ ସରକାର

ଲକ୍ଷ୍ନୌ,୧୫ ।୧୨: ଉତ୍ତର ପ୍ରଦେଶର ପରିବହନ ରାଜ୍ୟମନ୍ତ୍ରୀ ଦୟାଶଙ୍କର ସିଂ କହିଛନ୍ତି ରାଜ୍ୟ ସରକାର ନବ ବିବାହିତ ଯୋଡିଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ଚାକିରି ଓ ରୋଜଗାର ଯୋଗାଇ ଦେବେ । ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂ ବୁଧବାର ବଲିୟା ଜିଲାର…

ରିଲିଜ୍‌ ପୂର୍ବରୁ ବିବାଦରେ ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ସହିତ ଦୀର୍ଘ ଚାରି ବର୍ଷ ପରେ ପରଦାକୁ ଫେରୁଛନ୍ତି। ତେବେ ଫିଲ୍ମଟି ଆସନ୍ତା ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ…

ସଚିନଙ୍କ ପୁଅ ସଫଳତା ପାଇବାରେ ଏହି କ୍ରିକେଟର୍‌ଙ୍କ ବାପାଙ୍କ ହାତ

ନୂଆଦିଲ୍ଲୀ,୧୫।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଟ୍ରଫି ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ଏହି ସଫଳତାରେ ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂଙ୍କର ସର୍ବାଧିକ ଅବଦାନ ରହିଛି। ରଣଜୀ ଡେବ୍ୟୁ…

ଶହଶହ କଇଁଛଙ୍କ ପିଠିରେ ଡେଉଁଛି ବତକ ଛୁଆ

ଦୁନିଆରେ ଅନେକ ବିଚିତ୍ର ଫଟୋ ଦେଖିବାକୁ ମିଳିଥାଏ। ଏଥିମଧ୍ୟରୁ ଗୋଟିଏ ଗୋଟିଏ ଫଟୋ ହଜାର ଶବ୍ଦ ପ୍ରକାଶ କରିଥାଏ। କମେଡି ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫି ପ୍ରତିଯୋଗିତା-୨୦୨୨ ପାଇଁ ଏହିପରି କିଛି ମଜାଳିଆ ଫଟୋ ନିଆଯାଇଛି। ଯାହାକୁ ଦେଖିଲେ ମନ ଖୁସିରେ ନାଚି…

ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ କରିବା ପଡିଲା ମହଙ୍ଗା, ଚାଳିଗଲା ୩ ଜୀବନ

ଗାଜିଆବାଦ୍‌,୧୫।୧୨: ଗାଜିଆବାଦର ମସୁରୀ ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ ପ୍ରସ୍ତୁତ କରୁଥିବାବେଳେ ୩ ଜଣଙ୍କ ଜୀବନ ଚାଲିଯାଇଛି। ଏଥିରେ ଜଣେ ମହିଳା ଏବଂ ଦୁଇଜଣ ପୁରୁଷ ସାମିଲ ଅଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ଭିନ୍ନ ଲୁକ୍‌ରେ ବିଗ୍‌ ବି

ମୁମ୍ବାଇ: ବିଗ୍‌ ବି’ଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ମୁଣ୍ଡରେ ଗୋଲ୍ଡେନ ଟୋପି ଏବଂ ଆଖିରେ କଳା ଚଷମା ପିନ୍ଧି ଖୁବ୍‌ କୌତୂହଳ ଦେଖାଯାଉଛନ୍ତି। ବିଶେଷ କଥା ହେଲା ଏହି ଟୋପି ଆଉ ଚଷମା ତାଙ୍କୁ ତାଙ୍କ ନାତୁଣୀ ଆରାଧ୍ୟା…

ଗ୍ୟାଙ୍ଗଷ୍ଟର ବିକାଶ ଲାଗରପୁରିଆ ଗିରଫ

ନୂଆଦିଲ୍ଲୀ,୧୫।୧୨: ଗୁରୁଗ୍ରାମ ହରିୟାଣା ପୋଲିସ ଗ୍ୟାଙ୍ଗଷ୍ଟର ବିକାଶ ଲାଗରପୁରିଆଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରିଛି। ବିକାଶ ଲାଗାରପୁରିଆ ଉତ୍ତର ଭାରତର ଏକ ବହୁତ ବଡ ଗ୍ୟାଙ୍ଗଷ୍ଟର। ସେ ଦୁବାଇରେ ଥିଲେ। ତାଙ୍କୁ ଭାରତ ଅଣାଯିବା ପରେ ହରିୟାଣା ପୋଲିସର ସ୍ବତନ୍ତ୍ର ଟାସ୍କ…

କଟକଣା ଅଞ୍ଚଳରେ ଘୂରିବୁଲୁଛି ବୋଟ୍‌, ଟ୍ରଲର

କେନ୍ଦ୍ରାପଡ଼ା ଅଫିସ, ୧୫ା୧୨: ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଏକାଠି ହୋଇଛନ୍ତି। ମିଳନ ପର୍ବ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ବନ ବିଭାଗ ନଜର ରଖିଛି। ଏହାସତ୍ତ୍ୱେ କଟକଣା ଅଞ୍ଚଳରେ ମତ୍ସ୍ୟଜୀବୀ ବୋଟ, ଟ୍ରଲର…

ଟ୍ରାକ୍ଟର ମିଳୁନି, ବାଡ଼ିଆପିଟା ସ୍ଥିତି; ଅମଳ ଚିନ୍ତାରେ ଚାଷୀକୁଳ

ରାସୋଳ, ୧୫।୧୨(ଡି.ଏନ୍‌.ଏ.): ବିଲରେ କଟାହୋଇ ପଡ଼ିଛି ଧାନ। ୧୦-୧୫ଦିନ ଭିତରେ ଅମଳ ସରନ୍ତା। ଘରକୁ ବୁହା ହୋଇଆସନ୍ତା ସୁନାର ଫସଲ। ମିଳନ୍ତା ବର୍ଷକର ଝାଳବୁହା ପରିଶ୍ରମର ମୂଲ୍ୟ। ହେଲେ ମାତ୍ର ୫ ଦିନ ମଧ୍ୟରେ ବଦଳି ଯାଇଛି ଚିତ୍ର। ଦଳବଦ୍ଧ ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri