Home Left

ନାବାଳକଙ୍କ ମୃତଦେହ ଜବତ ମାମଲା: ଦୁଇ ଜଣଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

କେନ୍ଦୁଝର,୩୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କରଙ୍ଗାଡିହି ଗ୍ରାମର ରଙ୍ଗାଧର ମହାକୁଡଙ୍କ ପୁଅ ଫକିର ମହାକୁଡ(୮) ମୃତ୍ୟୁର କାରଣ ଅଦ୍ୟାବଧି ଜଣାପଡିନାହିଁ। ଏଭଳିସ୍ଥିତିରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଆସୁଥିଲେ। ଫକିରଙ୍କୁ ହତ୍ୟା କରାଯାଇଥିବା…

ବ୍ରିଟେନରେ ବି ଦେଖିବାକୁ ମିଳିଳା ‘ମନ କି ବାତ’ର ୧୦୦ ତମ ଏପିସୋଡର ଉତ୍ସାହ

ଲଣ୍ଡନ,୩୦।୪: କେନ୍ଦ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂ ଏବେ ବ୍ରିଟେନ ଗସ୍ତରେ ଅଛନ୍ତି। ରବିବାର ସେ ଭାରତୀୟ ଦୂତାବାସ ‘ଇଣ୍ଡିଆ ହାଉସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ ତମ ମନ କି ବାତ କାର୍ଯ୍ୟକ୍ରମରେ ଭାରତୀୟ ମୂଳ ବାସିନ୍ଦା ଓ ଦୂତାବାସ…

ପୁରୁଣା ଦିନକୁ ମନେ ପକାଇଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଇଣ୍ଡଷ୍ଟ୍ରିରେ ୧୭ ବର୍ଷ ପୂରଣ କରିଛନ୍ତି। ବଲିଉଡ କୁଇନ ଏହି ଅବସରରେ ଅନୁରାଗ ବାସୁଙ୍କ ସହ ତାଙ୍କ ପୁରୁଣା ଦିନର ସ୍ମୃତିକୁ ମନେପକାଇଛନ୍ତି। ଅନୁରାଗ ବାସୁଙ୍କ ସହ ଏକ ଫଟୋ ଶେୟାର କରି କଙ୍ଗନା…

ଫିଟ୍‌ନେସ୍‌ ପାଇଁ ସ୍ତ୍ରୀଙ୍କୁ ଶ୍ରେୟ ଦେଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଫିଟ୍‌ନେସ୍‌ର ରାଜ୍‌ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି, ଟ୍ୟାନିଂରୁ ରକ୍ଷା ପାଇବା ପାଇଁ ମୁଁ ମୁହଁକୁ…

ଟମ କ୍ରୁଜଙ୍କୁ ବାହା ହେବାକୁ ଚାହାନ୍ତି ଅମିଶା ପଟେଲ

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟିକା ଅମିଶା ପଟେଲ। ସେ ତାଙ୍କ ଗ୍ଲାମର ଓ ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ସୋସିଆଲ ମିଡିଆରେ ଥାଆନ୍ତି ଚର୍ଚ୍ଚାରେ । ଏବେ ସେ ଏମିତି ଏକ ଷ୍ଟେଟମେଣ୍ଟ ଦେଇଛନ୍ତି ଯାହାକୁ ନେଇ ସେ ପୁଣି…

ଅଖିଳେଶଙ୍କୁ ଧନ୍ୟବାଦ ଦେଲେ ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୩୦।୪: ଧାରଣାରେ ବସିଥିବା ରେସଲରଙ୍କ ଅଭିଯୋଗ ରାଜନୀତି ଦ୍ୱାରା ପ୍ରେରିତ ବୋଲି କହିଛନ୍ତି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ। ଶନିବାର ସେ କହିଥିଲେ ଇସ୍ତଫା ଦେବା ମୋ ପାଇଁ ବଡ କଥା ନୁହେଁ, ହେଲେ ଜଣେ…

ଗାଜଲବାଡି ଘାଟିରେ ଓଲଟିଲା ପିକ୍‌ଅପ୍‌

ଦାରିଙ୍ଗବାଡି,୩୦।୪(ଡି.ଏନ.ଏ): କନ୍ଧମାଳ ଜିଲାକୁ ସଂଯୋଗ କରୁଥୁବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ରବିବାର ଏକ ଫୁଲକୋବି ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁ ରାଜପଥ ଅବରୋଧ ହୋଇ ରହିଥିଲା। ଖବର ପାଇ ପୋଲିସ ଏବଂ ଦାରିଙ୍ଗବାଡି ଅଗ୍ନିଶମ…

ଭାରତ ବନ୍ଦ: ଜାତୀୟ ରାଜପଥ ଅବରୋଧ କଲା ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା

ଛତ୍ରପୁର,୩୦।୪(ଡିଏନଏ ): ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି ) ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଦାବି ନେଇ ରବିବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଜ଼ିଲାପରିଷଦ ଭବନ ଛକ ନିକଟ ୧୬ ନମ୍ବର ଜାତୀୟ…

ଏମିତି ବଢ଼ାନ୍ତୁ ଶରୀରରେ ଅମ୍ଳଯାନ

ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି, ଯୁବ ବୟସ୍କଙ୍କଠାରେ ମଧ୍ୟ ହୃଦ୍‌ ସମସ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ପରିବର୍ତ୍ତିତ ଜୀବନଶୈଳୀ ବ୍ୟତୀତ ଏହାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଆବଶ୍ୟକ ମାତ୍ରାରେ ଅମ୍ଳଜାନ ଅଭାବ। ତେଣୁ ବର୍ତ୍ତମାନର ପରିବେଶ ପ୍ରଦୂଷଣକୁ…

କଙ୍କଡ଼ାବିଛା

ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି, ଯୁବ ବୟସ୍କଙ୍କଠାରେ ମଧ୍ୟ ହୃଦ୍‌ ସମସ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ପରିବର୍ତ୍ତିତ ଜୀବନଶୈଳୀ ବ୍ୟତୀତ ଏହାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଆବଶ୍ୟକ ମାତ୍ରାରେ ଅମ୍ଳଜାନ ଅଭାବ। ତେଣୁ ବର୍ତ୍ତମାନର ପରିବେଶ ପ୍ରଦୂଷଣକୁ…

ରୋବୋ ଜଜ୍‌

ଦେଶରେ କୋର୍ଟର ସ୍ଥାନ ବହୁତ ଉପରେ। ଏହାର ସରକାରଙ୍କୁ ନିର୍ଦ୍ଦେଶ ଦେବାର ଶକ୍ତି ଥାଏ। କୋର୍ଟର ଫଇସଲାକୁ ସମସ୍ତେ ମାନିବାକୁ ବାଧ୍ୟ। ତେବେ କୋର୍ଟକୁ ଆସୁଥିବା ମାମଲାକୁ ଦୁଇଜଣ ଓକିଲ ଲଢନ୍ତି। ଜଣେ ମାମଲାର ପକ୍ଷରେ ଲଢନ୍ତି ତ ଅନ୍ୟଜଣଙ୍କ ମାମଲା…

ଆଇଚର-ମୋ ବସ୍‌ ମୁହାଁମୁହିଁ: ୧୦ ଆହତ

ଖୋର୍ଦ୍ଧା ଅଫିସ,୩୦ା୪: ୧୬ନଂ ଜାତୀୟ ରାଜପଥ ପାଲଟିଛି ମରଣାଯନ୍ତା। ଶୁକ୍ରବାର ଗଡ଼ଖୋର୍ଦ୍ଧା ଛକରେ ଦୁଇ ଗାଡ଼ି ମୁହାମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ। ସେହିପରି ରବିବାର ମଧ୍ୟାହ୍ନରେ ଏହି ରାଜପଥ ପିତାପଲ୍ଲୀ ଛକରେ ମୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?