Home Left

ଆଭା ପଞ୍ଜୀକରଣରେ ଓଟିପି ବାଧକ

ରସୁଲପୁର,୧୨ା୧୨(ଡି.ଏନ.ଏ.): ଆୟୁଷମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ରାଜ୍ୟ ସରକାର ଆୟୁଷମାନ ଭାରତର ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ମୁହଁ ମୋଡୁଛନ୍ତି। ହେଲେ ଆୟୁଷମାନ ଭାରତ ହେଲ୍‌ଥ ଆକାଉଣ୍ଟ(ଆଭା)କୁ ଗ୍ରହଣ କରିଛନ୍ତି। ଆଧାର…

ଜଷ୍ଟିସ୍‌ ଦୀପଙ୍କର ଦତ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୧୨।୧୨(ପି.ଟି.): ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କୁ ରବିବାର ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୧୯୬୫ ଫେବୃୟାରୀ ୯ରେ ଜନ୍ମିତ…

ବେଆଇନ କୋଠା ନିର୍ମାଣ ଯାଞ୍ଚ ହେବ

ପୁରୀ ଅଫିସ ୧୨ା୧୨: ପୁରୀ ବଡ଼ଦାଣ୍ଡରୁ ଆରମ୍ଭକରି ବେଳାଭୂମି ପର୍ଯ୍ୟନ୍ତ ଅନେକ ବେଆଇନ କୋଠା ନିର୍ମାଣ ହୋଇଛି। କେଉଁଠି ପିକେଡିଏ ନିୟମ ତ ଆଉ କେଉଁଠାରେ ସିଆର୍‌ଜେଡ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ବେଆଇନ କୋଠା ନିର୍ମାଣ ଚାଲିଛି। ଏହା ପ୍ରଶାସନ…

ଆମିଷ ହାଟକୁ ଭୁଲିଗଲା ବିଏମ୍‌ସି

ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥାକୁ ଦୃଢ କରିବା ପାଇଁ ବିଏମ୍‌ସି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଥିରେ ସଫଳ ହୋଇପାରୁନାହିଁ। ବ୍ୟବସାୟିକ ଅଞ୍ଚଳରୁ ଅଳିଆ ଉଠାଇବା ପାଇଁ ୫୭ଟି ନୂତନ ସଫେଇ ଗାଡ଼ି ନିୟୋଜିତ କରିଥିବାବେଳେ…

ରାୟଗଡ଼ାର ୬୨ ଆଇସିଟି ଲାବ୍‌ରେ ତାଲା

ରାୟଗଡ଼ା ଅଫିସ,୧୨ା୧୨: ବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ୨୦୧୪ ରେ ଆଇସିଟି(ଇନ୍‌ଫର୍ମେସନ ଆଣ୍ଡ୍‌ କମ୍ୟୁନିକେସନ ଟେକ୍ନୋଲୋଜି) ସ୍କୁଲ ଯୋଜନାରେ ଆରମ୍ଭ ହୋଇଥିବା ଇ-ବିଦ୍ୟାଳୟ କାର୍ଯ୍ୟକ୍ରମ ବିଫଳ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କୁ ପୁସ୍ତକ ବଦଳରେ…

୯ ବର୍ଷ ପରେ ଖୋଲିଲା ରହସ୍ୟ

ଢେଙ୍କାନାଳ ଅଫିସ, ୧୨।୧୨: ଢେଙ୍କାନାଳ ପୌରାଞ୍ଚଳ ଭଗବାନପୁର ଅଞ୍ଚଳର ଦୋଳଗୋବିନ୍ଦ ବେହେରା ହତ୍ୟାକାଣ୍ଡ ମାମଲାର ରହସ୍ୟ ଦୀର୍ଘ ୯ ବର୍ଷ ପରେ ଉନ୍ମୋଚିତ ହୋଇଛି। ଛେଳିଚୋରି ରୋକିବାକୁ ଅଭିଯୁକ୍ତମାନେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୋଳଗୋବିନ୍ଦଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ…

ପରିବହନ ନୀତି ପରିବର୍ତ୍ତନ ନ ହେଲେ ଧର୍ମଘଟ

କଟକ ଅଫିସ,୧୨ା୧୨: ରାଜ୍ୟ ସରକାର ପରିବହନର ନୀତିରେ ପରିବର୍ତ୍ତନ ନ ଆଣିଲେ ଆସନ୍ତା ଜାନୁୟାରୀ ୧୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଟ୍ରକ ଧର୍ମଘଟ ହେବ। ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ପକ୍ଷରୁ କଟକ ଗଣ୍ଡରପୁରସ୍ଥିତ ମହାସଂଘ କାର୍ଯ୍ୟାଳୟରେ ରବିବାର…

ବିଇଏମ୍‌ସି କମିଶନରଙ୍କ ବିରୋଧରେ ଏତଲା

ବ୍ରହ୍ମପୁର ଅଫିସ,୧୨ା୧୨: ସହରରେ ମଶା ପ୍ରାଦୁର୍ଭାବକୁ ନେଇ ଗତ ୭ ତାରିଖରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) କାର୍ଯ୍ୟାଳୟ ପରିସରରେ ଭାଜପା କର୍ମୀ ଓ କମିଶନର ମୁହାଁମୁହିଁ ହୋଇଥିଲେ। ଶନିବାର ବିଇଏମ୍‌ସି କାର୍ଯ୍ୟାଳୟର କର୍ମଚାରୀଙ୍କ ପକ୍ଷରୁ ଭାଜପା ବରିଷ୍ଠ ନେତା କାହ୍ନୁ…

୧୨ବର୍ଷରେ ପୋଡ଼ିଲାଣି ୧୯ ମୃତ ହାତୀ

ବାରିପଦା ଅଫିସ,୧୨ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ଗଜରାଜଙ୍କ ଲାଗି ବିପଦ ସାଜିଛି। ଶିକାରୀମାନେ ଅବାଧରେ ପଶି ହାତୀ ଶିକାର କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ ଧରିବା ପରିବର୍ତ୍ତେ ନିଜର ଅପାରଗତାକୁ ଲୁଚାଇବାକୁ ପ୍ରୟାସ ଚଳାଇଛି। ଏପରି କି…

ପାକିସ୍ତାନ ସେନା ସହ ତାଲିବାନର ଗୁଳିଗୋଳା ବର୍ଷଣ, ୧୦ ମୃତ, ୩୭ ଆହତ

କାବୁଲ/ଇସଲାମାବାଦ,୧୨ ।୧୨: ପାକିସ୍ତାନର ସେନା ଓ ତାଲିବାନର ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚମନ ସୀମାରେ ବହୁ ମାତ୍ରାରେ ଗୁଳିଗୋଳା ବର୍ଷା ହୋଇଛି । ଏହି ଦୁଇ ଦେଶର ଆକ୍ରମଣ ମଧ୍ୟରେ ଏବେ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ହୋଇଛି, ଏହାସହ ୩୭ରୁ ଅଧିକ…

କଟକରୁ ଅପହରଣ, ନୟାଗଡ଼ରେ ହତ୍ୟା

ନୂଆଗାଁ,୧୨।୧୨ (ଡି.ଏନ.ଏ.): କଟକ ସହର ଲାଲବାଗ ଥାନା ଅଧୀନ ମହାନ୍ତିପଡ଼ା ଅଞ୍ଚଳର ଶୈଳେନ୍ଦ୍ରନାଥ ଜେନା ନାମକ ଜଣେ ଯୁବକଙ୍କୁ ଅପହରଣ କରି ନେଇ ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ଅଞ୍ଚଳରେ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି।…

ବ୍ୟାପୁଛି ଚର୍ମବିଣ୍ଡି, ୧୦ହଜାରରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କେତେକ ସ୍ଥାନରେ ଗୋରୁଙ୍କଠାରେ ଭୂତାଣୁଜନିତ ଚର୍ମବିଣ୍ଡି ରୋଗ ଦେଖାଯାଇଛି। ଏହା ବ୍ୟାପୁଥିବାରୁ ଚିନ୍ତା ବଢ଼ିଛି। ଏହି ରୋଗର ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୫୪୧ ପ୍ରାଣୀ ଚିକିତ୍ସାଳୟ, ୩,୨୩୯ ପ୍ରାଣୀସମ୍ପଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri