Home Left

ହିନ୍ଦୁ ମହିଳାଙ୍କୁ ଗଣବଳାତ୍କାର

ଇସ୍‌ଲାମାବାଦ୍‌, ୨୪।୧: ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ ମହିଳାଙ୍କୁ ପ୍ରଥମେ ଅପହରଣ ଓ ପରେ ଗଣବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାଜଣକ ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପାକିସ୍ତାନ ଉପମାର୍କେଟ ଜିଲା ସମାରୋ…

‘କ୍ରିପ୍ଟୋ କୁଇନ୍‌’ଙ୍କ ପଛରେ ଏଫ୍‌ବିଆଇ

ଓ୍ବାଶିଂଟନ୍‌, ୨୪ା୧:କ୍ରିପ୍ଟୋ କୁଇନ୍‌ ଭାବେ ଦେଶ ବିଦେଶରେ ଜଣାଯାଉଥିବା ରୁଜା ଇଗ୍‌ନାଟୋଭାଙ୍କୁ ଧରିବା ଲାଗି ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ (ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌) ଆପ୍ରାଣଚେଷ୍ଟା ଚଳାଇଛି। ଏଫ୍‌ବିଆଇର ଟପ୍‌ ୧୦ ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିବା ୪୨ ବର୍ଷୀୟା…

ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଖେଳାଯିବ। ଦୁଇ ଦଳ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ଟିମ ଇଣ୍ଡିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ…

‘ମୋ କାନ୍ଧରେ ବନ୍ଧୁକ ଫୁଟାଅ ନାହିଁ’

ନୂଆଦିଲ୍ଲୀ,୨୪।୧: ବିଚାରପତି ନିଯୁକ୍ତି ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ବିବାଦ ଲାଗିରହିଥିବାବେଳେ ତାଙ୍କ କାନ୍ଧରେ ବନ୍ଧୁକ ନ ଫୁଟାଇବାକୁ ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍‌.ଏସ୍‌. ସୋଧି ସୋମବାର କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ପରାମର୍ଶ ଦେଇଛନ୍ତି।…

ଉପଯୁକ୍ତ ଝିଅ ମିଳିଲେ ବାହାହେବି: ରାହୁଲ

ନୂଆଦିଲ୍ଲୀ,୨୪।୧: ଉପଯୁକ୍ତ ଝିଅ ମିଳିଲେ ବିବାହ କରିବେ ବୋଲି କଂଗ୍ରେସ ନେତା ତଥା ଅନେକଙ୍କ ଦୃଷ୍ଟିରେ ଭାରତର ସବୁଠୁ ଯୋଗ୍ୟ ଅବିବାହିତ ରାହୁଲ ଗାନ୍ଧୀ କହିଛନ୍ତି। ସମସ୍ୟା ହେଲା କି ତାଙ୍କ ମାତାପିତାଙ୍କ ‘ବାସ୍ତବ ସୁନ୍ଦର ବିବାହ’ ବହୁତ ଉଚ୍ଚ ପ୍ରତିବନ୍ଧକ…

ନିଯୁକ୍ତି ହରାଇଲେଣି ୮୦ ହଜାର ଭାରତୀୟ

ଓ୍ବାଶିଂଟନ,୨୪।୧: ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ମାନ୍ଦାବସ୍ଥାର ଗରୁତର ପ୍ରଭାବ ଅନୁଭୂତ ହୋଇଛି। ଏଥିରୁ ମୁକୁଳିବା ପାଇଁ ବୃହତ୍‌ ଆଇଟି କମ୍ପାନୀଠାରୁ ଆରମ୍ଭ କରି ରିଟେଲ୍‌ ଏବଂ ଫାଇନାନ୍ସ ସେକ୍ଟର କମ୍ପାନୀଗୁଡ଼ିକ କିଛିଦିନ ହେଲା କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି। ଆମେରିକାରେ ଗୁଗଲ୍‌,…

