ଭୋଜିରୁ ଫେରିବା ବାଟରେ ୪ ଜଣଙ୍କୁ ଅପହରଣ ଅଭିଯୋଗ
ଉମରକୋଟ,୧୨ା୧୨(ସ୍ବ.ପ୍ର.): ଛତିଶଗଡ଼ର କାଙ୍କେରରୁ ଭୋଜିଖାଇ ଫେରୁଥିବା ବେଳେ ଶନିବାର ରାତିରୁ ୪ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ସନ୍ଦେହ କରି କାଙ୍କେର ଥାନାରେ ଏତଲା ଦେଇଛନ୍ତି। ଅପହୃତମାନେ ହେଲେ ନବରଙ୍ଗପୁର ଜିଲା ଉମରକୋଟର ସପନ ସରକାର,…
ମାର୍ଚ୍ଚ ସୁଦ୍ଧା ବରମୁଣ୍ଡା ଆଇଏସ୍ବିଟି
ଭୁବନେଶ୍ବର,୧୨ା୧୨(ବ୍ୟୁରୋ): ପାଖେଇ ଆସୁଛି ହକି ବିଶ୍ୱକପ୍। ଜାନୁୟାରୀରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଜୋର୍ସୋର୍ରେ ଚଳାଇଛନ୍ତି ପ୍ରସ୍ତୁତି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଭୁବନେଶ୍ୱର ଫୋକ୍ସରେ ରହିବ। ତେଣୁ ରାଜଧାନୀକୁ ସୁସଜ୍ଜିତ କରାଯାଉଛି।…
ବିଗ୍ ବଜାର: ମିଳୁନି ସୁୁବିଧା
ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ): କିଶୋର ବୟାନୀଙ୍କ ‘ଫ୍ୟୁଚର ଗ୍ରୁପ୍’ ଅଧୀନ ଦେଶର ସର୍ବବୃହତ୍ ହାଇପରମାର୍କେଟ ଚେନ୍ ‘ବିଗ୍ ବଜାର’ ଷ୍ଟୋରଗୁଡ଼ିକରେ ଏବେ ତାଲା ଝୁଲୁଛି। ବହୁ ଗ୍ରାହକ ବିଗ୍ ବଜାର ଷ୍ଟୋର ଥିବା ସ୍ଥାନକୁ ଯାଇ ଫେରି ଆସୁଛନ୍ତି। ପୂର୍ବରୁ ଶସ୍ତାରେ…
ରୋମର ଏକ ବାରରେ ଗୁଳିକାଣ୍ଡ, ୩ ମହିଳା ମୃତ. ଶ୍ରଦ୍ଧାଞ୍ଜଳି ଜଣାଇଲେ ଇଟାଲି ପ୍ରଧାନମନ୍ତ୍ରୀ
ରୋମ,୧୨ ।୧୨: ଇଟାଲିର ରାଜଧାନୀ ରୋମରେ ରବିବାର ସନ୍ଧ୍ୟାରେ ଏକ ବାରରେ ଜଣେ ବନ୍ଧୁକଧାରୀ ଫାୟରିଂ କରିଥିବା ଘଟଣା ସାମ୍ନାକୁ ଆସିଛି । ନ୍ୟୁଜ ଏଜେନ୍ସି ରଏଟର୍ସ ଇଲାବତୀ ମିଡିଆର ରିପୋର୍ଟ ଆଧାରରେ କହିଛି ରୋମର ଏକ ବାରରେ ଏକ ଆପାର୍ଟମେଣ୍ଟ…
ସଙ୍କଟରେ ପ୍ରାଣୀ ଚିକିତ୍ସା
ଭଦ୍ରକ ଅଫିସ/ ନୟାଗଡ଼ ଅଫିସ୍/ ପାରଳାଖେମୁଣ୍ଡି (ଡି.ଏନ୍.ଏ.) ୧୨।୧୨(ସନାତନ ରାଉତ/ ଲୋକନାଥ ମିଶ୍ର/ ଗିରିଧାରୀ ପରିଚ୍ଛା) ଓଡ଼ିଶାର ବିଭିନ୍ନ ଜିଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ପ୍ରାଣୀ ସମ୍ପଦ ହେଉଛି କୃଷି ବିଭାଗର ମେରୁଦଣ୍ଡ। ଗାଈ, ଛେଳି, ମେଣ୍ଢା, କୁକୁଡ଼ା,…
ପୋଡ଼ିଗଲା ୪୭୦ କୁଇଣ୍ଟାଲ ଧାନ
ସମ୍ବଲପୁର,୧୧ା୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ରବିବାର ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ ବିଲରେ ଧାନ ଅମଳ ସମୟରେ ଟ୍ରେସର ମେଶିନରେ କୌଣସି କାରଣରୁ ଅଗ୍ନିକାଣ୍ଡ ହୋଇଥିଲା । ଫଳରେ ମେଶିନ ସହ ଟ୍ରାକ୍ଟର…
୯୩୬ ଲିଟର ନକଲି ମଦ ଜବତ
ରାଉରକେଲା ଅଫିସ,୧୧।୧୨: ବିଶ୍ରା ଥାନା ଅଧୀନ ଫୁଲଝର ଅଞ୍ଚଳରେ ମଦ କାରବାର ହେଉଥିବା ବେଳେ ରାଉରକେଲା ଅବକାରୀ ପୋଲିସ ରବିବାର ଚଢାଉ କରିଛି। ଚଢାଉ ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପବନ କୁମାର ମିତଲ…
ବୋଲେରୋ ଧକ୍କାରେ ଶିଶୁ ମୃତ: କନ୍ଷ୍ଟେବଳ ଗାଡ଼ି ଚଳାଉଥିବା ସନ୍ଦେହ
କେନ୍ଦୁଝର,୧୧।୧୨(ନି.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ରାଇସୁଆଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ଏକ ବୋଲେରୋ ଧକ୍କାରେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଚାଳକ ଏବଂ ଗାଡ଼ିରେ ଥିବା ଅନ୍ୟ ଜଣେ ଗାଡ଼ି ଛାଡ଼ି ଫେରାର…
ପଟ୍ରଗୁଡ଼ାରେ ଝାଡାବାନ୍ତି: ଗୋଟିଏ ପରିବାରର ୮ ଆକ୍ରାନ୍ତ
ବୈପାରିଗୁଡା,୧୧ା୧୨ (ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତ ପଟ୍ରଗୁଡ଼ା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି। ଏଥିରେ ଗୋଟିଏ ପରିବାରର ୮ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରନ୍ତଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଶିଶୁ…
ପୋଖରୀକୁ ଖସିପଡ଼ିଲା ଟ୍ୟାଙ୍କର
ପଡିଆବାହାଲ,୧୧ା୧୨(ଡି.ଏନ.ଏ.): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥର ବିନାୟକଡେରା ମଝି ବୁଲାଣିଠାରେ ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସିପଡି ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି l ସମ୍ବଲପୁରରୁ ଦେବଗଡ଼ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…
୨ ସ୍ତ୍ରୀ ଏକସଙ୍ଗେ ହେଲେ ଗର୍ଭବତୀ, ସୂଚନା ଦେଇ ଟ୍ରୋଲ ହେଲେ ୟୁଟ୍ୟୁବର
ଲୋକପ୍ରିୟ ୟୁଟ୍ୟୁବର ଅରମାନ ମଲିକ ଆଜିକାଲି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି। ନିକଟରେ ସେ ତାଙ୍କ ସ୍ତ୍ରୀ ପାୟଲ ଏବଂ କ୍ରିତିକାଙ୍କ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। ୟୁଜର୍ସ ଅଭିନନ୍ଦନ ଜଣାଇବା ପରିବର୍ତ୍ତେ ତାଙ୍କୁ ଟ୍ରୋଲ କରୁଛନ୍ତି। ଅରମାନ ମଲିକ…
କର୍ମଚାରୀଙ୍କୁ ଧମକ ଦେଲେ ଏଲନ ମସ୍କ
ଓ୍ବାଶିଂଟନ୍,୧୧।୧୨:ଟୁଇଟରର ଗୋପନୀୟ ତଥ୍ୟକୁ ମିଡିଆ ସାମ୍ନାରେ ପ୍ରଘଟ ନ କରିବା ପାଇଁ ଟୁଇଟର ମାଲିକ ଏଲନ ମସ୍କ କର୍ମଚାରୀଙ୍କୁ ଧମକ ଦେଇଛନ୍ତି। ମସ୍କ ଟୁଇଟର୍ କାର୍ଯ୍ୟାଳୟରେ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଟୁଇଟର ଏମ୍ପ୍ଲଇମାନେ କମ୍ପାନୀର ଗୁପ୍ତ ତଥ୍ୟ…
Archives


