ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: ଅଧିକ ସନ୍ତାନ ଜନ୍ମ କର, ମିଳିବ ପ୍ରୋତ୍ସାହନ
ଗ୍ୟାଙ୍ଗଟକ୍,୧୭।୧: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଅଧିକ ସନ୍ତାନ ଜନ୍ମ କରିବାକୁ ଅପିଲ କରିଛନ୍ତି। ଦକ୍ଷିଣ ସିକ୍କିମର ଜୋରଥାଙ୍ଗ ସହରରେ ମାଘ ସଂକ୍ରାନ୍ତି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ସିକ୍କିମରେ ନିକଟ ବର୍ଷରେ ଜନ୍ମହାର କମିବାରେ ଲାଗିଛି। ଫଳରେ…
ୟୁକ୍ରେନରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ତୁରନ୍ତ ବନ୍ଦ ହେବା ଜରୁରୀ: ଜାତିସଂଘ
ନ୍ୟୁୟର୍କ,୧୭ ।୧: ଜାତିସଂଘର ମହାସଚିବ ଏଣ୍ଟୋନିୟୋ ଗୁଟେରସ ସୋମବାର ୟୁକ୍ରେନ୍ର ନିପ୍ରୋ ସହରର ଏକ ବଡ ଘରୋଇ କୋଠା ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି, ଯେଉଁଥିରେ ଅତିକମରେ ୪୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଜାତିସଂଘ ମହାସଚିବଙ୍କ ସହଯୋଗୀ ପ୍ରବକ୍ତା…
ସୋରଡ଼ାରେ ଅଗ୍ନିକାଣ୍ଡ: ୪ ଗୁରୁତର
ସୋରଡ଼ା,୧୬।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମରେ ସୋମବାର ସନ୍ଧ୍ୟାରେ ଅଗ୍ନିଗାଣ୍ଡ ଘଟିଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର…
ହାତୀ ଆକ୍ରମଣରେ ଜୀବନ ଗଲା
ବାରିପଦା ଅଫିସ,୧୬ା୧- ମୟୂରଭଞ୍ଜ ଜିଲା ଦେଉଳି ରେଞ୍ଜ ଅଞ୍ଚଳରେ ସୋମବାର ସାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଛି। ମୃତକ ହେଲେ ସାଲସାହିର ରାମ ଭକ୍ତା(୫୦)। ଘର ବାରଣ୍ଡାରେ ଶୋଇଥିବା ବେଳେ ଝାଡ଼ଖଣ୍ଡୀ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ପୋଲିସ ମୃତଦେହ…
ପୋଲ ତଳକୁ ଖସିଲା କାର୍: ଶିଶୁକନ୍ୟା ମୃତ, ୪ ଗୁରୁତର
କ.ନୂଆଗାଁ/ଫୁଲବାଣୀ ଅଫିସ,୧୬ା୧: କନ୍ଧମାଳ ଜିଲା ସାରଙ୍ଗଡ ଥାନା ଅନ୍ତର୍ଗତ ବନାଙ୍ଗିଆ ଡ୍ୟାମ ନିକଟ ପୋଲରେ ସୋମବାର ଏକ କାର୍ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସିପଡ଼ିଛି। ଏଥିରେ ୩ ବର୍ଷୀୟା ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ…
ଆକ୍ରମଣ, ପ୍ରତି ଆକ୍ରମଣ ଘଟଣା, ୬ ଗିରଫ
ଆସିକା,୧୬ା୧(ଡି.ଏନ.ଏ.): କୋଟିନଡା ଥାନା ଅନ୍ତର୍ଗତ ବେଣିଆ ଗ୍ରାମରେ ରବିବାର ରାତିରେ ଘଟିଥିବା ଆକ୍ରମଣ ଓ ପ୍ରତିଆକ୍ରମଣ ଘଟଣାରେ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପରସ୍ପର ବିରୋଧୀ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ପୋଲିସ ଗୋଟିଏ ପକ୍ଷର…
ଷ୍ଟ୍ରେଚରରେ ବୁହାହେଉଛି ଫୁଲଗଛ
କେନ୍ଦୁଝର,୧୬ା୧ (ସ୍ବ.ପ୍ର.) : ସ୍ଥାନୀୟ କେନ୍ଦୁଝର ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ ସୋମବାର ଏକ ଷ୍ଟ୍ରେଚରରେ ଫୁଲ ଗଛ ବୁହାଯାଉଥିଲା। ଏହାର ଫଟୋ ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆସୁଥିବା ରୋଗୀମାନେ ଅନେକ ସମୟରେ ଷ୍ଟ୍ରେଚର…
ଦିଲ୍ଲୀ, ୟୁପି ସମେତ ଏହି ରାଜ୍ୟରେ ୩ ଦିନିଆ ୟେଲୋ ଆଲର୍ଟ
ନୂଆଦିଲ୍ଲୀ,୧୬।୧: ଉତ୍ତର ଭାରତର କେତେକ ରାଜ୍ୟରେ ଗତ କିଛି ଦିନରୁ ଶୀତଲହରୀରୁ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ପୁଣି ଥରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସୋମବାର…
ଓଲଟିଲା ଗୋରୁ ବୋଝେଇ ଟ୍ରକ୍: ୧୪ ମୃତ, ୧୦ ଗୁରୁତର
ଭୋଗରାଇ, ୧୬।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବର୍ଡର ରାସ୍ତାର ମହାନ୍ତି ଛକଠାରେ ସୋମବାର ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୪ଟି ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୧୦ ଗୋରୁ…
୨୫ରେ ହେବ ଜ୍ୟାକଲିନ୍ଙ୍କ ଆବେଦନର ଶୁଣାଣି
ନୂଆଦିଲ୍ଲୀ,୧୬।୧: ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ନାଡିଜ୍ ସୋମବାର ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ହାଜର ହୋଇଥିଲେ। ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ସହ ଜଡିତ ୨୦୦ କୋଟର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାମ ସାମିଲ ରହିଛି।…
ଛୁଆହାତୀ ମୃତ୍ୟୁ ଘଟଣାରେ ୨ ଗିରଫ
ରାଇକିଆ,୧୬ା୧(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବାରବା ରେଞ୍ଜରେ ଗତ ବୁଧବାର ଏକ ଛୁଆହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ ରବିବାର ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସୋରଡ଼ା ଅଞ୍ଚଳର ଗଙ୍ଗାଧର ବିଷୋୟୀ ଏବଂ…
ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ପନ୍ତଙ୍କ ପ୍ରଥମ ଟୁଇଟ୍
ମୁମ୍ବାଇ,୧୬।୧: ଭାରତୀୟ ଉଇକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଦୁର୍ଘଟଣା ପରେ ପ୍ରଥମ ଟୁଇଟ୍ କରିଛନ୍ତି। ପନ୍ତ ଟୁଇଟ୍ କରି କହିଛନ୍ତି, ସମର୍ଥନ ଏବଂ ଶୁଭକାମନା ପାଇଁ ମୁଁ ସମସ୍ତଙ୍କ ପାଖେ କୃତଜ୍ଞ। ମୋର ଅସ୍ତ୍ରୋପଚାର ସଫଳ ହୋଇଛି। ମୁଁ…
Archives


