ସୁନ୍ଦରଗଡ଼ ଜିଲାରେ ବନ୍ଦ ପାଳନ: ରାସ୍ତା ଅବରୋଧ
ସୁନ୍ଦରଗଡ଼/ରାଜଗାଙ୍ଗପୁର/କୁତ୍ରା/ବଡ଼ଗଁା/ଲହୁଣୀପଡ଼ା,୨୦।୪(ଡି.ଏନ୍.ଏ.): ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ଘଟିଥିବା ହିଂସା ଘଟଣାର ପ୍ରତିବାଦରେ ବୁଧବାର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ପ୍ରଭାବ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଥିଲା। ସୁନ୍ଦରଗଡ଼ଠାରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ୧୦ନଂ. ରାଜ୍ୟ…
ମାଲକାନଗିରି ଜିଲାରେ ବନ୍ଦ ସଫଳ
ମାଲକାନଗିରି/ବାଲିମେଳା/ମାଥିଲି, (ଡି.ଏନ୍.ଏ.), ୨୦।୪: ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସା ପ୍ରତିବାଦରେ ବୁଧବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ବୟଂ ସହାୟକ ସଂଘ ପକ୍ଷରୁ ଓଡିଶାର ୧୪ଟି ଜିଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ସେହି ଅନୁସାରେ…
ବନ୍ଦକୁ ସମର୍ଥନ, ଜୀବନଯାତ୍ରା ବ୍ୟାହତ
ବରଗଡ଼ ଅଫିସ୍,୨୦।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ସମ୍ବଲପୁରରେ ହୋଇଥିବା ହିଂସା ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ବୁଧବାର ୧୨ଘଣ୍ଟିଆ(ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ) ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲେ। ଏହାକୁ ବରଗଡ଼…
ରାୟଗଡ଼ାରେ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ସଫଳ
ରାୟଗଡ଼ା(ସ୍ବ.ପ୍ର)/ରାୟଗଡ଼ାଅଫିସ/ ମୁନିଗୁଡ଼ା/ଚନ୍ଦ୍ରପୁର/ ବିଷମକଟକ/ଗୁଣପୁର (ଡି.ଏନ୍.ଏ.), ୨୦।୪: ସମ୍ବଲପୁରରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଚାଲିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଆକ୍ରମଣ କରାଯିବାରୁ ବହୁ ଲୋକ ଆହତ ହୋଇଥିଲେ। ଏହାର ପ୍ରତିବାଦରେ ରାୟଗଡା ସମେତ ଓଡିଶାର ୧୪ ଜିଲାରେ ବୁଧବାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ…
ପୋଲିସକୁ ଏଯାଏ ମିଳିନି ସୁରାକ
ଭେଡ଼େନ,୨୦।୪(ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ସୋମବାର ସଂଘଠିତ ଟ୍ରିପଲ ମର୍ଡ଼ର ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୁଧବାର ବ୍ୟବଚ୍ଛେଦ ପରେ ୩ମୃତଦେହ ଗ୍ରାମରେ ପହଞ୍ଚିଥିଲା । ଏକ ଶୋକାକୁଳ ପରିବେଶରେ ଗ୍ରାମର…
କାଲିଫର୍ନିଆ ଗୁରୁଦ୍ୱାରରେ ଗୁଳିକାଣ୍ଡ, ୧୭ ଶିଖ ଗିରଫ, ୨ ଅପରାଧି ଭାରତରେ ଓ୍ବାଣ୍ଟେଡ
ଓ୍ବାଶିଂଟନ,୨୦।୪: କାଲିଫର୍ନିଆର ସୌକରାମେଣ୍ଟୋ ସ୍ଥିତ ଗୁରୁଦ୍ୱାର ସମେତ ୧୧ ସ୍ଥାନରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ କିଛି ଏଜେନ୍ସି ଦ୍ୱାରା କରାଯାଇଥିବା ଯାଞ୍ଚ ପରେ ୧୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅପରାଧିମାନେ ହେଲେ ଶିଖ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ…