ଅତୁଲ ଗୁପ୍ତାଙ୍କୁ ମିଳିବନି ଆଫ୍ରିକା ପାସପୋର୍ଟ, ହାରିଲେ ଆଇନର ଲଢେଇ

ଜୋହାନସବର୍ଗ,୨୪ ।୧: ଦୁବଇରେ ସ୍ୱନିର୍ବାସନରେ ରହୁଥିବା ୩ ଗୁପ୍ତା ଭାଇଙ୍କ ମଧ୍ୟରୁ ଜଣେ ଅତୁଲ ଗୁପ୍ତାଙ୍କୁ ଦକ୍ଷିଣ ଆଫ୍ରିକାର ନୂଆ ପାସପୋର୍ଟ ମିଳିବ ନାହିଁ । ଏଥିପାଇଁ ଅତୁଲ ଗୁପ୍ତା ହାଇକୋର୍ଟରେ ଆଇନର ଲଢେଇରେ ହାରି ଯାଇଛନ୍ତି । ଅତୁଲ, ଅଜୟ…

ବାଲ ଠାକରେ ଏକମାତ୍ର ଭାରତୀୟ ନେତା ଥିଲେ, ଯାହାକୁ ଡରୁ ଥିଲା ପାକିସ୍ତାନ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪।୧: ଶିବସେନା ପ୍ରତିଷ୍ଠାତା ବାଲ ଠାକରେ ଏକମାତ୍ର ଭାରତୀୟ ନେତା ଥିଲେ, ଯାହାକୁ ପାକିସ୍ତାନ ଭୟ କରୁଥିଲା ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ବାଲ ଠାକରେଙ୍କର ୯୭ ତମ ଜନ୍ମବାର୍ଷିକୀ ଅବସରରେ ଦକ୍ଷିଣ ମୁମ୍ବାଇର ମହାରାଷ୍ଟ୍ର ବିଧାନସଭା ଭବନର…

ସ୍କୁଲରେ ଗୁଳିକାଣ୍ଡ: ୨ ଛାତ୍ର ମୃତ

ଓ୍ବାଶିଂଟନ୍‌,୨୪।୧: ପୁଣି ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଆଇଓଓ୍ବାର ଡେସ ମୋଇନ୍ସରେ ସ୍କୁଲରେ ଗୁଳି ବିନିମୟରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିକ୍ଷକ ଆହତ ହୋଇଥିଲେ। ପଚରାଉଚରା ପାଇଁ ପୋଲିସ ଅନେକ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଆମେରିକାର ଗଣମାଧ୍ୟମ…

ମହମ୍ମଦ ଶାମିଙ୍କୁ ବଡ଼ ଝଟ୍‌କା: ସ୍ତ୍ରୀଙ୍କୁ ମାସିକ ଦେବେ ଏତିକି ଟଙ୍କା ଖର୍ଚ୍ଚ

କୋଲକାତା,୨୪।୧: ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କୁ କୋଲକାତା କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଅଲଗା ରହୁଥିବା ସ୍ତ୍ରୀ ହସିନ ଜାହାନଙ୍କୁ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କା ରକ୍ଷଣାବେକ୍ଷଣ ଖର୍ଚ୍ଚ ଦେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିମଧ୍ୟରୁ…

ସୌରଭ ଗାଙ୍ଗୁଲିଙ୍ଗ ବାୟୋପିକର ସ୍କ୍ରିପ୍ଟ ପ୍ରସ୍ତୁତ

କୋଲକାତା,୨୪ ।୧: ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ନିର୍ମାଣକୁ ନେଇ ଅନେକ ଦିନରୁ ଘୋଷଣା ହୋଇ ସାରିଛି । ଏହାର ନିର୍ମାଣ ଲଭ ଫିଲ୍ମସ ଦ୍ୱାରା ହେଉଛି । ସୌରଭ ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ ଗତ ୪-୫…

ଆତ୍ମହତ୍ୟା କଲେ ଲୋକପ୍ରିୟ ଅଭିନେତା

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ବିଶାଖାପାଟନମରେ ଥିବା ତାଙ୍କ ଘରେ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆକସ୍ମିକ ମୃତ୍ୟୁ ସମଗ୍ର ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି। ସୁଧୀର ବର୍ମାଙ୍କ କୋ-ଷ୍ଟାର ଅଭିନେତା ସୁଧାକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri