Home Left

ପରିବାର ଲୋକଙ୍କ ବୟାନ ରେକର୍ଡ କଲା ପୋଲିସ

ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ):ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି। ସୋମବାର ଆନନ୍ଦଙ୍କ ପିଲାଦିନର ସାଙ୍ଗ ତଥା ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ବୁଧବାର ମୃତ ଆନନ୍ଦଙ୍କ ବାନ୍ଧବୀ ମନଜିତ୍‌ ଟେଟେଙ୍କ ବୟାନ ରେକର୍ଡ…

ମିଳିଲାଣି ୩.୫ କୋଟିର ସମ୍ପତ୍ତି, ଚାଲିଛି ଖୋଜା

ଭୁବନେଶ୍ୱର, (ବ୍ୟୁରୋ)/ ରଣପୁର,୧୬ା୧୨(ସ୍ବ.ପ୍ର.):ପୋଲିସ ବିଭାଗରେ କେତେଜଣ ଅଧିକାରୀ ଲାଞ୍ଚ କାରବାର କରି କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ବିଗତ ଦିନରେ ଭିଜିଲାନ୍ସ ଏକାଧିକ ପୋଲିସ କର୍ମଚାରୀଙ୍କୁ ଧରିବା ପରେ ସେମାନଙ୍କର ଅମାପ ସମ୍ପତ୍ତି ପଦାକୁ ଆସିଛି।…

ଭଡ଼ାଟିଆଙ୍କୁ ୩ ଖଣ୍ଡ

ଗାଜିଆବାଦ୍‌, ୧୫।୧୨: ଉତ୍ତର ପ୍ରଦେଶ ଗାଜିଆବାଦ୍‌ ଜିଲା ମୋଦିନଗରରେ ଭଡ଼ାଟିଆ ଅଙ୍କିତ ଖୋକାରଙ୍କୁ ହତ୍ୟା ଅଭିଯୋଗରେ ଘରମାଲିକ ଉମେଶ ଶର୍ମାଙ୍କୁ ପୋଲିସ ଗିରଫ କରିଛି। କିଛିଦିନ ପୂର୍ବେ ଅଙ୍କିତ ପୈତୃକ ସମ୍ପତ୍ତିକୁ କୋଟିଏ ଟଙ୍କାରେ ବିକ୍ରି କରିଥିଲେ। ଟଙ୍କା ଲୋଭରେ ଘର…

ଆଜୀବନ ବନ୍ଦୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୨:୨୦୦୨ରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଜଣେ ବନ୍ଦୀଙ୍କୁ ସୁପ୍ରିମକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ସେ ୧୭ ବର୍ଷ ହେଲା ଜେଲରେ ଥିଲେ। ଫାରୁକ୍‌ ନାମକ ଉକ୍ତ ଅପରାଧୀ ଦୀର୍ଘ ସମୟ ଜେଲରେ କାଟିସାରିଥିବାରୁ ଏହାକୁ…

ଜଙ୍ଗଲରୁ ମିଳିଥିବା ଅସ୍ଥି ଶ୍ରଦ୍ଧାଙ୍କର

ନୂଆଦିଲ୍ଲୀ, ୧୬।୧୨:ଦିଲ୍ଲୀ ମେହରୁଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧା ଓ୍ବାଲକରଙ୍କର ବୋଲି ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି। ଫ୍ଲାଟରୁ ମିଳିଥିବା ରକ୍ତ ଦାଗ ମଧ୍ୟ ଶ୍ରଦ୍ଧାଙ୍କର। ବାପା ବିକାଶ ଓ୍ବାଲକରଙ୍କ ଡିଏନ୍‌ଏ ସହିତ ପୋଲିସ ହସ୍ତଗତ କରିଥିବା ସମସ୍ତ ନମୁନାର ଡିଏନ୍‌ଏ…

ସୀମାରେ ସମରାଭ୍ୟାସ

ନୂଆଦିଲ୍ଲୀ,୧୬।୧୨(ପି.ଟି.):ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୀମାକୁ ନେଇ ଚାଇନା ସହ ସାନି ଉତ୍ତେଜନା ଦେଖାଦେଇଥିବାବେଳେ ଭାରତୀୟ ବାୟୁସେନା ଗୁରୁବାର ଉତ୍ତରପୂର୍ବାଞ୍ଚଳରେ ମେଗା ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏହି ଦୁଇଦିନିଆ ସମରାଭ୍ୟାସରେ ବାୟୁସେନାର ସମସ୍ତ ଆଗଧାଡ଼ିର ଯୁଦ୍ଧବିମାନ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଦର୍ଶନ…

