କଲେଜିୟମ ବ୍ୟବସ୍ଥାକୁ ନେଇ ମନ୍ତବ୍ୟ ରଖିଲେ ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ,୧୫।୧୨: କୋର୍ଟରେ ପଡ଼ିରହିଥିବା ବିଚାରାଧୀନ ମାମଲା ଉପରେ ଗୁରୁବାର ସଂସଦରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଗୁରୁତ୍ୱରୋପ କରିଛନ୍ତି। ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି, ବିଚାରପତି ନିଯୁକ୍ତିରେ ସରକାରଙ୍କ ଏକ ସୀମିତ ଭୂମିକା ରହିଛି। ଦେଶରେ ଆଜିବି…
ଜାନୁୟାରୀ ୧ରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ମନା
ପୁରୀ ଅଫିସ,୧୫।୧୨: ଆସନ୍ତା ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ବାରଣ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ନୀତି ସମ୍ବନ୍ଧୀୟ ଅପ୍ଡେଟ ପାଇଁ ଶାଖା କାର୍ଯ୍ୟାଳୟ ଏବଂ ଗାରଦରେ ଗୋଟିଏ ମୋବାଇଲ ରହିବ। ସିଂହଦ୍ୱାର…
ଓଲଟିଲା ସ୍କୁଲ୍ ବସ୍: ୧୮ ଆହତ
ବେଙ୍ଗାଲୁରୁ,୧୫।୧୨: କର୍ନାଟକର ଶିବମୋଗ୍ଗା ଜିଲା ସାଗର ତାଲୁକର ତୁମାରି ନିକଟ ଭାକ୍କୋଡିରେ ଏକ ସ୍କୁଲ୍ ବସ୍ ଓଲଟି ପଡିଛି। ଫଳରେ ୧୮ ଜଣ ଛାତ୍ର ଏବଂ ତିନିଜଣ ଶିକ୍ଷକ ଆହତ ହୋଇଛନ୍ତି। ବସ୍ରେ ୪୭ ଜଣ ଛାତ୍ର ଥିଲେ। ଖବରପାଇ ପୋଲିସ…
ଆଥିଆ-ରାହୁଲଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁନୀଲ ଶେଟ୍ଟୀ
ଭାରତୀୟ କ୍ରିକେଟର୍ କେ.ଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଉଭୟ କୁଆଡେ ପରିବାର ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଆସନ୍ତା ଜାନୁୟାରୀରେ ବିବାହ କରିବାକୁ ଯାଉଛନ୍ତି। ବିବାହର ସମସ୍ତ କାର୍ଯ୍ୟ ସୁନୀଲ…
ବିନା ମାସ୍କରେ ନଜର ଆସିଲେ ଶିଳ୍ପାଙ୍କ ସ୍ବାମୀ, ଟ୍ରୋଲ କଲେ ୟୁଜର
ମୁମ୍ବାଇ: ୨୦୨୧ରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳତା ମାମଲାରେ ଅନେକ ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଯାହା ପରେ ସେ କିଛି ମାସ ଜେଲରେ ରହିବା ପରେ ଆସିଥିଲେ। ପରେ ସେ ଜେଲରୁ…
ଆଇଫା ଆୱାର୍ଡରେ ଧମାକା କରିବେ ନୋରା, ଭିଡିଓ ଭାଇରାଲ
ମୁମ୍ବାଇ: ଖୁବଶୀଘ୍ର ଘୋଷଣା ହେବ ଆଇଫା ଆୱାର୍ଡ । ଏଥର ବି ଆବୁ ଧାବିରେ ବଲିଉଡ ସେଲିବ୍ରିଟିମାନେ ନିଜ ନିଜ ଷ୍ଟାଇଲିସ ଅନ୍ଦାଜରେ ଦର୍ଶକଙ୍କ ଦିଲ ଜିତିବାକୁ ପ୍ରସ୍ତୁତ ହୋଇଗଲେଣି । ଏହାରି ଭିତରେ ଶୋ’ ହେବା ପୂର୍ବରୁ ନୋରା ଫତେହିଙ୍କ…
ଭୁଲ୍ରେ ବି ଦାନରେ ଦିଅନ୍ତୁ ନାହିଁ ଏସବୁ ଜିନିଷ, ଅଭାବରେ ବୁଡ଼ିବେ…
ଦାନକୁ ସନାତନ ଧର୍ମର ସର୍ବୋତ୍ତମ ଗୁଣ ଭାବେ ବର୍ଣ୍ଣନା କରାଯାଇଛି। ହେଲେ ବୁଝି ବିଚାରି ଦାନ ନ କଲେ ନିଜର କ୍ଷତି ହୋଇପାରେ। ପୁରାଣରେ ମଧ୍ୟ ଏହାର ଉଦାହରଣ ହେଉଛନ୍ତି ‘ଦାନବୀର କର୍ଣ୍ଣ’। ମହାଭାରତରେ କର୍ଣ୍ଣଙ୍କୁ ଜଣେ ମହାନ ଯୋଦ୍ଧା ସହ…
ନୀରବ ମୋଦି ଭାରତ ଆସିବା ବାଟ ଫିଟିଲା
ଲଣ୍ଡନ,୧୫।୧୨: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ ଶେଷ ଆବେଦନକୁ ବ୍ରିଟେନ୍ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ସହ ନୀରବଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା ହୋଇଛି। ଗତ ବର୍ଷ ଫେବୃଆରୀରେ…
ଭଗବାନ ବିଷ୍ଣୁଙ୍କୁ ବିବାହ କରି ଚର୍ଚ୍ଚାରେ ଯୁବତୀ, ସିନ୍ଦୂର ବଦଳରେ ସିନ୍ଥିରେ ଭରିଲେ ଚନ୍ଦନ
ଆଜିକାଲି ଅଜବ ବିବାହ ସମ୍ପର୍କିତ ଅନେକ ଖବର ସାମ୍ନାକୁ ଆସୁଛି। କିଏ ନିଜକୁ ତ କିଏ ଗଛ, କଣ୍ଢେଇ ଆଦିକୁ ଜୀବନସାଥୀ କରିଥିବା ଦେଖାଯାଇଛି। ଏହି କ୍ରମରେ ଜୟପୁରର ଜଣେ ଯୁବତୀ ଭଗବାନ ବିଷ୍ଣୁଙ୍କୁ ଜୀବନସାଥୀ ରୂପରେ ବାଛିଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ…
ଭାରତ ଛଡା କୌଣସି ଦେଶ ଚାଇନାକୁ ସାମ୍ନା କରିପାରିବ ନାହିଁ: ଜର୍ମାନ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ,୧୫।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ (ଏଲଏସି) ରେ ଭାରତୀୟ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଏକ ଚିନ୍ତାର ବିଷୟ ଏବଂ ଅନ୍ତର୍ଜାତୀୟ ସୀମା ଉଲ୍ଲଂଘନ କରାଯିବା ଉଚିତ୍ ନୁହେଁ ବୋଲି ଜର୍ମାନ ରାଷ୍ଟ୍ରଦୂତ…
ଏସିଡ ବିକିବାକୁ ନେଇ ଆମାଜନ, ଫ୍ଲିପ୍କାର୍ଟକୁ ନୋଟିସ
ନୂଆଦିଲ୍ଲୀ,୧୫।୧୨: ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ଏସିଡ ବିକ୍ରୟ ପାଇଁ ଫ୍ଲିପକାର୍ଟ ଏବଂ ଆମାଜନକୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ। ଦିଲ୍ଲୀରେ ଜଣେ ଝିଅ ଉପରେ ଏସିଡ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ସ୍ବାତୀ…
ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ୍ର ଅଧିନାୟକ ପଦ ଛାଡ଼ିଲେ ଓ୍ବିଲିୟମସନ୍, ଏବେ ଏହି କ୍ରିକେଟର ନେବେ ନେତୃତ୍ୱ
ଓ୍ବେଲିଂଟନ୍,୧୫।୧୨: ନ୍ୟୁଜିଲାଣ୍ଡର ସଫଳ ଅଧିନାୟକ କେନ୍ ଓ୍ବିଲିୟମସନ ଟେଷ୍ଟ ଅଧିନାୟକତ୍ୱ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୬ ବର୍ଷ ମଧ୍ୟରେ ତାଙ୍କ ନେତୃତ୍ୱରେ ଦଳ ୪୦ ଟେଷ୍ଟରୁ ୨୨ରେ ବିଜେତା ହୋଇ ରେକର୍ଡ କରିଥିଲା। ଏପରିକି ନ୍ୟୁଜିଲାଣ୍ଡ ଗତବର୍ଷ ପ୍ରଥମ ବିଶ୍ୱ…
Archives


