Home Left

ମୁଣ୍ଡରେ ସିନ୍ଦୁର ଲଗାଇ ନଜର ଆସିଲେ ଶାହରୁଖ: ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପରେ ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ୍‌ଙ୍କୁ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ନାମରେ ଜଣାଯାଏ। ଅନେକ ସମୟରେ ନିଜ କାମ ହେଉ କି ଅଭିନୟ କିମ୍ବା ନିଜର ବୟାନ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ଶାହରୁଖ ନିଜ ଅପ୍‌କମିଂ ଫିଲ୍ମ ‘ପଠାନ’ର…

ରାଜ୍ୟରେ ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହଜ ହେଲା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଏଣିକି ରାଜ୍ୟରେ ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସହଜ ହେବ। ଗୁଣାତ୍ମକମାନର ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏକ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରେତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପାତ୍ର ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ…

ରାଜ୍ୟପାଳଙ୍କୁ କୁଳପତି ପଦରୁ ହଟାଇବାକୁ କେରଳ ସରକାର ପ୍ରସ୍ତୁତ: ବିଧାନସଭାରେ ପାରିତ ହେଲା ବିଲ୍‌

ଥିରୁଭାନନ୍ତପୁରମ,୧୩।୧୨: କେରଳରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ରାଜ୍ୟପାଳଙ୍କୁ କୁଳପତି ପଦରୁ ହଟାଇବା ପାଇଁ ପିନରାଇ ବିଜୟନଙ୍କ ସରକାର ମଙ୍ଗଳବାର…

ଗିନ୍ନି-କପିଲଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ

ବମ୍ବେ: ଦେଶର ଲୋକପ୍ରିୟ କମେଡିଆନଙ୍କ ମଧ୍ୟରୁ କପିଲ ଶର୍ମା ଜଣେ। ଦିନକୁ ଦିନ ତାଙ୍କ ଖ୍ୟାତି ବଢ଼ୁଥିବା ବେଳେ କର୍ମ ସହ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହୁଛନ୍ତି ଚର୍ଚ୍ଚାରେ। ଦିନକ ପୂର୍ବେ ଏହି କମେଡିଆନ ବିବାହର ଚାରି ବର୍ଷ ପୂରଣ…

‘ମିଶନ ମଜନୁ’ର ରିଲିଜ୍‌ ଡେଟ୍‌ ଘୋଷଣା: ର’ ଏଜେଣ୍ଟ ଚରିତ୍ରରେ ନଜର ଆସିବେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବହୁ ପ୍ରତିକ୍ଷୀତ ଅପ୍‌କମିଂ ଫିଲ୍ମ ‘ମିଶନ ମଜନୁ’ର ପ୍ରଶଂସକ ପାଇଁ ଏକ ଖୁସି ଖବର। ମଙ୍ଗଳବାର ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ଶାନ୍ତନୁ ବାଗଚିଙ୍କ ନିର୍ଦ୍ଦେଶିତ ଏହି ସ୍ପାଏ, ଥ୍ରିଲର ଫିଲ୍ମ…

ରୋହିତଙ୍କ ସ୍ଥାନରେ ଓପନିଂ କରିବେ ଶୁଭମନ , ରଣନୀତି ରହିବ କିଛି ଏଭଳି…

ନୂଆଦିଲ୍ଲୀ,୧୩।୧୨: ବାଲାଂଦେଶ ବିପକ୍ଷ ଦିନିକିଆ ସିରିଜରେ ପରାଜିତ ହେବା ପରେ ଏବେ ଟେଷ୍ଟ ସିରିଜ ଲାଗି ଅଣ୍ଟା ଭିଡିଲାଣି ଟିମ୍‌ ଇଣ୍ଡିଆ। ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବା କାରଣରୁ କେ.ଏଲ୍‌. ରାହୁଲ ସିରିଜରେ ଦଳର ନେତୃତ୍ୱ ନେବେ। ତେବେ…

ନୂଆବର୍ଷରେ ଦିଲ୍ଲୀବାସୀଙ୍କୁ କେଜ୍‌ରିଓ୍ବାଲଙ୍କ ଭେଟି

ନୂଆଦିଲ୍ଲୀ,୧୩।୧୨: ନୂଆବର୍ଷରେ ରାଜ୍ୟ ସରକାର ଦିଲ୍ଲୀବାସୀଙ୍କୁ ଏକ ବଡ଼ ଭେଟି ଦେବାକୁ ଯାଉଛନ୍ତି। ଲୋକଙ୍କୁ ଭଲ ସ୍ବାସ୍ଥ୍ୟ ସେବା ଓ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ସରକାର ଚିନ୍ତା କରିବା ସହ ଏକ ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂଆ ବର୍ଷରୁ…

ଝାରସୁଗୁଡା ଗୁଳିକାଣ୍ଡ ଘଟଣାରେ ୪ ଫେରାର ଅଭିଯୁକ୍ତ ଗିରଫ

ଝାରସୁଗୁଡା ଅଫିସ,୧୩।୧୨: ଝାରସୁଗୁଡା ସହରରେ ଗତ ୪ ତାରିଖରେ ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାର ପର୍ଦ୍ଦାଫାସ କରି ପୋଲିସ ୧ ସପ୍ତାହ ପରେ ସୁଦୂର କୋଲକାତାରୁ ଫେରାର ୪ ଅଭିଯୁକ୍ତଙ୍କୁ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।…

ଅନୁଭୁତି ଶେୟାର କଲେ ରିଦ୍ଧି

ମୁମ୍ବାଇ: ଅଭିନେତ୍ରୀ ରିଦ୍ଧି ଡୋଗରା ଅଭିନୟ କରିଥିବା କିଛି ପ୍ରୋଜେକ୍ଟ ଏବେ କେବଳ ରିଲିଜ୍ ଅପେକ୍ଷାରେ ରହିଛି । ତେଣୁ କୁହାଯାଉଛି ୨୦୨୩ ରିଦ୍ଧିଙ୍କ ପାଇଁ ଖୁବ୍ ରୋମାଞ୍ଚକର ରହିବ । ଟେଲିଭିଜନ ପରଦାରେ କିଛି ବଡ ବଡ ଧାରାବାହିକରେ ଅଭିନୟ…

ଅର୍ଚ୍ଚନାଙ୍କୁ ଗିରଫ କଲା ଇଡି

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ମଙ୍ଗଳବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅର୍ଚ୍ଚନା ନାଗଙ୍କୁ ଗିରଫ କରିଛି। ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା। ଗତ ୬ ତାରିଖରେ ଅର୍ଚ୍ଚନାଙ୍କୁ ଇଡି ୭ ଦିନିଆ ରିମାଣ୍ଡରେ ନେଇଥିଲା। ସୋମବାର…

ବାପାଙ୍କୁ ୩୨ ଖଣ୍ଡ କଲେ ପୁଅ

ବେଙ୍ଗାଲୁରୁ, ୧୩।୧୨: ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କର୍ନାଟକର ବାଗାଲକୋଟରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ହତ୍ୟା କରି ଶରୀରରକୁ ୩୨ ଖଣ୍ଡରେ କାଟି ଦେଇଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ…

ଚାଇନାର ସାଇବର ଆକ୍ରମଣ ମଧ୍ୟରେ ଆଲର୍ଟରେ ସରକାର: କର୍ମଚାରୀଙ୍କ ପାଇଁ ଜାରି କଲେ ଏସ୍‌ଓପି

ନୂଆଦିଲ୍ଲୀ,୧୩।୧୨: ଚାଇନା କେବଳ ସୀମାରେ ନୁହେଁ, ସାଇବର ଆକ୍ରମଣ ମାଧ୍ୟମରେ ବି ଭାରତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ନିକଟରେ ଦିଲ୍ଲୀ ଏମ୍ସରେ ସର୍ଭର ହ୍ୟାକର ଖବର ସାମ୍ନାକୁ ଆସିଥିଲା। କ୍ରମାଗତ ଭାବେ ସାଇବର ଆକ୍ରମଣ ମାମଲା ଆସିବା ପରେ ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri