‘ସିନେମାର ସିନେମା ସହ ମିଳନ’..
ମୁମ୍ବାଇ: ଏସ ଏସ ରାଜାମୌଳି ମନୋରଞ୍ଜନ ଦୁନିଆର ଜଣେ ଜଣାଶୁଣା ନିର୍ଦ୍ଦେଶକ । ଏହାର ପ୍ରମାଣ ଅନେକ ଥର ମିଳିଛି । ତାଙ୍କ ନିର୍ଦ୍ଦେଶିତ ମୁଭି ପରଦାରେ କମାଲ କରିଥାଏ । ରାଜମୌଳିଙ୍କ ମୁଭି ଆରଆରଆର ଏବେ ୨୦୨୩ ଓସ୍କାର ଦୌଡରେ…
ହଜାର ହଜାର ବର୍ଷ ଧରି ଏହି ପାହାଡ଼ରେ ଲାଗୁଛି ନିଆଁ, କାରଣ ଜାଣିଲେ…
ଦୁନିଆରେ ଅନେକ ଅଜବ ସ୍ଥାନ ରହିଛି, ଯାହା ସମ୍ପର୍କରେ ସବୁ ଲୋକ ଜାଣି ନ ଥାନ୍ତି। ଏବେ ସେମିତି ଏକ ସ୍ଥାନ ବିଷୟରେ ଜାଣିବାକୁ ମିଳିଛି। ଯେଉଁଠି ପାହାଡ଼ ନିଆଁରେ ଜଳୁଛି। ଯଦିଓ ଏହି ପାହାଡ଼ ବିଷୟରେ କେହି ଅଧିକ ଜାଣି…
ମଣ୍ଡିରେ ପଡିଛି ସାଢେ ୩ ହଜାର କୁଇଣ୍ଟାଲ ଧାନ
ଲୋଇସିଂହା,୧୪।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ସମବାୟ ମସିତି(ପାକ୍ସ)ରେ ସାଢେ ୩ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ପଡି ରହିଛି । ପାକ୍ସରେ ଜାଗା ଅଭାବରୁ ୩ କିମି ଦୂର ଭାଲିଆମୁଣ୍ଡା ସାପ୍ତାହିକ ବଜାରରେ ଗତ ୩ ଦିନ…
ଅପରାଧିକ ସମୀକ୍ଷା କଲେ ଗଞ୍ଜାମ ଏସ୍ପି
ଛତ୍ରପୁର,୧୪।୧(ଡି.ଏନ୍.ଏ.): ନୂତନ ଭାବେ ଯୋଗଦେଇଥିବା ଗଞ୍ଜାମ ଏସ୍ପି ଜଗମୋହନ ମୀନା ପ୍ରଥମ ଥର ଲାଗି ଛତ୍ରପୁର ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ଶନିବାର ପହଞ୍ଚିଥିଲେ। ସେଠାରେ ସେ ଅପରାଧିକ ସମୀକ୍ଷା ବୈଠକ କରିଥିଲେ । ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଆଇଆଇସି…
ଜେଲରେ ଓକିଲଙ୍କୁ ଭେଟିଲେ ଓଲା ପ୍ରତିନିଧି
ସମ୍ବଲପୁର,୧୪।୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ସହ ବିଚାରପତିମାନଙ୍କୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଘଟଣାରେ ୩୦ ଓକିଲଙ୍କ ସମେତ ୮ କିନ୍ନର ଓ ଜଣେ ସାଧାରଣ ଲୋକ…
ପାରମ୍ପରିକ ପୋଙ୍ଗଲ ପର୍ବ ଆରମ୍ଭ
ପାରଳାଖେମୁଣ୍ଡି:୧୪।୧: ଶୁକ୍ରବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ତେଲୁଗୁ ସମ୍ପ୍ରଦାୟର ବଡ଼ ପର୍ବ ପୋଙ୍ଗଲ, ଯାହା ଦେଖିବାକୁ ମିଳିଛି ଗଜପତି ଜିଲାରେ। ଜିଲାରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ କାଠଗଣ୍ଡି ଜାଳି ପୋଙ୍ଗଲ ପର୍ବ ଆରମ୍ଭ କରିଛନ୍ତି…
ଘନକୁହୁଡ଼ି ହେଲା କାଳ: ଦୁର୍ଘଟଣାରେ ୨ ମୃତ, ୫ ଆହତ
ରସୁଲପୁର,୧୪।୧: ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଦୀପ୍ତପ୍ରଭା…
ଗଙ୍ଗାସାଗରରେ ବୁଡ଼ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ
କୋଲକାତା,୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଚଳିତ ବର୍ଷ ୩୧ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। କିମ୍ବଦନ୍ତୀ ଅନୁସାରେ,…
ମା’ ତାରିଣୀ ପୀଠରେ ମକର ସଂକ୍ରାନ୍ତି: ସୁନାବେଶରେ ଦର୍ଶନ ଦେଲେ ମା’
କେନ୍ଦୁଝର,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପୀଠରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରାଯାଉଛି। ଏହି ଉପଲକ୍ଷେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ସକାଳୁ ବିଭିନ୍ନ ଜଳାଶୟରେ ମକର ବୁଡ଼ ପକାଇ…
କଳିଙ୍ଗରେ ହକି କମ୍ପନ
ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି): ଟାଇଟଲ ଫେଭରାଇଟ ଅଷ୍ଟ୍ରେଲିଆ ଦମ୍ଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଟମ୍ କ୍ରେଗ୍ ଓ ଜେରେମି ହଓ୍ବୋର୍ଡଙ୍କ ହ୍ୟାଟ୍ରିକ ଗୋଲ ବଳରେ ଫ୍ରାନ୍ସକୁ ୮-୦ ଗୋଲରେ…
ଘନକୁହୁୁଡ଼ି ଯୋଗୁ ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ଡଙ୍ଗା ବାଟବଣା: ଚଳାଚଳ ବନ୍ଦ
ବାଲୁଗାଁ/କୃଷ୍ଣପ୍ରସାଦ,୧୪।୧(ଡି.ଏନ୍.ଏ): ଚିଲିକାରେ ଘନକୁହୁଡ଼ି ଯୋଗୁ ଶନିବାର ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ଡଙ୍ଗା ବାଟବଣା ହୋଇଥିବା ଜଣାପଡିଛି। ପବିତ୍ର ମକର ସଂକ୍ରାନ୍ତି ଅବସରରେ କାଳିଜାଈରେ ମକର ମେଳା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୋରୁରୁ ଯାତ୍ରୀଙ୍କୁ ଧରି କାଳିଜାଈ ମନ୍ଦିର ଯାଉଥିବା…
ବିନ୍ନିଙ୍କ ବିରୋଧରେ ଅଭିଯୋଗ ଖାରଜ
ନୂଆଦିଲ୍ଲୀ, ୧୪।୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ରୋଜର ବିନ୍ନିଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ବିସିସିଆଇ ଏଥିକ୍ସ ଅଫିସର ଭିନିତ୍ ସରଣ (ଅବସରପ୍ରାପ୍ତ) ଖାରଜ କରିଦେଇଛନ୍ତି। ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ଯୁକ୍ତିଯୁକ୍ତ ନୁହେଁ। ଗୁପ୍ତା…
Archives


