Home Left

ରାଜଧାନୀରେ ଶୀତ ଲହରି ଭିତରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ, ୪ ବର୍ଷ ପରେ ୨୩ ଜାନୁୟାରୀରେ ସର୍ବାଧିକ ତାପମାତ୍ରା

ନୂଆଦିଲ୍ଲୀ,୨୪ ।୧: ଚଳିତ ବର୍ଷର ହାଡଭଙ୍ଗା ଶୀତରେ ସାଧାରଣ ଜୀବନଯାତ୍ରା ବେଶ ପ୍ରଭାବିତ ହୋଇଛି । ଜାନୁୟାରୀର ଶୀତ ମଧ୍ୟରେ ଗରମ ବି ତା’ର ରେକର୍ଡ ଭାଙ୍ଗିଛି । ବିଶ୍ୱାସ ହେଉ ନ ଥିଲେ ବି ଜାନୁୟାରୀ ୨୩ ଅର୍ଥାତ୍ ସୋମବାର…

ଇଂଲଣ୍ଡକୁ ଭେଟିବ ଜର୍ମାନୀ

ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୪।୧: ଦୁଇଥର ଚାମ୍ପିୟନ ଜର୍ମାନୀ ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ରସ୍‌ଓଭର ମ୍ୟାଚ୍‌ରେ ଏହି ଦଳ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ବିଜୟୀ ଦଳର ଅଧିନାୟକ ମ୍ୟାଟ୍ସ ଗ୍ରାମବୁଶ୍ଚ…

ଆଜିଠୁ କ୍ୱାର୍ଟର ଫାଇନାଲ

ଭୁବନେଶ୍ୱର, ୨୪।୧(କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମଙ୍ଗଳବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ସ୍ପେନ୍‌ ଏବଂ ଦ୍ୱିତୀୟ କ୍ୱାର୍ଟରରେ ଗତଥରର ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ। ୨୫ ତାରିଖରେ…

କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ

ଭୁବନେଶ୍ୱର, ୨୪।୧ (କ୍ରୀଡ଼ା ପ୍ରତିନିଧି): ଦକ୍ଷିଣ କୋରିଆ ଅନ୍ତିମ ଦଳଭାବେ ଚଳିତ ହକିି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚରେ ଦଳ ଶୁଟଆଉଟରେ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାାଚ…

ଫ୍ରିଡମ୍‌ ଫାଇଟର୍‌ ହେଲେ ସାରା

ମୁମ୍ବାଇ: ବଲିଉଡ୍‌ର ଜଣେ ଆଗଧାଡିର ନାୟିକା ହେଲେ ସାରା ଅଲ୍ଲି ଖାନ୍‌। ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି । ନିଜ ଅପ୍‌କିମଂ ଫିଲ୍ମ ‘ଏ ବତନ ମେରେ ବତନ’ରେ ସାରା ସ୍ବାଧୀନତା ସଂଗ୍ରାମୀ ଉଷା…

ଶିକ୍ଷା ହିଁ ବିକାଶର ଚାବିକାଠି

ସମାଜର ବିକାଶରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତେଣୁ ଶିକ୍ଷାକୁ ବିକାଶର ଚାବିକାଠି ମଧ୍ୟ କୁହାଯାଇଥାଏ। ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ୨୪ରେ ଅନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଥାଏ। ୩ ଡିସେମ୍ବର ୨୦୧୮ରେ ମିଳିତ ଜାତିସଂଘର…

ବର ଟଙ୍କା ନ ଗଣିପାରିବାରୁ ବାହାଘର ଭାଙ୍ଗିଲେ କନ୍ୟା

ଫାରୁଖବାଦ: ଉତ୍ତର ପ୍ରଦେଶର ଫାରୁଖବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବର ଟଙ୍କା ଗଣି ନ ପାରିବାରୁ କନ୍ୟା ବାହାଘର ଭାଙ୍ଗି ଦେଇଛନ୍ତି। ୨୧ ବର୍ଷୀୟା ରୀତା ସିଂଙ୍କ ବାହାଘର ମୋହିତ(୨୩)ଙ୍କ ସହ ଠିକ୍‌ ହୋଇଥିଲା। କିନ୍ତୁ ବିବାହ ଦିନ…

ପୁଣି ଆମେରିକାରେ ଗୁଳିକାଣ୍ଡ: ୭ ମୃତ

କାଲିଫର୍ନିଆ,୨୪।୧: ଆମେରିକାର କାଲିଫର୍ନିଆରେ ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଦିନ ମଧ୍ୟରେ ଏଠାରେ ଗୁଳିକାଣ୍ଡର ଦୁଇଟି ପ୍ରମୁଖ ଘଟଣା ସାମ୍ନାକୁ ଆସିଛି। ସୋମବାର ରାତିରେ ହାଫ୍‌ ମୁନ ବେ ଅଞ୍ଚଳରେ ଗୁଳିକାଣ୍ଡ ଘଟି ସାତ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହା…

ମହାକାଶଠୁ ଯୁଦ୍ଧକ୍ଷେତ୍ର ସବୁଠି ଆଗରେ

ଦେଶର ପ୍ରତିଟି କ୍ଷେତ୍ରରେ ବାଳିକାମାନେ ଆଗୁଆ ରହିଛନ୍ତି। ମହାକାଶଠାରୁ ଆରମ୍ଭକରି ଯୁଦ୍ଧ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ ବାଳିକାମାନେ ନିଜର ପ୍ରତିଭା ପ୍ରଦର୍ଶନ ଜାରି ରଖିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ବାଳିକାଙ୍କ ଅବଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବାଳିକା ଶିଶୁଙ୍କ ବିକାଶ ପାଇଁ…

ସ୍କୁଲରେ ଜଣେ ଛାତ୍ରକୁ ଜଣେ ଶିକ୍ଷକ

ଓ୍ବାଶିମ୍‌: ମହାରାଷ୍ଟ୍ର ଓ୍ବାଶିମ୍‌ ଜିଲାର ଏକ ଛୋଟିଆ ଗାଁ ଗଣେଶପୁର। ସେଠାରେ ପାଖାପାଖି ୨୦୦ ଲୋକ ବାସ କରନ୍ତି। ଗାଁରେ ଏକ ଜିଲା ପରିଷଦ ପ୍ରାଇମେରୀ ସ୍କୁଲ ରହିଛି, ଯେଉଁଠାରେ ଜଣେ ଶିକ୍ଷକ ଥିବାବେଳେ ଜଣେ ଛାତ୍ର ସେହି ସ୍କୁଲରେ ପାଠ…

ବ୍ୟବସାୟିକ ସମ୍ପ୍ରସାରଣ କରିବ ଟ୍ରୁଫ୍ଲୋ

ନୂଆଦିଲ୍ଲୀ,୨୪।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ପ୍ଲାଷ୍ଟିକ ପାଇପ ଓ ଫିଟିଙ୍ଗ ବ୍ରାଣ୍ଡ୍‌ ହିନ୍ଦଓୟାରର ସହଯୋଗୀ ସଂସ୍ଥା ଟ୍ରୁଫ୍ଲୋ’ର ବ୍ୟବସାୟିକ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ୨ ୟୁନିଟ୍‌ରୁ ପିଟିଏମ୍‌ଟି ଫଉସେଟ, ଫ୍ଲଶ ଟ୍ୟାଙ୍କ, ସିଟ୍‌ କଭରିଂ…

ଆଜିଠାରୁ ଟାଙ୍ଗୀ, ଚନ୍ଦକାକୁ ଗଡିବ ‘ମୋ ବସ୍‌’

ଭୁବନେଶ୍ୱର, ୨୪।୧ (ବ୍ୟୁରୋ):କଟକ ଟାଙ୍ଗୀ ଓ ଚନ୍ଦକାକୁ ଗଡିବ ‘ମୋ ବସ୍‌’। ଏହି ଅଞ୍ଚଳରେ ମୋ ବସ୍‌ ଚଳାଚଳ ଲାଗି ଦୀର୍ଘଦିନରୁ ଲୋକେ ଦାବି କରି ଆସୁଥିବାବେଳେ କ୍ରୁଟ୍‌ ପକ୍ଷରୁ ଏଥିପାଇଁ ଦୁଇଟି ନୂଆ ରୁଟ୍‌ର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାରଠାରୁ ରୁଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri