ବଢିଲା ବ୍ରଜଭୂଷଣଙ୍କ ଅଡୁଆ: ସଫେଇରେ ସନ୍ତୁଷ୍ଟ ନାହାନ୍ତି ସରକାର
ନୂଆଦିଲ୍ଲୀ,୨୦।୧: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା ଭାଜପା ଏମ୍ପି ବ୍ରଜଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାକୁ ଲାଗିଛି। ଅନେକ ଅନ୍ତର୍ଜାତୀୟ ସ୍ତରର ରେସ୍ଲର୍ଙ୍କ ଗୁରୁତର ଅଭିଯୋଗ ଉପରେ ବ୍ରଜଭୂଷଣଙ୍କ ସ୍ପଷ୍ଟୀକରଣରେ ସରକାର ସନ୍ତୁଷ୍ଟ ନୁହଁନ୍ତି। ଏହି ଅଭିଯୋଗର ତଦନ୍ତ…
ଇସ୍ପାତ କାରଖାନା ପାଇଁ ଜମି କିସମ ପରିବର୍ତ୍ତନକୁ ବିରୋଧ
କେନ୍ଦୁଝର,୨୦ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରିବର୍ତ୍ତନ ପାଇଁ ଗ୍ରାମବାସୀଙ୍କୁ ନୋଟିସ୍ କରାଯାଇଛି। ଜମିକୁ ଇଡ୍କୋ ମାଧ୍ୟମରେ ଅଧିଗ୍ରହଣ ପରେ ଏକ ଇସ୍ପାତ କାରଖାନା ପାଇଁ ହସ୍ତାନ୍ତର କରାଯିବ। ଏଥିପାଇଁ…
ମୋ ଫ୍ୟୁଜ୍ ଉଡିଯାଇଛି…କାହିଁକି ଏମିତି କହିଲେ ରଣବୀର
ବଲିଉଡ୍ ଅଭିନେତା ରଣବୀର ସିଂ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଅଭିନୟ ସହିତ ସେ ନିଜର ବିନ୍ଦାସ ଅନ୍ଦାଜ୍ ଏବଂ ଡ୍ରେସିଂ ଷ୍ଟାଇଲ୍ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ସେ ତାଙ୍କ ସ୍କୁଲ ଦିନର ସୁନ୍ଦର ସ୍ମୃତିକୁ ମନେ ପକାଇ ଅନେକ…
ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ
ବାଲେଶ୍ୱର ଅଫିସ,୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦହପଡ଼ା ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଥିବା ନେଇ ଅଞ୍ଚଳବାସୀ ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଉକ୍ତ ପଞ୍ଚାୟତର ଦହପଡ଼ା, କଣ୍ଟାବଣିଆ, ଗମ୍ଭାରିଆ, କାଶିମପୁର,…
ନଡ଼ା ଛପର ଘର ଭରସା
ଧାମନଗର,୨୦ା୧(ସ୍ବ.ପ୍ର.): ରହିବା ପାଇଁ ଭଲ ଘର ଘଣ୍ଡେ ନାହିଁ। ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ନେଇ ନଡ଼ା ଛପର ଘରେ ରହୁଛନ୍ତି। ପକ୍କାଘର କରିବାକୁ ପାଖରେ ସମ୍ବଳ ନାହିଁ। ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ…
ଝିଅ ସହ ପ୍ରଥମ ଫଟୋଶୁଟ୍ କଲେ ପ୍ରିୟଙ୍କା
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମା’ ହେବା ପରେ ଅଧିକାଂଶ ସମୟ ଝିଅ ମାଳତୀ ମେରିଙ୍କ ସହ ବିତାଉଛନ୍ତି। ନିକଟରେ ସେ ଝିଅ ସହ ପ୍ରଥମ ଫଟୋଶୁଟ କରିଛନ୍ତି। ଯାହାର ଝଲକ ସେ ପ୍ରଶଂସକଙ୍କୁ ଦେଖାଇଛନ୍ତି। ତେବେ ଏଥର ମଧ୍ୟ ପ୍ରିୟଙ୍କା…
ମଣ୍ଡିରେ ପଡ଼ିରହିଛି ଧାନ, ମିଲରଙ୍କ ଦେଖା ନାହିଁ
ଭଣ୍ଡାରିପୋଖରୀ,୨୦।୧(ସ୍ବ.ପ୍ର.): ଚାଷୀମାନେ ମଣ୍ଡିରେ ଧାନ ଦେଇ ସାରିବା ପରେ ଠିକ୍ ସମୟ ମଧ୍ୟରେ ମିଲର ଧାନ ଉଠାଉ ନାହାନ୍ତି। ଧାନ କ୍ରୟ ଦିନରେ ମିଲ୍ ଗାଡ଼ି ଆସୁନାହିଁ। ମଣ୍ଡିରେ ଧାନବସ୍ତା ପଡ଼ି ରହୁଛି। ଫଳରେ ପରବର୍ତ୍ତୀ ଟୋକନପ୍ରାପ୍ତ ଚାଷୀମାନେ ମଣ୍ଡିରେ ଜାଗା…
ୟୁକ୍ରେନକୁ ୨.୫ ବିଲିୟନ ଡଲାର ସାମରିକ ସହାୟତା ଦେଲା ଆମେରିକା
ଓ୍ବାଶିଂଟନ,୨୦।୧: ଆମେରିକା ୟୁକ୍ରେନକୁ ୨.୫ ବିଲିୟନ ଡଲାରର ସାମରିକ ସହାୟତା ଘୋଷଣା କରିଛି। ରୁଷିଆ ବିରୋଧରେ ଯୁଦ୍ଧର ଏକ ନୂତନ ପର୍ଯ୍ୟାୟ ପାଇଁ ୟୁକ୍ରେନ ପ୍ରସ୍ତୁତ ହେଉଛି। ନୂତନ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପାଇଁ ଆମେରିକା ଏହି ସହାୟତା ଦେଇଛି। ପେଣ୍ଟାଗନ…
୬ ମାସରେ ସ୍ପେଶାଲ ଅଡିଟ୍ ନିର୍ଦ୍ଦେଶ
କଟକ ଅଫିସ,୨୦ା୧: ରାଜ୍ୟରେ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଆଦାୟ ଓ ଖର୍ଚ୍ଚ ଅର୍ଥର ସ୍ପେଶାଲ ଅଡିଟ୍ ଆଗାମୀ ୬ ମାସ ମଧ୍ୟରେ କରିବା ନିମନ୍ତେ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସଂକ୍ରାନ୍ତୀୟ ରିପୋର୍ଟ…
ବନ୍ଧ ନିରୀକ୍ଷଣ ନ କରି ପାଣି ଛଡ଼ାଗଲା
ନିଶ୍ଚିନ୍ତକୋଇଲି,୨୦ା୧(ସ୍ବ.ପ୍ର): କଟକ ଜଗତପୁରସ୍ଥିତ ନର୍ଥ ଡିଭିଜନ ଅଧୀନରେ ଥିବା କେନ୍ଦୁପାଟଣା ଜଳ ସମ୍ପଦ ବିଭାଗର ଦୂରଦୃଷ୍ଟି ଅଭାବ ହେତୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେନାଲ ବନ୍ଧ ନିରୀକ୍ଷଣ ନକରି ପାଣି ଛାଡ଼ି ଦେବାରୁ ଗାଁରେ ପାଣି ପଶିଛି। ଫଳରେ ଲୋକଙ୍କ…
ଗେହଲଟ ନେଲେ ନାହିଁ ପାଇଲଟ ନାଁ, କହିଲେ କଂଗ୍ରେସରେ ଆସିଛି ‘ବଡ କରୋନା’
ଜୟପୁର,୨୦ ।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ତୁତୁମେମେ ବେଶ କିଛିସମୟ ହେବ ଲାଗି ରହିଛି । ଗେହଲଟ ଏଥର ପାଇଲଟଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ।…
ଡାକୋଟା ବିମାନକୁ ପୁରୀ ଆଣିବାକୁ ଦାବି
ପୁରୀ ଅଫିସ,୨୦ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ପୁରୀ ଆଣିବା ଓ ତାଙ୍କର ଏକ ନୂଆ ସ୍ମୃତି ପୀଠ ସ୍ଥାପନ କରିବାକୁ ଦାବି କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଗୁରୁବାର ବିଜୁବାବୁଙ୍କ ଅସ୍ଥି ଥିବା ଅର୍ବାନ ହାଟରେ ଦାବି…
Archives


