ଜର୍ମାନୀ ବିରୋଧରେ ରୁଷିଆର ବଡ଼ କାର୍ଯ୍ୟାନୁଷ୍ଠାନ
ମସ୍କୋ,୨୩।୪: ୟୁକ୍ରେନ୍-ରୁଷିଆ ଯୁଦ୍ଧକୁ ନେଇ ବର୍ଲିନ୍ ମସ୍କୋ ସହ ସମସ୍ତ ଚୁକ୍ତି ପ୍ରତ୍ୟାହାର କରିନେଇଛି। ଏହା ପରେ ଜର୍ମାନୀ ବିରୋଧରେ ରୁଷିଆ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦେଶରୁ ୨୦ଜର୍ମାନୀ ରାଷ୍ଟ୍ରଦୂତକୁ ବାହାର କରିଦେବାକୁ ରୁଷିଆ ଘୋଷଣା କରଇଛି। ରୁଷିଆ ବହିର୍ବ୍ୟାପାର…
ପୁଞ୍ଚରେ ତଲାସି ଜୋର୍ଦାର: ୩୦ ଅଟକଙ୍କୁ ପଚରାଉଚରା
ଜମ୍ମୁ,୨୩ା୪: ଜମ୍ମୁ-କଶ୍ମୀରର ପୁଞ୍ଚସ୍ଥିତ ମେନ୍ଧାର ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାରେ ୩୦ ଜଣଙ୍କୁ ପଚରାଉଚରା ଲାଗି ଅଟକ ରଖାଯାଇଛି। ଏକ ସେନା ଭ୍ୟାନ୍କୁ ବାଟା ଦୋରିୟାର ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ଼ କରିଥିଲେ।…
ଚେନ୍ନାଇର ସର୍ବାଧିକ ଦଳଗତ ରନ୍
କୋଲକାତା,୨୩।୪: କୋଲକାତାର ଇଡେନ୍ ଗାର୍ଡେନ୍ସରେ ରବିବାର ଖେଳାଯାଇଥିବା ଆଇପିଏଲ୍ର ୩୩ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ୪ ଉଇକେଟ ହରାଇ ୨୩୫ ରନ୍ କରିଛି। ଚଳିତ ସିଜନରେ…
କୁନୋ ନ୍ୟାଶନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ
ଭୋପାଳ,୨୩।୪: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଆଉ ଗୋଟିଏ ଚିତାର ମୃତ୍ୟୁ ଘଟିଛି। ଏନେଇ ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ ଜେ.ଏସ ଚୌହାନ ସୂଚନା ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପୁରୁଷ ଚିତା ଉଦୟର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷେ, କିଛି ଦିନ…
ପୋଖରୀରୁ ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ
ପାରଳାଖେମୁଣ୍ଡି,୨୩ା୪(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଗାରବନ୍ଧ ଥାନା ଏବଂ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରାଯାଇ ୫୩୮ କେଜି ଓଜନର ୨୭ଟି ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ କରାଯାଇଛି। ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ଙ୍କୁ ଏମ୍.ପାଇଲମ…
ଗଛ ପଡି ରାସ୍ତା ଅବରୋଧ, ଯାତାୟାତ ବ୍ୟାହତ
କୋରୁକୋଣ୍ଡା,୨୩।୪(ଡି.ଏନ.ଏ): ରାଜ୍ୟରେ କିଛିଦିନ ହେବ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସେଥିରୁ ବାଦ ପଡି ନ ଥିଲା ମାଲକାନଗିରି ଜିଲା। କିନ୍ତୁ ଶନିବାର ରାତିରେ କିଛି ସମୟ ଲାଗି ଜିଲାର କୋରୁକୋଣ୍ଡା ବ୍ଲକ ସଦରରେ ବର୍ଷା ସାଙ୍ଗକୁ ପବନ…
ଗାଧୋଇବାବେଳେ ପଥରରେ ପଡି ଚାଲିଗଲା ଜୀବନ
କୋରୁକୋଣ୍ଡା,୨୩।୪(ଡି. ଏନ. ଏ): ନଦୀକୁ ଗାଧେଇବାକୁ ଯାଇଥିବା ସମୟରେ କୌଣସି କାରଣ ବଶତଃ ପଥରରୁ ଗୋଡ଼ ଖସିଯିବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଳକ ସଦରରେ ଘଟିଛି। ସେ ହେଉଛନ୍ତି ଗୌର ଦୋରାଙ୍କ ମଝିଆ…
କନ୍ନଡ ଅଭିନେତାଙ୍କ ଆତ୍ମହତ୍ୟା
କନ୍ନଡ ଟିଭି ଇଣ୍ଡଷ୍ଟ୍ରିରୁ ବଡ ଖବର ସାମ୍ନାକୁ ଆସିଛି। ଜଣାଶୁଣା କନ୍ନଡ ଟିଭି ଅଭିନେତା ସମ୍ପଥ ଜେ ରାମଙ୍କ ପରଲୋକ ଘଟିଛି। ଖବର ଅନୁଯାୟୀ, ସମ୍ପଥ ଆତ୍ମହତ୍ୟା କରି ଜୀବନ ହରାଇଛନ୍ତି। ୩୫ ବର୍ଷ ବୟସରେ ସମ୍ପଥ ଜେ ରାମଙ୍କ ମୃତ୍ୟୁକୁ…
ସ୍ତ୍ରୀଙ୍କ ପାଇଁ ଦେଶ ବାହାରକୁ ପଳାଇ ନ ଥିଲେ ଅମ୍ରିତପାଲ
ଚଣ୍ଡିଗଡ,୨୩।୪: ଖାଲିସ୍ତାନୀ ନେତା ଅମ୍ରିତପାଲ ଗିରଫ ହେବା ପରେ ରବିବାର ତାଙ୍କୁ ଆସାମର ଦିବ୍ରୁଗଡ ଜେଲକୁ ପଠାଇଦିଆଯାଇଛି। ଅମ୍ରିତପାଲଙ୍କୁ ଡିବ୍ରୁଗଡ ଜେଲରେ ଏକ ପୃଥକ କୋଠରୀରେ ରଖାଯାଇଛି। ଅମ୍ରିତପାଲ ଗିରଫ ହେବା ପରେ ବର୍ତ୍ତମାନ ସୂତ୍ରରୁ ଜଣାପଡିଛି ଯେ, ସେ ଭାରତରୁ…
କୃଷି ସମୀକ୍ଷା କେନ୍ଦ୍ର, ମିଲେଟ ଶକ୍ତି କାଫେ’ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୩ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟର ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଯାଇ ଅକ୍ଷୀ ମୁଠି ଅନୁକୂଳ କରି କୃଷକମାନଙ୍କୁ ଶୁଭେଛା ଜଣାଇଥିଲେ।…
ତେଲଙ୍ଗାନାରେ କେସିଆରଙ୍କ ଉପରେ ବର୍ଷିଲେ ଅମିତ ଶାହା
ହାଇଦ୍ରାବାଦ,୨୩।୪: ହାଇଦ୍ରାବାଦ ନିକଟ ଚେଭେଲାଠାରେ ରବିବାର ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପଚାରିବାକୁ ଚାହୁଁଛି, ଭାଜପା ସରକାର ଗଠନ…
ଅମ୍ରିତପାଲଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୩।୪: ଖାଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ପଞ୍ଜାବରେ ପୋଲିସ ଗିରଫ କରିଛି। ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେଜ୍ରିଓ୍ବାଲ କହିଛନ୍ତି, ସେ ପଞ୍ଜାବରେ ଶାନ୍ତି ଏବଂ…

