Home Left

‘ଦ ନାଇଟ୍‌ ମ୍ୟାନେଜର’ର ଦମ୍‌ଦାର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନିଲ କପୁର ଓ ଆଦିତ୍ୟ କପୁରଙ୍କ ଅଭିନିତ ଓ୍ବେବ ସିରିଜ୍‌ ‘ଦ ନାଇଟ ମ୍ୟାନେଜର’ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ଅନିଲ କପୁରଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିବା ବେଳେ ଆଦିତ୍ୟ ମଧ୍ୟ ନିଆରା ଅନ୍ଦାଜରେ…

ଶିଳ୍ପାଙ୍କ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ଫିଟ୍‌ନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଶିଳ୍ପା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଧିକାଂଶ ସମୟରେ ସେ ତାଙ୍କର ଷ୍ଟାଇଲିସ୍‌ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ ବି କରିଥାନ୍ତି। ସେ ଏବେ ତାଙ୍କର ଏକ…

ଜ୍ୟାକେଟ୍‌ ନୁହେଁ ରେନ୍‌କୋର୍ଟ ପିନ୍ଧିଥିଲେ ରାହୁଲ: କଂଗ୍ରେସ

ନୂଆଦିଲ୍ଲୀ,୨୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଶୁକ୍ରବାର ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଏହି ସମୟରେ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏକ କଳା ଜ୍ୟାକେଟ୍‌ ପିନ୍ଧିଥିବାର ନଜର ଆସିଥିଲେ। ଏଭଳି ପରିସ୍ଥିତିରେ ଲୋକେ…

୪ଟାରେ ଖବରଦାତା ସମ୍ମିଳନୀ କରିବେ ବ୍ରଜଭୂଷଣ

ନୂଆଦିଲ୍ଲୀ,୨୦।୧: ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତି ଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂ ଶୁକ୍ରବାର ଅପରାହ୍ନ ୪ ଟାରେ ଏକ ଖବରଦାତା ସମ୍ମିଳନୀ କରିବେ। ଏହି ସାମ୍ବାଦିକ ସମ୍ମିଳନୀ…

‘କାହାକୁ ଦୁଃଖ ଦେବା ପୂର୍ବରୁ ଦୁଇଥର ଭାବ’

ମୁମ୍ବାଇ: ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ଆଜିକାଲି ଅନେକ ଚର୍ଚ୍ଚାରେ ରହୁଛନ୍ତି। ପୂର୍ବରୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ମୁମ୍ବାଇ ପୋଲିସ ପଚରାଉଚରା କରିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଶେର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ରାଖୀଙ୍କୁ ଗୁରୁବାର…

କ୍ୟାଟ୍ରିନାଙ୍କୁ ଆଡ଼ ଆଖିରେ ଚାହିଁଲେନି ରଣବୀର-ଆଲିଆ

ମୁମ୍ବାଇ: ଆଫେୟାର ଏବଂ ବ୍ରେକଅପ୍‌ ବଲିଉଡରେ କିଛି ନୂଆ କଥା ନୁହେଁ। ବହୁ ବର୍ଷ ଧରି ସମ୍ପର୍କ ଥିବା ସତ୍ତ୍ୱେ ଅନେକ ଷ୍ଟାର୍‌ ବିବାହ କରିପାରି ନାହାନ୍ତି। ସେମାନଙ୍କର ରାସ୍ତା ଅଲଗା ହୋଇଯାଇଛି। ରଣବୀର କପୁର ଏବଂ କ୍ୟାଟ୍ରିନା କୈଫ୍‌ ସେମାନଙ୍କ…

ଏୟାର ଇଣ୍ଡିଆ କମ୍ପାନୀ ଉପରେ ଲାଗିଲା ୩୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୨୦।୧: ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଡିଡିସିଏ ଏୟାର ଇଣ୍ଡିଆ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଏଥିସହ ସଠିକ୍‌ କର୍ତ୍ତବ୍ୟ ପାଳନ ବିଫଳ ଯୋଗୁ ବିମାନର ପାଇଲଟ-ଇନ-କମାଣ୍ଡର ଲାଇସେନ୍ସକୁ ୩ ମାସ ପାଇଁ…

ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୦।୧: ଆଜିକାଲି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ସିରିଜ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଦଳ ୧୨ ରନ୍‌ରେ ଜିତିଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ଭ୍ରମଣକାରୀ ଦଳକୁ ୩୫୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଏହାର…

ଶିକ୍ଷକ ଅନିରୁଦ୍ଧ ସ୍ବାଇଁ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଅନଶନ

ହାଟଡିହୀ,୨୦ା୧(ଡି.ଏନ୍‌.ଏ.): ୨୦୨୨ ନଭେମ୍ବର ୧୪ରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢେଙ୍କା ହାଇସ୍କୁଲର ଶିକ୍ଷକ ଇଞ୍ଚଳ ଗ୍ରାମର ଅନିରୁଦ୍ଧ ସ୍ବାଇଁଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରୈଗାଁଠାରେ ଥିବା ତାଙ୍କ ଭଡ଼ାଘରୁ ଉଦ୍ଧାର ହୋଇଥିଲା। ପ୍ରକାଶ ଚନ୍ଦ୍ର ସ୍ବାଇଁଙ୍କ ଅଭିଯୋଗକୁ ଭିତ୍ତି…

ଭୟାନକ ଡ୍ରାଇଭିଂ, ଭିଡିଓ ଦେଖିଲେ…

ଯଦି ଆପଣ ଗାଡ଼ି ଚଳାଉଛନ୍ତି, ତେବେ ଏଥିରେ ପାରଙ୍ଗମ ହେବା ଏକ ଭଲ କଥା। କିନ୍ତୁ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଅର୍ଥ ଆପଣଙ୍କ ଜୀବନକୁ ବିପଦରେ ପକାଇବା। ଏପରି ଏକ ପାଗଳ ଡ୍ରାଇଭିଂ କୌଶଳର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଥଣ୍ଡା ଭୟ: ଶେଷରେ ଜ୍ୟାକେଟ୍‌ ପିନ୍ଧିଲେ ରାହୁଲ

ନୂଆଦିଲ୍ଲୀ,୨୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରା ଶୁକ୍ରବାର ଜମ୍ମୁର କାଠୁଆରେ ଚାଲିଛି। ଦେଶର ବିଭିନ୍ନ ସ୍ଥାନରେ ଶୀତଲହରୀ ଚାଲିଥିବାବେଳେ ରାହୁଲ ଗାନ୍ଧୀ କେବଳ ଟି-ଶର୍ଟ ପିନ୍ଧି ଉତ୍ତର ଭାରତରେ ଯାତ୍ରା କରୁଥିଲେ, କିନ୍ତୁ ଆଜି ପ୍ରଥମ…

ମହିଳାଙ୍କୁ ଦଳିଦେଲା ହାତୀ

ରୁପ୍ରାରୋଡ଼,୨୦।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ବାଗପୁର ଗ୍ରାମରେ ଏକ ଅଘଟଣ ଘଟିଛି। ଏକ ଦନ୍ତାହାତୀ ଜଣେ ମହିଳାଙ୍କୁ ଦଳି ଦେଇଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚମ୍ପା ଗଉଡ଼(୫୨)। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଚମ୍ପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri