Home Left

ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମା’ ଲକ୍ଷ୍ମୀ

ପୁରୀ ଅଫିସ,୧୪।୧: ମା’ ଲକ୍ଷ୍ମୀ ପହିଲି ଭୋଗ ଅବସରରେ ବାପ ଘରକୁ ଯାଇଥିଲେ। ସେ ମକର ସଂକାନ୍ତିରେ ଶ୍ରୀମନ୍ଦିର ଫେରିବାର ପରମ୍ପରା ରହିଛି। ଏ ନେଇ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ଚୂନରା ସେବକମାନେ ରଙ୍ଗ ଲେପି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ କରୁଛନ୍ତି ।…

ହିମାଚଳ ନିକଟରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୧୪।୧(ସ୍ପୋଟର୍‌ସ ବ୍ୟୁରୋ): ନାଦାଉଁର ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶାକୁ ପରାସ୍ତ କରିଛି ହିମାଚଳ ପ୍ରଦେଶ। ଅନ୍ତିମ ଦିନରେ ହିମାଚଳକୁ ୩୦୮ ରନ୍‌ ଆବଶ୍ୟକ ରହିଥିଲା। ଅଙ୍କିତ କାଲ୍‌ସିଙ୍କ ଅପରାଜିତ ଶତକ ଓ ରିଷି…

ଆଖଣ୍ଡଳମଣିଙ୍କୁ ମକର ପୋଡ଼ପିଠା ସମର୍ପଣ

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଖ୍ୟାତନାମା ଶୈବପୀଠ ଆରଡ଼ି ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ହୋଇଉଠିଛି। ଭକ୍ତମାନେ ସକାଳୁ ପୀଠରେ ଭିଡ଼ ଜମାଇ ବାବାଙ୍କୁ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶନିବାର ଭୋର ସାଢ଼େ ୪ଟାରୁ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯାଇଥିଲା।…

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିମଲା,୧୪।୧: ହିମାଚଳ ପ୍ରଦେଶରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୨ମ୍ୟାଗ୍ନିଚ୍ୟୁଡ ରହିଛି। ଏହି ଭୂକମ୍ପର କେନ୍ଦ୍ର ଧରମଶାଲାଠାରୁ ୨୨ କିଲୋମିଟର ପୂର୍ବରେ ଥିଲା। ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏନେଇ ନ୍ୟାଶନାଲ ସେଣ୍ଟର…

ପ୍ରତିଷ୍ଠା ଦିବସରେ ପତିଆରା ରାଜନୀତି

ଅନୁଗୋଳ ଅଫିସ, ୧୪ା୧: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଗୋଳ ସଭାଘରଠାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଜିଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ ଓ ବହୁ ବରିଷ୍ଠ କର୍ମୀଙ୍କୁ ଆମନ୍ତ୍ରଣ…

ଅଗ୍ନିକାଣ୍ଡରେ ଜଳିଗଲା ଔଷଧ

ବଇଣ୍ଡା,୧୪।୧(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ୍ରଗ୍‌ ହାଉସରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଔଷଧ ସମେତ ବହୁ ଜରୁରୀ କାଗଜପତ୍ର ଜଳିଯାଇଛି। ନିଆଁ କେମିତି ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ଶର୍ଟସର୍କିଟରୁ ଏହି…

୫ବର୍ଷରେ ୨୫,୦୦୦ ଚାର୍ଜିଂ ପଏଣ୍ଟ

ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କମ୍ପାନୀ ରଖିଥିବା…

ଗର୍ଲଫ୍ରେଣ୍ଡଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖିଲା ପରେ…

କୋଲକାତା,୧୪।୧: ପ୍ରତାରଣାର ଶିକାର ହୋଇ ପଶ୍ଚିମବଙ୍ଗର ନଦିଆ ଜିଲାରେ ଜଣେ ୨୩ ବର୍ଷୀୟ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଆତ୍ମହତ୍ୟା କଲାବେଳେ ଗର୍ଲଫ୍ରେଣ୍ଡଙ୍କ ସହ ଭିଡିଓ କଲ୍‌ରେ ରହିଥିଲେ। ଶାନ୍ତିନଗର କଲୋନିରେ ରହୁଥିବା ସମ୍ପୃକ୍ତ ଯୁବକ ପରିବାର ସଦସ୍ୟଙ୍କ…

ଓଲାରୁ ୨୦୦ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ,୧୪।୧: ଦେଶର ପ୍ରମୁଖ କ୍ୟାବ୍‌ ଏଗ୍ରିଗେଟର କମ୍ପାନୀ ଓଲା ଶୁକ୍ରବାର ତା’ର ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡ଼ିଛି। ଏପରିକି ଓଲାର ଟେକ୍‌, ପ୍ରଡକ୍ଟ ଓ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନଙ୍କୁ କମ୍ପାନୀ ଛଟେଇ କରାଯାଇଥିବା ସୂଚନା ମିଳିଛି। ବିଶେଷକରି କମ୍ପାନୀର ବିଭିନ୍ନ…

ଜେଏସ୍‌ପିକୁ ଗୋଲ୍‌ଡେନ୍‌ ପିକକ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ

ମୁମ୍ବାଇ,୧୪।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଗୋଲ୍‌ଡେନ୍‌ ପିକକ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜେଏସ୍‌ପିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)…

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୪।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ସ୍ଥାନୀୟ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଭାରତୀୟ ଷ୍ଟକ୍‌ ମାର୍କେଟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକଙ୍କ ସମ୍ପତ୍ତି ପ୍ରାୟ ୧%ରୁ ଅଧିକ ବୃଦ୍ଧି ଘଟିଛି।…

ଆଇଓବି ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ

ଭୁବନେଶ୍ୱର,୧୪।୧: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଗୌରବ ଭରଦ୍ୱାଜ ଓ ସହାୟକ ମହା ପ୍ରବନ୍ଧକ ଶଶିକାନ୍ତ ଭାରତୀଙ୍କ ମିଳିତ ନେତୃତ୍ୱରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri