ପୁଅକୁ ସ୍କୁଲ ଛାଡିବାକୁ ଯାଉଥିଲେ ମା’, ପଛ ସିଟ୍ରେ ପିଲାଟିର କାର୍ଯ୍ୟ ଦେଖି ହେବେ ଆଶ୍ଚର୍ଯ୍ୟ
ସାଧାରଣତଃ ଛୋଟ ପିଲାମାନଙ୍କୁ ସେମାନଙ୍କ ମାତାପିତା ସ୍କୁଲ ନେବାଆଣିବା କରନ୍ତି। ଅନେକ ଥର ପିଲାମାନେ ବିଦ୍ୟାଳୟକୁ ନ ଯିବାର ଜିଦ ଧରିଥାନ୍ତି। ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ମାତାପିତା ପିଲାଙ୍କୁ ସ୍କୁଲ ନେଇଯାଆନ୍ତି। ବିଦ୍ୟାଳୟକୁ ନ ଯିବା ପାଇଁ, ଅନେକ ଥର ପିଲାମାନେ…
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲଡ୍ରେସ୍ ରିହର୍ସାଲ୍
ଭୁବନେଶ୍ବର,୨୪।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ପାଇଁ ମଙ୍ଗଳବାର ଗାନ୍ଧୀମାର୍ଗରେ ଫୁଲଡ୍ରେସ୍ ରିହର୍ସାଲ୍ ହୋଇଛି। କୋଭିଡ କଟକଣା ପରେ ଏଥର ୪୩ରୁ ଉଦ୍ଧର୍ବ ଟ୍ରୁପ ଭାଗ ନେବେ। ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନଙ୍କ ଅଂଶ ଗ୍ରହଣ କରିବେ।…
ଓକିଲଙ୍କଠାରୁ ୨ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ
ବୌଦ୍ଧ, ୨୪।୧(ସ୍ବ.ପ୍ର): ବୌଦ୍ଧ ସହରରେ ଲୁଟପାଟ ଏକ ନିତିଦିନିଆ ଘଟଣା ପାଲଟିଛି ା କେତେବେେଳେ ଦୁର୍ବୁତ୍ତ ରାସ୍ତା ଉପରୁ ଲୁଟ କରୁଥିବା ବେଳେ ଆଉ କେତେବେଳେ ଘର ମାଲିକ ଘରେ ନ ଥିବାବେଳେ ଲୁଟ ହେଉଥିବା ଜଣାପଡିଛି। ସୋମବାର ଦ୍ୱିପ୍ରହରରେ ଜଣେ…
ଫ୍ୟାନ୍ରେ ଝୁଲି ଇଞ୍ଜିନିୟରଙ୍କ ଆତ୍ମହତ୍ୟା
ଝାରସୁଗୁଡ଼ା ଅଫିସ,୨୪ା୧: ଝାରସୁଗୁଡ଼ା ଜିଲା ବଡମାଲ ଥାନା ଅନ୍ତର୍ଗତ ବେଦାନ୍ତ ଟାଉନଶିପ୍ ଲେଡିଜ୍ ହଷ୍ଟେଲରେ ରହୁଥିବା ଜଣେ ଯୁବତୀ ସୋମବାର ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭୁବନେଶ୍ୱର ପାହାଳର ଶ୍ରୁତି ସାଗରିକା ସାହୁ(୨୬)। ସେ ବେଦାନ୍ତ କାରଖାନାରେ ଫଟ୍ଲାଇନ୍ରେ…
ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୨୪।୧: ବାଗେଶ୍ୱର ଧାମର ପୀଠାଧୀଷ ଧୀରେନ୍ଦ୍ର ଶାସ୍ତ୍ରୀ ଆଜିକାଲି ବିବାଦ ଘେରରେ ରହିଛନ୍ତି। ସେ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଏବଂ ନିଜକୁ ଚମତ୍କାର ବୋଲି କହୁଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ପୋଲିସରେ ଏକ ଅଭିଯୋଗ ମଧ୍ୟ ଦିଆଯାଇଛି। ଏବେ ତାଙ୍କୁ…
ଲଛିପୁର ଥାନା ସୋନପୁର କୋର୍ଟ ଅଧୀନରେ ରହୁ
ସୋନପୁର,୨୪।୧(ନି.ପ୍ର.)ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲା ସଦର ବ୍ଲକ ଲଛିପୁରରେ ଥିବା ଫାଣ୍ଡିକୁ ଉନ୍ନୀତ କରି ଥାନା କରିଛନ୍ତି। ତେବେ ନବଗଠିତ ଏହି ଥାନା ଅଞ୍ଚଳକୁ ସୋନପୁର କୋର୍ଟ ଅଧିନକୁ ଆଣିବା ପାଇଁ ଜିଲାର ବିଭିନ୍ନ…
ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ
ଢେଙ୍କାନାଳ ଅଫିସ,୨୪ା୧: ଢେଙ୍କାନାଳ ଜନସ୍ବାସ୍ଥ୍ୟ ବିଭାଗରେ ଭାଇବ୍ରେଟର ବ୍ୟବହାର କରାଯାଉଥିବା କାର୍ଯ୍ୟକୁ ନେଇ ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଏକ କାର୍କୁ ପୋଡ଼ି ଦିଆଯାଇଛି। ପ୍ରକାଶ ଯେ, ଏହି…
ସ୍କୁଲରେ ପିଲା ପଢିବେ ଗୀତା,ରାମାୟଣ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୋପାଳ,୨୪।୧: ବିଦ୍ୟାଳୟରେ ଗୀତା, ରାମାୟଣ ସହିତ ହିନ୍ଦୁ ଧର୍ମର ସମସ୍ତ ପବିତ୍ର ଗ୍ରନ୍ଥର ଶିକ୍ଷା ଦିଆଯିବ। ସୋମବାର ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ରାମାୟଣ, ମହାଭାରତ, ବେଦ,…
ଦୁର୍ଘଟଣା ପାଇଁ ଏନ୍ଏଚ୍ଏଆଇ ଉପରେ ଦୋଷ
ଢେଙ୍କାନାଳ ଅଫିସ, ୨୪ା୧: ୫୫ନଂ. ଜାତୀୟ ରାଜପଥର ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ଥାନା ପଞ୍ଚୁପଟି ବ୍ରିଜ୍ଠାରେ ସୋମବାର ଭୋର ୪ଟାରେ ଘଟିଥିବା ପିକ୍ନିକ୍ ବସ୍ ଦୁର୍ଘଟଣା ପାଇଁ ଏନ୍ଏଚ୍ଏଆଇକୁ ଦୋଷ ଦେଇଛନ୍ତି ଜନସାଧାରଣ। ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟରେ…
ଆଜି କେନ୍ଦ୍ର କ୍ୟାବିନେଟ ବୈଠକ : ଅଧ୍ୟକ୍ଷତା କରିବେ ମୋଦି
ନୂଆଦିଲ୍ଲୀ,୨୪।୧: ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ଗତ ସପ୍ତାହରେ ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ…
ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ
ଛେଣ୍ଡିପଦା,୨୪ା୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବିଲି ପାଳନ ହେଉଛି। ସୋମବାର ଦ୍ୱିତୀୟ ଦିବସରେ ଡାକ ଲଫାପା ଉନ୍ମୋଚିତ ହୋଇଛି। ଜୁବିଲି କମିଟି ସଭାପତି ତଥା ପୁରାତନ ଛାତ୍ର ପ୍ରାଧ୍ୟାପକ ପ୍ରଦୀପ କୁମାର କରଙ୍କ ତତ୍ତ୍ୱାବଧାନରେ…
ଘରେ ପଶି ୨ ମହିଳାଙ୍କୁ ହତ୍ୟା ଉଦ୍ୟମ
ବ୍ରହ୍ମପୁର ଅଫିସ,୨୪ା୧: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ରଘୁପତିନଗରରେ ଚାଲିଥିବା ଏକ ଟିୟୁସନ ଶିକ୍ଷକଙ୍କ ଘରେ ପଶି ସୋମବାର ଦୁଇ ଜଣ ମହିଳାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଏହି ଘଟଣାରେ ମାଧୁରୀ ପଣ୍ଡା(୩୭) ଗୁରୁତର ହୋଇଥିବା ବେଳେ ଟିଉସନ ଶିକ୍ଷକଙ୍କ…
Archives