ପ୍ରତି ୫ ଜରାୟୁ କର୍କଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଭାରତୀୟ

ନୂଆଦିଲ୍ଲୀ, ୧୬।୧୨:ବିଶ୍ୱରେ ପ୍ରତି ୫ ଜଣ ଜରାୟୁ କର୍କଟ ରୋଗୀଙ୍କ ମଧ୍ୟରୁ ଜଣେ ଭାରତୀୟ। ମୋଟ ଜନସଂଖ୍ୟାର ୨୧% ମହିଳା ଏ ରୋଗରେ ଆକ୍ରାନ୍ତ ହେଉଥିବା ଲାନସେଟ୍‌ ଓ୍ବାଲର୍‌ଡ ହେଲ୍‌ଥ ଜର୍ନାଲରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ…

ବର୍ଷକରେ ୨୯ ଦେଶର ୧୧୫ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା

ଜେନେଭା,୧୬।୧୨(ଆଇଏଏନ୍‌ଏସ୍‌):ଚଳିତ ବର୍ଷ ଜାନୁୟାରୀରୁ ଅଦ୍ୟାବଧି ୨୯ ଦେଶରେ ମୋଟ ୧୧୫ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ୟୁକ୍ରେନ୍‌ ଏବଂ ମେକ୍ସିକୋ ଗଣମାଧ୍ୟମ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ସବୁଠୁ ବିପଜ୍ଜନକ ବୋଲି ଜେନେଭାସ୍ଥିତ ମାନବାଧିକାର ସଂସ୍ଥା ରିପୋର୍ଟରେ କୁହାଯାଇଛି। ସାମ୍ବାଦିକଙ୍କୁ…

ଦିନେ ସୁଶାନ୍ତଙ୍କ ଭଳି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବିବେକ୍‌

ମୁମ୍ବାଇ: ବଲିଉଡ ଅଭିନେତା ବିବେକ୍‌ ଓବରୋଇ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଏକ ଚକୋଲେଟ ବୟ କିମ୍ବା ଗ୍ୟାଙ୍ଗଷ୍ଟରର ଭୂମିକା ହୋଉ ସେ ତାଙ୍କର ସମସ୍ତ ଭୂମିକା ବେଶ୍‌ ଭଲ ଭାବେ ଲିଭାଇଛନ୍ତି। ହେଲେ ଏକ ସମୟ ଥିଲା ଯେତେବେଳେ…

ମଣ୍ଡିରେ ଅବ୍ୟବସ୍ଥା ଦେଖି ବିଧାୟକ ଅସନ୍ତୁଷ୍ଟ

ଲୋଇସିଂହା,୧୫।୧୨(ଡି.ଏନ୍‌.ଏ): ଲୋଇସିଂହା ବିଧାୟକ ମୁକେଶ ମହାଲଙ୍ଗ ଗୁରୁବାର ଆଗଲପୁର ଗସ୍ତ କରି ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ଆଗଲପୁର, ଭରସୁଜା, ରୋତ, ବକଟି, ପଟୁଆପାଲି ଓ ମୁରଷୁଣ୍ଢି ପାକ୍ସ ପରିଦର୍ଶନରେ ଯାଇ ସମସ୍ୟା ଉପରେ ସ୍ଥାନୀୟ ଚାଷୀଙ୍କ ସହ ସେ ଆଲୋଚନା…

ବିଶ୍ୱକପ୍‌ ପରେ ହେବ ସମସ୍ୟାର ସମାଧାନ

ରାଉରକେଲା ଅଫିସ,୧୫।୧୨: ହକି ବିଶ୍ୱକପ୍‌ ପେରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରାଯିବ ବୋଲି ବୁଧବାର ରାଉରକେଲା ଏଡିଏମ୍‌ ଡ. ଶୁଭଙ୍କର ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବିସ୍ଥାପିତଙ୍କୁ ପୋଲିସ ରିଜର୍ଭ…

ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟଙ୍କ ଗସ୍ତ ସମୟରେ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଗୁଳି ବିନିମୟ

କାବୁଲ/ଇସ୍‌ଲାମାବାଦ୍‌,୧୫।୧୨: ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଜେନେରାଲ ମାଇକେଲ ଏରିକ କୁରିଲାଙ୍କ ରାୱଲପିଣ୍ଡି ଗସ୍ତ ମଧ୍ୟରେ ଗୁରୁବାର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଗୁଳି ବିନିମୟ ହୋଇଛି। ମାଇକେଲ ଏରିକ କୁରିଲା ଗୁରୁବାର ପାକିସ୍ତାନର ନୂତନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri