Home Left

ବ୍ରିଜ୍‌ଭୂଷଣଙ୍କ ନାଁରେ ଏଫ୍‌ଆଇଆର୍‌ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫ା୪: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀ ପୋଲିସର ଭୂମିକା ସନ୍ଦେହ ଘେରରେ। ଏହି ପ୍ରସଙ୍ଗରେ କନ୍ନଟପ୍ଲେସ୍‌ ଥାନାରେ ଅଭିଯୋଗ ସତ୍ତ୍ୱେ…

ଶିଶୁଙ୍କ ବୋଧଶକ୍ତି କମାଇପାରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୬।୪: ଭାରତରେ ଦୁଇ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କଠାରେ ଦେଖାଦେଉଥିବା ବୋଧଶକ୍ତି ସମସ୍ୟା ସହ ନିମ୍ନମାନର ବାୟୁର ସମ୍ପର୍କ ରହିଥାଇପାରେ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ୨ ବର୍ଷ ବୟସ ମଧ୍ୟରେ ଶିଶୁମାନଙ୍କର ମସ୍ତିଷ୍କର ସର୍ବାଧିକ ଅଭିବୃଦ୍ଧି ହୋଇଥାଏ। ଏହି ସମୟରେ…

ଗୋସାଇଁ ଗୁପ୍ତରେ କର୍ଣ୍ଣରେ ଦିଅନ୍ତି ମହାମନ୍ତ୍ର

ମହାକାଳପଡ଼ା,୨୬।୪ (ଡି.ଏନ୍‌.ଏ.) ପ୍ରାଚୀନ କାଳରେ ଗୁରୁକୁଳ ଆଶ୍ରମରେ ସାଧୁ ସନ୍ନ୍ୟାସୀମାନେ ନିଜର ଛାତ୍ରୀଛାତ୍ରଙ୍କୁ ଗୁପ୍ତରେ କର୍ଣ୍ଣରେ ଗୁରୁ ମହାମନ୍ତ୍ର ଦେଉଥିଲେ। ଆଜିକା ଦିନରେ ଗୁରୁକୁଳ ଆଶ୍ରମ ଲୋପପାଇବାକୁ ବସିଲାଣି। ତଥାପି ଏହି ପ୍ରାଚୀନ ପରମ୍ପରା ଆଧୁନିକ ସଭ୍ୟତାରେ ଆଜି ବି ବଞ୍ଚତ୍ରହିଛି।…

ଡେରାବିଶ: ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ପ୍ରହସନ

ଡେରାବିଶ,୨୬।୪ (ସ୍ବ.ପ୍ର.) ଜିଲା, ତହସିଲ, ବ୍ଲକ ଓ ସଦର ମହକୁମାରେ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଥିବା ସାଧାରଣ ଲୋକ ନିଜର ଅଭିଯୋଗ ପାଇଁ ଖର୍ଚ୍ଚାନ୍ତ ହୋଇ ଏତେ ଦୂର ଯାଇ ପାରୁ ନାହାନ୍ତି। ଏହାକୁ ଲକ୍ଷ୍ୟ କରି କେନ୍ଦ୍ରାପଡ଼ା ଜିଲାରେ ୨୦୨୨…

ମରାମତି ହେଉନି ଏଲ୍‌ଟି ଲାଇନ୍‌

ବାଲିଚନ୍ଦ୍ରପୁର,୨୬।୪ (ସ୍ବ.ପ୍ର.) ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ଗ୍ରାମାଞ୍ଚଳରେ ଥିବା ଏଲ୍‌ଟି ଲାଇନ୍‌ ମରାମତି ହେଉନାହିଁ। ଫଳରେ କେତେକ ଜାଗାରେ ବିଦ୍ୟୁତ୍‌ ତାର ଝୁଲି ରହୁଥିବା ବେଳେ କେତେକ ସ୍ଥାନରେ ଗଛଡ଼ାଳ ପଡ଼ି ତାର ଶୋଇ ରହିଛି। ଅନେକସ୍ଥାନରେ…

ଅନ୍ଧାରରେ ଜାରକା ଅସ୍ଥାୟୀ ବସ୍‌ଷ୍ଟାଣ୍ଡ

ଧର୍ମଶାଳା,୨୬।୪ (ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥର ଜାରକା ନୂତନ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ପରିସର ଅନ୍ଧାରରେ ରହିଛି। ଜାରକାଠାରେ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ହେବା ପରେ ରାଜପଥର ଉଭୟ ପାର୍ଶ୍ୱରେ ହାଇ ମାଷ୍ଟ ଲାଇଟର ବ୍ୟବସ୍ଥା କରାଯାଇଥିଲା। ହେଲେ ଗତ…

ଭୂତକୋଠି ପାଲଟିଛି ଫରେଷ୍ଟ ବିଟ୍‌ ହାଉସ

ପାରାଦୀପ,୨୬।୪ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଷଣ୍ଢକୁଦ ଉପାନ୍ତରେ ଜଙ୍ଗଲ ଓ ପରିବେଶ ବିଭାଗର ଫରେଷ୍ଟ ବିଟ୍‌ ହାଉସ ରହିଛି। ସମ୍ପ୍ରତି ଏହା ଭାଙ୍ଗିରୁଜି ଗଲାଣି। ସେଠାରେ ଏବେ କେହି ରହୁନାହାନ୍ତି। ସମୁଦ୍ର ବେଳାଭୂମି ରାସ୍ତାରେ ଗଲେ ତାହା ଦୂରରୁ ଭୂତକୋଠି…

୩ ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରିରୁ ବହିଷ୍କୃତ

କେନ୍ଦ୍ରାପଡ଼ା ଅଫିସ,୨୬।୪: କେନ୍ଦ୍ରାପଡ଼ା ଡାକ ବିଭାଗରେ ଜାଲ ସାର୍ଟିଫିକେଟ ମାଧ୍ୟମରେ ଚାକିରି ଲିଙ୍କ୍‌ ଧରାପଡ଼ିଛି। ଡାକ ଅଧୀକ୍ଷକ ୨୦୧୮ରୁ ଅଦ୍ୟାବଧି ଚାକିରି କରିଥିବା କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରି ୩ଜଣ ବ୍ରାଞ୍ଚ ପୋଷ୍ଟମାଷ୍ଟରଙ୍କୁ ମଙ୍ଗଳବାର ଚାକିରିରୁ ବହିଷ୍କୃତ କରିଛନ୍ତି। ଏଥିସହ ଜଣେ…

ନକଲି ଶିକ୍ଷକଙ୍କ ମାଷ୍ଟରମାଇଣ୍ଡ ନକଲି ବିଇଓ

ଯାଜପୁର ଅଫିସ/କୋରେଇ, (ଡି.ଏନ.ଏ.),୨୬।୪: ରାଜ୍ୟରେ ବିଭିନ୍ନ ଜିଲାରେ ନକଲି ପ୍ରମାଣପତ୍ରଧାରୀଙ୍କ ଉପରେ ତନାଘନା ତଦନ୍ତ ଚାଲିଛି। ହେଲେ ଯାଜପୁର ଜିଲାରେ ନକଲି ଆଦିବାସୀ ସାଜି ଶିକ୍ଷକତା କରୁଥିବା ବ୍ୟକ୍ତିିଙ୍କ ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଶୀର୍ବାଦ ରହିଥିବା ଚର୍ଚ୍ଚା ହେଉଛି। ଏପରି କି…

ଗଚ୍ଛିତ ଚାଉଳକୁ ନେଇ ଅଡୁଆରେ ରିଟେଲର

ଚଣ୍ଡିଖୋଲ,୨୬।୪ (ଡି.ଏନ୍‌.ଏ.): କେନ୍ଦ୍ର ସରକାର ଗତ ଜାନୁୟାରୀରୁ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣା ଚାଉଳ ପ୍ରଦାନ କରିବା ପରେ ଚାଉଳ ଯୋଗାଣ ନିୟମ କଡ଼ାକଡ଼ି କରିଛନ୍ତି। ଏଥିନେଇ ଗତ ୧୯ତାରିଖରେ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ବିଭାଗ ଅତିରିକ୍ତ ସଚିବ ନେତ୍ରମଣି ପଣ୍ଡା…

ବନ୍ଧୁକ ଲଗାଇ ଅପହରଣ ପରେ ହତ୍ୟା ଉଦ୍ୟମ

ଗୋପ,୨୫।୪(ଡି.ଏନ୍‌.ଏ.): ସୋମବାର ବିଳମ୍ବିତ ରାତିରେ ଗୋପ ଥାନା ଅନ୍ତର୍ଗତ ଓରୁଆଳି ଗ୍ରାମ ନିକଟରେ ପାନ ଦୋକାନ କରିଥିବା ଉକ୍ତ ଗ୍ରାମର ପ୍ରଦୀପ ଦାସ(୨୮)ଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳୁ ସେ ଭୁବନେଶ୍ୱରର ଧଉଳି…

ମାଟ୍ରିକ୍‌ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ପ୍ରସଙ୍ଗ: ‘ବି’ ସେଟ୍‌ ପରୀକ୍ଷାର୍ଥୀଙ୍କୁ ୧୭ ମାର୍କ ମିଳିବା ଖବର ମିଥ୍ୟା: ରାମାଶିଷ

‘ବି’ ସେଟ୍‌ ପରୀକ୍ଷାର୍ଥୀଙ୍କୁ ୧୭ ମାର୍କ ମିଳିବା ଖବର ମିଥ୍ୟା: ରାମାଶିଷ କଟକ ଅଫିସ,୨୫ା୪- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ମୁଦ୍ରଣ ଜନିତ ତ୍ରୁଟି ପାଇଁ ସାମାଜିକ ବିଜ୍ଞାନ ‘ବି’ ସେଟ୍‌ ଛାତ୍ରୀଛାତ୍ରଙ୍କୁ ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?