ଟେନସନ୍ରେ ସାରା
ସୈଫ ତନୟା ସାରା ଅଲ୍ଲୀ ଖାଁ କୁଆଡେ ତାଙ୍କର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। ଏ ନେଇ ବଲିଉଡ୍ରେ ଜୋରସୋର ଆଲୋଚନା ଚାଲିଛି। ଯେତେବେଳେ ଏ ବିଷୟରେ ସାରା ଜାଣିବାକୁ ପାଇଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ସେତିକି ନୁହେଁ, ଏଭଳି…
ଚେନ୍ନାଇରେ ଫିକିର ଜାତୀୟ କାର୍ଯ୍ୟକାରିଣୀ
ନୂଆଦିଲ୍ଲୀ,୩୦।୪: ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିକିର ଜାତୀୟ କାର୍ଯ୍ୟକାରିଣୀ…
ଡ୍ରଗ୍ସ ଚୋରା ଚାଲାଣ, ଟଙ୍କା ହେରଫେର ମାମଲାରେ ମୂଳ ଭାରତୀୟ ଦୋଷୀ ସାବ୍ୟସ୍ତ, ମିଳିଲା ୯ ବର୍ଷର କରାଦଣ୍ଡ
ଲଣ୍ଡନ,୩୦।୪: ବ୍ରିଟେନର ଏକ କୋର୍ଟ ଡ୍ରଗ୍ସ ଚୋରା ଚାଲାଣ ଓ ମନି ଲଣ୍ଡରିଂ ମାମଲାରେ ଜଣେ ମୂଳ ଭାରତୀୟଙ୍କୁ ୮ ବର୍ଷ ୧୦ ମାସର ସଜା ଶୁଣାଇଛନ୍ତି। ୟୁକେର ରାଷ୍ଟ୍ରୀୟ ଅପରାଧ ଏଜେନ୍ସି(ଏନସିଏ) କହିଛି ତା’ର ଅଧିକାରୀମାନେ ପ୍ରମାଣ କରିଛନ୍ତି କି…
ନିଶା ଖାଇବାକୁ ଟଙ୍କା ନ ଦେବାରୁ ବୃଦ୍ଧ ପିତାଙ୍କୁ ମାରିଲେ ପୁଅ
ଆଠଗଡ଼,୩୦।୪(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଅପର୍ତ୍ତି ମହାନ୍ତିଙ୍କ ଲୁହାଛଡ଼ ଆକ୍ରମଣରେ ବୃଦ୍ଧ ପିତା ବାଲୁକେଶ୍ୱର ମହାନ୍ତି (୭୫)ଙ୍କର ମୃତ୍ୟୁ ଘଟିଛି। ଖବରପାଇ ଆଠଗଡ଼ ପୋଲିସ…
ବାହୁବଳୀ ଶିଶୁ, ବୟସ ତୁଳନାରେ ଓଜନ ଜାଣିଲେ…
ଶିଶୁ ଜନ୍ମ ସମୟରେ ସେମାନଙ୍କର ଓଜନ କେତେ ରହିବା କଥା ତାହା ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ। ଅନେକ ଥର ଦେଖାଯାଇଛି ଯେ, ପିଲାମାନଙ୍କର ଓଜନ କମ୍ ଥିଲେ ସେମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ବେଳେବେଳେ ଦେଖାଯାଏ ଶିଶୁର ଓଜନ ବହୁତ…
ଫୋର୍ସ ଆଇଏକ୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ନୂଆଦିଲ୍ଲୀ,୩୦।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ୯ ଏଏମ୍ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ର ଅନ୍ୟତମ ଅଭିନବ ବ୍ରାଣ୍ଡ୍ ‘ଫୋର୍ସ ଆଇଏକ୍ସ’ର ପ୍ରଥମ ଫ୍ଲାଗ୍ଶିପ୍ ଷ୍ଟୋରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମୁମ୍ବାଇର ବାନ୍ଦ୍ରାଠାରେ ‘ଫୋର୍ସ ଆଇଏକ୍ସ’ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍…
ଦୁଗ୍ଧ ସମବାୟକୁ ମଜଭୁତ କରିବାକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୩୦।୪: ଦେଶର ପ୍ରମୁଖ କୃଷିଭିତ୍ତିକ ସଂସ୍ଥା ତଥା ନ୍ୟାଶନାଲ ଡେଏରି ଡେଭଲପମେଣ୍ଟ ବୋର୍ଡ (ଏନ୍ଡିଡିବି)ର ମୁଖ୍ୟାଳୟ ପରିଦର୍ଶନରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଯାଇ ଭାରତୀୟ ଦୁଗ୍ଧ କ୍ଷେତ୍ରରେ ଏନ୍ଡିଡିବିର ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏପରିକି ଦୁଗ୍ଧ ସମବାୟକୁ…
ମୋ ଜୀବନର ସୁଖଦୁଃଖ ସବୁ ମହାପ୍ରଭୁଙ୍କର ଆଶିଷ: ଡ. ଅଭିମନ୍ୟୁ ଜେନା
ଦୀର୍ଘ ୫ ଦଶନ୍ଧି ଧରି ତାଙ୍କର ସାହିତ୍ୟ ସାଧନା ଜାରି ରହିଛି। ସାହିତ୍ୟର ବିଭିନ୍ନ ଦିଗରେ ସେ କଲମ ଚାଳନା କରି ରଚନା କରିଛନ୍ତି ଏକାଧିକ ପୁସ୍ତକ। ଏକାଧାରରେ ସେ ଜଣେ ମଞ୍ଚକଳାକାର, କବି, ଗାଳ୍ପିକ, ନାଟ୍ୟକାର, ନିର୍ଦ୍ଦେଶକ, ଶିକ୍ଷାବିତ୍, ସମାଲୋଚକ,…
‘କାନନ ଫଟୋକପି ମଡେଲ ପ୍ରଦର୍ଶନୀ’
ଭୁବନେଶ୍ୱର,୩୦।୪: କାନନ ଇଣ୍ଡିଆ ଓ ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ୍ ଲିମିଟେଡ୍ର ମିଳିତ ଉଦ୍ୟମରେ ‘କାନନ ଫଟୋ କପି ମଡେଲର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କାନନର ଅତ୍ୟାଧୁନିକ ଫଟୋକପି ମଡେଲ ଆଇଆର୍ସି ୩୨୨୬ ଓ ଆଇଆର୍ସି ୨୨୦୬ ଏବଂ ୨୦୦୬…
ଟିପିସିଓଡିଏଲ୍ର ‘କାମ୍’ ପ୍ରୋଗ୍ରାମ ଉଦ୍ଯାପିତ
ଭୁବନେଶ୍ୱର,୩୦।୪: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ କଷ୍ଟମର ଆଓ୍ବାରନେସ୍ ମନ୍ଥସ (କାମ୍) ପ୍ରୋଗ୍ରାମ ଶନିବାର ଆନୁଷ୍ଠାନିକ ଭାବେ ଉଦ୍ଯାପିତ ହୋଇଯାଇଛି। ଏପରିକି ଦୀର୍ଘ ୧ ମାସ ବ୍ୟାପୀ ଆୟୋଜିତ ହୋଇଥିବା ଟିପିସିଓଡିଏଲ୍ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ‘ଆପଣଙ୍କ…
ପଞ୍ଜାବର ଗ୍ୟାସପୁରାରେ ବିଷାକ୍ତ ଗ୍ୟାସ ଲିକ, ୧୦ ମୃତ, ୧୧ ଆହତ
ଲୁଧିଆନା,୩୦।୪: ପଞ୍ଜାବ ଲୁଧିଆନା ଜିଲା ଗ୍ୟାସପୁରା ସ୍ଥିତ ଏକ ଫ୍ୟାକ୍ଟ୍ରିରେ ରବିବାର ସକାଳେ ବିଷାକ୍ତ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି। ଏକ ଦୁଗ୍ଧ ଫ୍ୟାକ୍ଟ୍ରିରେ ଏହି ଘଟଣା ଘଟିଛି। ଗ୍ୟାସ ଲିକ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…
ଜୀ-ସାର୍ଥକର ‘ନାଲିବିନ୍ଦୁ’ ଅଭିଯାନ ପୁରସ୍କୃତ
ଭୁବନେଶ୍ୱର,୩୦।୪: ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ସଚେତନତାଭିତ୍ତିକ କାର୍ଯ୍ୟ ‘ନାଲିବିନ୍ଦୁ’ ନିକଟରେ ପୁରସ୍କୃତ ହୋଇଛି। ବିଶେଷକରି ଗତ ରଜରେ ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ତଥା ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଚ୍ୟାନେଲ ପକ୍ଷରୁ ଏକ ଅଭିନବ ପ୍ରୟାସ ‘ନାଲିବିନ୍ଦୁ’…

