Posted inଫୁରସତ

କଙ୍କଡ଼ାବିଛା

ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି, ଯୁବ ବୟସ୍କଙ୍କଠାରେ ମଧ୍ୟ ହୃଦ୍‌ ସମସ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ପରିବର୍ତ୍ତିତ ଜୀବନଶୈଳୀ ବ୍ୟତୀତ ଏହାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଆବଶ୍ୟକ ମାତ୍ରାରେ ଅମ୍ଳଜାନ
ଅଭାବ। ତେଣୁ ବର୍ତ୍ତମାନର ପରିବେଶ ପ୍ରଦୂଷଣକୁ ଆଖିଆଗରେ ରଖି ଶରୀର କିପରି ଆବଶ୍ୟକମାତ୍ରାରେ ଅମ୍ଳଜାନପାଇବ, ସେଥିପାଇଁକେତୋଟି ଉପାୟ ଆପଣାଇପାରିବେଜାଣିରଖନ୍ତୁ ସେ
ସମ୍ପର୍କରେ…

କଙ୍କଡ଼ାବିଛା ପ୍ରାୟ ସମସ୍ତେ ଦେଖିଥିବେ। ଏହାର ବିଷ ମଣିଷ ପାଇଁ ଯେତିକି କ୍ଷତିକାରକ ଏଥିରୁ ପ୍ରସ୍ତୁତ ଔଷଧ କେତେକ ମାରାତ୍ମକ ରୋଗର ଚିକିତ୍ସା ନିମନ୍ତେ ସେତିକି ଉପକାରୀ। ଜାଣନ୍ତୁ ଏହା ସମ୍ପର୍କରେ କେତେକ ରୋଚକ ତଥ୍ୟ…

କଙ୍କଡ଼ାବିଛା ହେଉଛି ସର୍ବପୁରାତନ ସ୍ଥଳଚର ପ୍ରାଣୀ। ପ୍ରାୟ ୪୨୦ ମିଲିଅନ୍‌ ବର୍ଷ ପୂର୍ବର ମିଳିଥିବା ଏକ କଙ୍କଡ଼ାବିଛାର ଜୀବାଶ୍ମରୁ ଏହା ଅନୁମାନ କରାଯାଏ। ଏମିତିକି ଡାଇନୋସର ପୂର୍ବରୁ ମଧ୍ୟ ଏମାନେ ଜୀବିତ ଥିବା ଅନୁମାନ କରାଯାଏ।
ମିଲିଅନ୍‌ ବର୍ଷ ପୂର୍ବରୁ ଥିବା ସାମୁଦ୍ରିକ କଙ୍କଡ଼ାବିଛା ପ୍ରାୟ ୧ ମିଟର ଲମ୍ବା ଥିଲା ବୋଲି ବୈଜ୍ଞାନିକ ମତ ଦିଅନ୍ତି। ତେବେ ବର୍ତ୍ତମାନ ଥିବା ଏହାର ସମସ୍ତ ପ୍ରଜାତି ମଧ୍ୟରୁ ଏସିଆର ଜିଆଣ୍ଟ ଫରେଷ୍ଟ ସ୍କର୍ପିଅନ୍‌ ସବୁଠାରୁ ବଡ଼, ଯାହାର ଲମ୍ବ ୯ ଇଞ୍ଚ।
ଏମାନଙ୍କ ଜୀବନକାଳ ୨-୬ ବର୍ଷ ହୋଇଥିବା ବେଳେ ପଶ୍ଚିମ ଆଫ୍ରିକାରେ ଦେଖାଯାଉଥିବା ଏମ୍ପରର ସ୍କର୍ପିଅନ୍‌ ସବୁଠୁ ଅଧିକ ବର୍ଷ ଅର୍ଥାତ୍‌ ୮ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ପାରେ।
ମଧ୍ୟରୁ କେତେକ ପ୍ରଜାତି ଦୀର୍ଘ ମାସ ପର୍ଯ୍ୟନ୍ତ ନ ଖାଇ ମଧ୍ୟ ବଞ୍ଚତ୍ପାରନ୍ତି।
ଅଣ୍ଡା ନ ଦେଇ ଛୁଆ ଜନ୍ମ କରିଥା’ନ୍ତି। ଛୁଆମାନଙ୍କ ଶରୀର ନରମ ଏବଂ ରଙ୍ଗ ଧଳା ହୋଇଥାଏ, ଯାହାକି ବଡ଼ ହେବା ଦ୍ୱାରା କ୍ରମଶଃ ଶକ୍ତ ହୋଇଯାଏ ଏବଂ ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯାଏ। ସେମାନେ ବଡ଼ ହୋଇ ନିଜେ ଶିକାର କରି ଖାଇ ଶିଖିବା ପର୍ଯ୍ୟନ୍ତ ମାଆ ପାଖରେ ରହିଥା’ନ୍ତି। ଏମିତିକି କେତେକ ପ୍ରଜାତି ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ମାଆ ପାଖରେ ରହୁଥିବା ଗବେଷଣାରୁ ଜଣାପଡ଼ିଛି।
ବାହ୍ୟ ଖୋଳପା ତଳେ ଏକ ଫ୍ଲୋରୋସେଣ୍ଟ କେମିକାଲ ରହିଛି, ଯାହାକି ଅତିବାଇଗଣି ରଶ୍ମି ବା ଅଲଟ୍ରା ଭାଓଲେଟ୍‌ରେ ପଡ଼ିଲେ ତାହା ଉଜ୍ଜ୍ୱଳ ଦେଖାଯାଇଥାଏ।
ସମସ୍ତ କଙ୍କଡ଼ାବିଛା ପ୍ରଜାତି ମଧ୍ୟରୁ ଆଫ୍ରିକାର ଉତ୍ତର-ମଧ୍ୟ ପୂର୍ବ ଅଞ୍ଚଳରେ ଦେଖାଦେଉଥିବା, ଭାରତରେ ଦେଖାଦେଉଥିବା ରେଡ୍‌ ସ୍କର୍ପିଅନ୍‌ ଏବଂ ଆରାବିଆନ୍‌ ଫ୍ଲାଟ୍‌ ଟେଲ୍‌ଡ ସ୍କର୍ପିଅନ୍‌ ସବୁଠୁ ବିଷାକ୍ତ। ସେମାନଙ୍କ ବିଷରେ ନ୍ୟୁରୋଟକ୍ସିନ୍‌, କାର୍ଡିଓଟକ୍ସିନ୍‌, ନେଫ୍ରୋଟକ୍ସିନ୍‌, ହେମୋଲାଇଟିକ୍‌ଟକ୍ସିନ୍‌ ସହିତ ହିଷ୍ଟାମାଇନ୍‌, ସେରୋଟନିନ୍‌ ଏବଂ ଟ୍ରିପ୍ଟୋଫାନ୍‌ ଭଳି ପ୍ରାୟ ୧୨ ପ୍ରକାରର ବିଷାକ୍ତ ପଦାର୍ଥ ରହିଥାଏ। ତେଣୁ ଏହି ବିଛା ଦଂଶନ କରିବା ଦ୍ୱାରା ତୁରନ୍ତ ଚିକିତ୍ସା କରା ନ ଗଲେ ମଣିଷର ଜୀବନ ଯିବାର ବି ଆଶଙ୍କା ରହିଥାଏ।
ଏମାନଙ୍କ ବିଷକୁ କ୍ୟାନ୍‌ସର, ଆର୍ଥ୍ରାଇଟିସ୍‌ ଭଳି ବିଭିନ୍ନ ମାରାତ୍ମକ ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?