ଓଡ଼ିଶା ଆଶ୍ରମ ବିଦ୍ୟାଳୟରେ ବିଦ୍ୟୁତ୍ କାଟିଲା ଆନ୍ଧ୍ର
ପଟ୍ଟାଙ୍ଗି, ୨୦।୪: (ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୀମାନ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ଦାବି କରୁଥିବା ବ୍ଲକ ପ୍ରଶାସନର ଇଚ୍ଛାଶକ୍ତି ଅଭାବରୁ ଉନ୍ନୟନମୂଳକ କାର୍ଯ୍ୟ ସବୁ ଦିଗହରା ହେଉଛି। ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ଏଥିରୁ ଫାଇଦା ଉଠାଉଛି।…
କାର୍ଯ୍ୟକ୍ଷମ ହୋଇପାରୁନି କ୍ଲଷ୍ଟର ପ୍ରକଳ୍ପ
ଖଣ୍ଡପଡ଼ା,୨୦ା୪(ସ୍ବ.ପ୍ର.): ନୂତନ ଜ୍ଞାନକୌଶଳ ତଥା ପ୍ରଶିକ୍ଷଣ ମାଧ୍ୟମରେ କଂସା ପିତଳ ଏବଂ କାଠ ଖୋଦେଇର ବିଭିନ୍ନ ସୌଖୀନ ସାମଗ୍ରୀ ଉପତ୍ାଦନ କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲା କଣ୍ଟିଲୋରେ ଏକ ପ୍ରଶିକ୍ଷଣ ପ୍ରକଳ୍ପ ନିର୍ମାଣ ହୋଇଛି। ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦ୍ରୀୟ…
ଶରଣକୁଳ କଲେଜରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା
ନୟାଗଡ଼ ଅଫିସ,୨୦।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୨-୨୪ ବ୍ୟାଚ୍ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ସମସ୍ତ ଛାତ୍ରୀଛାତ୍ର ବୁଧବାର ଜିଲାପାଳ ଓ ଉପଜିଲାପାଳଙ୍କୁ ଭେଟି ଉଚ୍ଚ ମାଧ୍ୟମିକ…
ଦିଲ୍ଲୀରେ ହାତଧୁଆ ବାର୍ତ୍ତା ବାଣ୍ଟିବେ କୋରାପୁଟର ଦୃଷ୍ଟିବାଧିତ ଛାତ୍ର ଶାନ୍ତନୁ
କୋରାପୁଟ, ୨୦।୪: (ସ୍ବ.ପ୍ର.) ଭାରତର ରାଜଧାନୀ ଦିଲ୍ଲୀରେ ହାତଧୁଆ ବାର୍ତ୍ତା ବାଣ୍ଟିବେ କୋରାପୁଟର ଦୃଷ୍ଟିବାଧିତ ଛାତ୍ର ଶାନ୍ତନୁ ହୋୟାଲ। ଜିଲାର କେତେ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ହାତଧୁଆର ଆବଶ୍ୟକତା ଓ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଗତ କିଛି…
ବିପଦସଙ୍କୁଳ ଅବସ୍ଥାରେ ଗୁମୁକା କଲଭର୍ଟ
ପୋଟେରୁ, ୨୦।୪: (ଡି.ଏନ୍.ଏ.) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ଯୋଜନାରେ କାଲିମେଳା ବ୍ଲକର ଗୁମୁକାଠାରେ ନିର୍ମିତ ରାସ୍ତାର କଲଭର୍ଟ ଏବେ ବିପଦସଙ୍କୁଳ ହୋଇପଡ଼ିଛି। ଏହା ଉପରେ ଅନ୍ୟ ଉପାୟ ନ ପାଇ ୪ରୁ ଊର୍ଦ୍ଧ୍ୱ ଗ୍ରାମର ଗ୍ରାମବାସୀ ଯାତାୟାତ କରୁଛନ୍ତି। ଏମ୍ପିଭି-୧୧ଠାରୁ…
କାମରେ ଆସୁନି ଜଳପ୍ରକଳ୍ପ
ଦଶମନ୍ତପୁର, ୨୦।୪: ( ଡି.ଏନ୍.ଏ.) କାମରେ ଆସୁନି ୯ ଲକ୍ଷ ଟଙ୍କାର ଜଳପ୍ରକଳ୍ପ। ଜଳ କଷ୍ଟ ଭୋଗୁଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତର ବାଟିଶିଲଗୁଡା ଗ୍ରାମବାସୀ । ଏହି ଗ୍ରାମରେ ୭୨ ପରିବାର ବସବାସ କରନ୍ତି। ଜନସଂଖ୍ୟା ପ୍ରାୟ…

