ଅମଳ ପୂର୍ବରୁ ଦୁର୍ବୃତ୍ତ ଜାଳିଦେଲେ ୫ ଏକର ଧାନ ଫସଲ
ଆଳି,୧୬ା୧୨(ଡି.ଏନ୍.ଏ.): ଫସଲ ଅମଳ କରି ଘରକୁ ନେବା ପୂର୍ବରୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି ଚାଷୀର ବର୍ଷକର ଆହାର। ଧାନ ବିଲରେ ନିଆଁ ଲଗାଇ ଦେବାରୁ ୫ ଏକରରୁ ଊର୍ଦ୍ଧ୍ୱ ଚାଷ ଜିମର ଫସଲ ଜଳିଯାଇଛି। ଏହି ଘଟଣା ପରେ ଚାଷୀମାନେ ଦୁର୍ବୃତ୍ତଙ୍କ…
ଦିନକରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ରେକର୍ଡ
ପାରାଦୀପ,୧୬।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଆଉ ଏକ ରେକର୍ଡ କରିଛି। ଦିନକରେ ଅର୍ଥାତ୍ ୨୪ ଘଣ୍ଟାରେ ୬,୪୯,୭୩୦ ମେଟ୍ରିକ ଟନ ପଣ୍ୟ କାରବାର ହୋଇଛି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବୁଧବାର ଏହି ସଫଳତା ମିଳିଛି। ଏହାପୂର୍ବରୁ ୨୦୧୮ ଅକ୍ଟୋବର…
କୋଲ୍ ଇଣ୍ଡିଆର ପ୍ରଥମ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ କନ୍କ୍ଲେଭ-୨୦୨୨
ଭୁବନେଶ୍ୱର,୧୬।୧୨:କୋଲ୍ ଇଣ୍ଡିଆ ଲିମିଟେଡ୍ର ପ୍ରଥମ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ(ଆଇଆର୍) କନ୍କ୍ଲେଭ-୨୦୨୨ ଗୁରୁବାର ସ୍ଥାନୀୟ ଜୟଦେବବିହାରସ୍ଥିତ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ବ୍ୟବସାୟ ସକ୍ଷମ ଆଇଆର୍ ପରିବେଶ ସୃଷ୍ଟି’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ୨ ଦିନିଆ କର୍ମଶାଳା ଆୟୋଜିତ…
ଦିନକରେ ୩ ଲକ୍ଷ କୋଟିର ନିବେଶ ହରାଇଲେ ନିବେଶକ
ନୂଆଦିଲ୍ଲୀ,୧୬।୧୨:ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଆମେରିକୀୟ ଫେଡେରାଲ ରିଜର୍ଭ ତା’ର ସୁଧ ହାରରେ ୦.୫୦% ବୃଦ୍ଧି କରିବା ଯୋଗୁ ଗୁରୁବାର ଭାରତୀୟ ଷ୍ଟକ୍ ବଜାରରେ ଏକ ବଡ଼ ଧରଣର କ୍ଷତି ଘଟିଛି। ଏପରିକି ଦିନକରେ ପ୍ରାୟ ୩ ଲକ୍ଷ କୋଟିର…
ମହାବଳ ଶିକାର, ଆଉ ଜଣେ ଗିରଫ
ବାରିପଦା ଅଫିସ/ଉଦଳା,୧୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ବନଖଣ୍ଡ ଅଧୀନ ବିସିପୁର ଅଞ୍ଚଳରେ ମହାବଳ ବାଘ ଚମଡ଼ା ବିକ୍ରି ଅଭିଯୋଗରେ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍ (ଏସ୍ଟିଏଫ୍) ଅନ୍ୟତମ ଅଭିଯୁକ୍ତ ଫାଗୁ ହାଁସଦା(୨୮)ଙ୍କୁ ଗିରଫ ପରେ ଗୁରୁବାର ଉଦଳା କୋର୍ଟ ଚାଲାଣ କରିଛି।…
ପିଜିଟି ପଦବୀ ପୂରଣ ପାଇଁ ତ୍ୱରାନ୍ବିତ ହେଲା ପ୍ରକ୍ରିୟା
ଭୁବନେଶ୍ବର,୧୬ା୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷାମଭ ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସ୍ନାତକୋତ୍ତର (ପିଜିଟି) ପଦବୀଗୁଡ଼ିକ ପୂରଣ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି। ଏହା ମଧ୍ୟରେ ୩୩୫ ଜଣ ପିଜିଟିଙ୍କୁ ନିଯୁକ୍ତି ପ୍ରଦାନ କାର୍ଯ୍ୟ ଓଡ଼ିଶା ଲୋକସେବା…
ରହସ୍ୟମୟ ଆଲୋକକୁ ନେଇ ଆତଙ୍କ
ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଓଡ଼ିଶା ଆକାଶରେ ଗୁରୁବାର ସନ୍ଧ୍ୟାରେ ରହସ୍ୟମୟ ଆଲୋକ ଦେଖିବାକୁ ମିଳିଥିଲା। ଭଦ୍ରକ, ବାଲେଶ୍ୱର, ପାରାଦୀପ ଏବଂ ପୁରୀ ଭଳି କେତେକ ସ୍ଥାନରେ ହଠାତ୍ ଆକାଶରୁ ଟର୍ଚ୍ଚ ମାରିବା ଭଳି ଆଲୋକ ଦେଖାଯାଇଥିଲା, ଯାହାକୁ ନେଇ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି।…
ଓଡ଼ିଆ ଯୁବତୀଙ୍କୁ ୪୯ଥର ଛୁରାମାଡ଼
ସୁରଟ,୧୬ା୧୨:ରାଜଧାନୀ ଦିଲ୍ଲୀର ମେହେରୁଆଲିରେ ଶ୍ରଦ୍ଧା ଓ୍ବାକରଙ୍କୁ ବୟଫ୍ରେଣ୍ଡ ଅଫ୍ତାବ ପୁନାଓ୍ବାଲା ହତ୍ୟା ପରେ ୩୫ଖଣ୍ଡ କରି ବିଭିନ୍ନ ସ୍ଥାନରେ ପକାଇବା ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାର ମାସକ ପରେ ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ସୁରଟରେ…
ବିବାହ ବେଦୀରେ ବସି କ୍ରିକେଟ ଖେଳିଲେ ବର, ଭିଡିଓ ଦେଖିଲେ…
ଆଜିକାଲି ବିବାହର ଶୈଳୀ ଏବଂ ପରିବେଶ ବହୁତ ବଦଳି ଗଲାଣି। ପ୍ରି-ଓ୍ବେଡିଂ ଫଟୋ ଶୁଟ୍ଠାରୁ ଆରମ୍ଭ କରି ବର ମଣ୍ଡପକୁ ଆସିବା ପର୍ଯ୍ୟନ୍ତ ସବୁକିଛି ଆଧୁନିକୀକରଣ ହୋଇଛି। ବର୍ତ୍ତମାନ ପ୍ରତ୍ୟେକ ଶୈଳୀ ଅତ୍ୟନ୍ତ ସ୍ବତନ୍ତ୍ର ହୋଇପାରିଛି। varshagumashta ନାମକ ଏକ ଇନ୍ଷ୍ଟାଗ୍ରାମରେ…
ଓଡ଼ିଶାକୁ ଏଗ୍ରିକଲଚର୍ ଲିଡର୍ଶିପ୍ ଆଓ୍ବାର୍ଡ-୨୦୨୨
ଭୁବନେଶ୍ୱର, ୧୬।୧୨(ବ୍ୟୁରୋ):କୃଷି ବିକାଶ ଏବଂ କୃଷକ କଲ୍ୟାଣରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟସ୍ତରରେ ପୁରସ୍କୃତ ହୋଇଛି ଓଡ଼ିଶା। ନୂଆଦିଲ୍ଲୀସ୍ଥିତ ଏରୋସିଟିସ୍ଥିତ ହଲିଡେ ଇନ୍ଠାରେ ଏଗ୍ରିକଲ୍ଚର ଟୁଡେ ଗ୍ରୁପ୍ ପକ୍ଷରୁ ଗୁରୁବାର ଅନୁଷ୍ଠିତ ତ୍ରୟୋଦଶ ଏଗ୍ରିକଲଚର ଲିଡରଶିପ୍ ଆୱାର୍ଡ-୨୦୨୨…
ସଚିବ, ସିଏମ୍ସି କମିଶନରଙ୍କୁ ଜବାବ ମାଗିଲେ ଏନ୍ଏଚ୍ଆର୍ସି
ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ):କଟକର ସିଡିଏ ସେକ୍ଟର-୧୦ ଅଞ୍ଚଳରେ ସ୍ବେରେଜ ଟାଙ୍କି ସଫା କରୁଥିବାବେଳେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିଶନ (ଏନ୍ଏଚ୍ଆର୍ସି) ଖୋଳତାଡ଼ ଆରମ୍ଭ କରିଛନ୍ତି। ଏହି ଘଟଣାର ୨୦ ମାସ ପରେ ଗୁରୁବାର କମିଶନ ତିନିଜଣ…
ଡେନମାର୍କରେ ନୂଆ ସରକାର ଗଠନ, ମୋଦି ଜଣାଇଲେ ଶୁଭେଚ୍ଛା
କୋପେନହାଗେନ,୧୬ ।୧୨: ଡେନମାର୍କରେ ନୂଆ ସରକାର ଗଠନ ହୋଇଛି । ନିର୍ବାଚନର ୬ ସପ୍ତାହ ପରେ ନୂଆ ସରକାର ଗଠନ ହୋଇଥିବା ସେଠାକାର ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟେ ଫ୍ରେଡରିକସନଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ…
Archives


