କୃଷକଙ୍କ ସାମାଜିକ- ଅର୍ଥନୈତିକ ବିକାଶ ପାଇଁ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜିଲା ସ୍ତରରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କରେ ୨୪୦ ଜଣ ସହକାରୀ ମ୍ୟାନେଜର ଓ ୨୬ ଜଣ ସିଷ୍ଟମ୍ ମ୍ୟାନେଜର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗୁରୁବାର ଲୋକସେବା କନ୍ଭେନ୍ଶନ ସେଣ୍ଟରରେ ଆୟୋଜିତ କର୍ମଶାଳାରେ ଭର୍ଚୁଆଲ ମୋଡ୍ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ…
ବାଇଡେନଙ୍କ ଘରୁ ତଥା କାର୍ଯ୍ୟାଳୟରୁ ମିଳିଥିବା ଗୁପ୍ତ ତଥ୍ୟର ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ
ୱାଶିଂଟନ,୧୩ ।୧: ଆମେରିକାର ଆଟର୍ନି ଜେନରାଲ ମେରିକ ଗାରଲ୍ୟାଣ୍ଡ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରୋଇ କାର୍ଯ୍ୟାଳୟ ଓ ଘରୁ ମିଳିଥିବା ଗୋପନୀୟ ତଥ୍ୟର ଯାଞ୍ଚ ପାଇଁ ଜଣେ ବିଶେଷ ଓକିଲ ନିଯୁକ୍ତି ହୋଇଥିବା ଘୋଷଣା କରିଛନ୍ତି । ଗାରଲ୍ୟାଣ୍ଡ ଘୋଷଣା…
‘ଶରଦ ଭାଇ…ଏମିତି ବିଦାୟ ନେବାର ନ ଥିଲା’ ଭାବୁକ କଲା ଲାଲୁଙ୍କ ଟୁଇଟ ଭିଡିଓ
ନୂଆଦିଲ୍ଲୀ,୧୩ ।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କର ଗୁରୁବାର ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକ ଖବର ଝିଅ ସୁଭାଷିନି…
ପିଲାମାନେ ବୟସ୍କଙ୍କ ଟୁଥ୍ବ୍ରଶ୍ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏନେଇ କ’ଣ କୁହନ୍ତି ବିଶେଷଜ୍ଞ
ପାଟିର ସ୍ବଚ୍ଛତାକୁ ଅଧିକ ଗମ୍ଭୀରତାର ସହ ନେବା ଆବଶ୍ୟକ। ବିଶେଷକରି ପିଲାମାନଙ୍କ ପାଟିର ଯତ୍ନସଠିକ୍ ଉପାୟରେ ନେବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ପିଲାମାନେ ବ୍ୟବହାର କରୁଥିବା ଟୁଥ୍ବ୍ରଶ ପ୍ରତି ଧ୍ୟାନ ଦେବା ଉଚିତ। ସାଧାରଣତଃ ଭାରତୀୟମାନେ ନିଜ ପିଲାଙ୍କ ପାଇଁ ସମାନ…
ସ୍ବାମୀ ହେବ ତ ଏମିତି, ସ୍ତ୍ରୀଙ୍କ କଥାକୁ ବାସ୍ତବ ରୂପ ଦେବା ପାଇଁ…
କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ପାଇଁ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ଥାଏ। କେଉଁଠି ଶାହାଜାହାନ ମମତାଜଙ୍କ ପାଇଁ ତାଜମହଲ ନିର୍ମାଣ କରିଥିଲେ ତ ଆଉ କେଉଁଠି ସ୍ବାମୀ ସ୍ତ୍ରୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଦେଖାଯାଏ। କୋଲକାତାରେ ତାପସ…
ସ୍ପାଇସ୍ଜେଟ୍ ବିମାନରେ ବୋମା ସୂଚନା: ଦିଲ୍ଲୀ ବିମାନବନ୍ଦରରେ ସର୍ଚ୍ଚ ଅପରେଶନ୍ ଆରମ୍ଭ
ନୂଆଦିଲ୍ଲୀ,୧୨।୧: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (ଆଇଜିଆଇ)ରେ ସ୍ପାଇସ୍ ଜେଟ୍ର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା। ଏହି ବିମାନ ଦିଲ୍ଲୀରୁ ପୁଣେ ଯାଉଥିଲା। ଏତିକିବେଳେ…
ସ୍ଥାନାନ୍ତର ହେବେ ସେନା
ଡେରାଡୁନ୍,୧୨।୧: ଉତ୍ତରାଖଣ୍ଡ ଚାମୋଲି ଜିଲା ଜୋଷୀମଠରେ ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ। ଏଠାରେ ଶହ ଶହ ଘରେ ଫାଟ ହେବା ପରେ ଉଦ୍ଧରା କାର୍ଯ୍ୟ ଜାରି ରହିଛି। ଏଥିସହ ସହରକୁ ଭୂସ୍ଖଳନ ଜୋନ୍ ଘୋଷଣା କରାଯିବା ପରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ…
ପୁଣି ଟିମ୍ସି ନେତାଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା
କୋଲକାତା, ୧୨।୧: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଟଙ୍କାର ପାହଡ଼ ଦେଖିବାକୁ ମିଳିଛି। ଶିକ୍ଷା ଦୁର୍ନୀତିରେ ଜଡ଼ିତ ଥିବା ପାର୍ଥ ଚାଟାର୍ଜୀଙ୍କ ପରେ ଏବେ ଆଉ ଜଣେ ଟିଏମ୍ସି ନେତା ବିବାଦ ଘେରକୁ ଚାଲି ଆସିଛନ୍ତି। ମୁର୍ଶାଦାବାଦର ଟିଏମ୍ସି ବିଧାୟକ ଜାକିର…
୬ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ୍
ନୂଆଦିଲ୍ଲୀ, ୧୨।୧: ମିଥ୍ୟା ଖବର ପ୍ରସାରଣ ନେଇ ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ୬ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛି। ଏ ନେଇ ପ୍ରେସ୍ ଇନ୍ଫମେଶନ୍ ବ୍ୟୁରୋ (ପିଆଇବି) ଏବଂ ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫ୍ସିୟୁ)ର ଯଥେଷ୍ଟ ପ୍ରମାଣ…
ଦୁଇ ଲୁଟେରାଙ୍କୁ ଗିରଫ କଲା ପୋଲିସ
ଗଞ୍ଜାମ,୧୨।୧(ଡି.ଏନ.ଏ.): ରମ୍ଭା ଥାନା କଣ୍ଟାପଡା ଛକରୁ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କଠାରୁ କିଛି ଦୁର୍ବୃତ୍ତ ମୋବାଇଲ ଓ ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା l ତେବେ ଗୁରୁବାର ଦୁଇ ଲୁଟେରାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିବା ରମ୍ଭା ଥାନା…
ପୋଖରୀରେ ବୁଡି ଦେଢ଼ବର୍ଷର ଶିଶୁ ମୃତ
ଭବାନୀପାଟଣା,୧୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଖରୀରେ ବୁଡି ଯାଇ ଦେଢ଼ବଷର୍ର୍ର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ପୁଅ ଜଣକ ସ୍ଥାନୀୟ ଏନଏସି ସଫେଇ କର୍ମଚାରୀ ରିତେନ୍ଦ୍ର ସୁନାନିଙ୍କ ବୋଲି ସୂଚନା…
କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ
ଓ୍ବାଶିଂଟନ,୧୨ା୧: ଆମେରିକାର ଶିକାଗୋସ୍ଥିତ ଲାସଲେର ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ବିସ୍ଫୋରଣ ଘଟିଛି। ଏଥିଯୋଗୁ ନିଅଁା ଲାଗି ଫ୍ୟାକ୍ଟ୍ରି ଜଳିଯାଇଛି। ଇଲିନୋଇସ୍ର ଉତ୍ତର ଭାଗରେ ଥିବା ଏହି ପ୍ଲାଣ୍ଟ ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ…
Archives


