Home Left

ଥାନାରେ ବିଷ ପିଇଲେ ବଳାତ୍କାର ପୀଡ଼ିତା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ଲଖିମ୍‌ପୁରଖେରି,୧୩।୨: ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଜଣେ ବଳାତ୍କାର ପୀଡ଼ିତା ଥାନାରେ ବିଷ ପିଇ ଦେଇଛନ୍ତି। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିିଛି। ବଳାତ୍କାର ଅଭିଯୋଗ ମିଛ ହୋଇଥିବା ତଦନ୍ତରୁ…

୯୫୦ କୋଟି ରୋଜଗାର କଲାଣି ‘ପଠାନ’

ମୁମ୍ବାଇ: ଜାନୁୟାରୀ ୨୫ରେ ମୁକ୍ତିଲାଭ କରିଥିବା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରେକର୍ଡ ସୃଷ୍ଟି କରିଛି। ପ୍ରେକ୍ଷାଳୟରେ ୩ ସପ୍ତାହରୁ ଅଧିକ ସମୟ ଧରି ଏହା ଚାଲିଥିଲେ ମଧ୍ୟ ଆଜି ବି ହାଉସ୍‌ ଫୁଲ୍‌ ରହୁଛି। ସପ୍ତାହ…

ଭାରତର ଭିନ୍ନ ଏକ ଗାଁ, ଯେଉଁଠି ନିଜର ପାର୍ଲାମେଣ୍ଟ, ନିଜ ନିୟମ କାନୁନ ଚାଲିଥାଏ

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ଦେଶ। ଏହାକୁ ମଦର ଅଫ୍‌ ଡେମୋକ୍ରାସି ମଧ୍ୟ କୁହାଯାଏ। ଏଠାରେ ପାର୍ଲାମେଣ୍ଟ ଆଇନ ପ୍ରଣୟନ କରେ ଏବଂ ସମଗ୍ର ଦେଶ ସେହି ଆଇନ ଅନୁଯାୟୀ ଚାଲିଥାଏ। କିନ୍ତୁ ଦେଶରେ ଏପରି ଏକ ସ୍ଥାନ…

ପୁଣିଥରେ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୧୩।୨:ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ତଥା ଭାରତୀୟ ଯୁବ କ୍ରିକେଟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସେ ନିଜ ବିବାହ ପାଇଁ ଉଦୟପୁରକୁ ବାଛିଛନ୍ତି। ଭାଲେଣ୍ଟାଇନ୍ସ ଡେ’ର ବିଶେଷ ଉତ୍ସବରେ ପାଣ୍ଡ୍ୟା ଏବଂ ନତାଶା…

ଚା’ ପିଅନ୍ତୁ, କପ୍‌କୁ ଚୋବାଇ ଖାଆନ୍ତୁ: ଚାଷୀ ବିକଶିତ କଲେ ବାଜରା କପ୍‌…

ପ୍ରୟାଗରାଜ,୧୩।୨ : ଆଇସକ୍ରିମ ଖାଇବା ପରେ ଲୋକେ କୋନକୁ ଚୋବାଇ ଖାଇଥାନ୍ତି। ସେହିଭଳି ଉତ୍ତରପ୍ରଦେଶର ଦେଓରିଆର ଚାଷୀମାନେ ବାଜରାରେ ତିଆରି କପ ବିକଶିତ କରିଛନ୍ତି। ଏହାକୁ ଚା’ ପିଇବାରେ ବ୍ୟବହାର କରାଯାଇପାରିବ ଏବଂ ସ୍ନାକ୍ସ ଭାବରେ ମଧ୍ୟ ଚୋବାଇ ଖାଇ ହେବ।…

ଗୁଗ୍‌ଲ ଅଫିସ୍‌ ଉଡାଇ ଦେବାକୁ ଧମକ

ମୁମ୍ବାଇ,୧୩।୨: ମୁମ୍ବାଇରେ ଥିବା ଗୁଗ୍‌ଲର କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇଦେବାକୁ ଧମକ ମିଳିଛି। ସୋମବାର ଗୁଗ୍‌ଲର କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। କଲ କରୁଥିବା ବ୍ୟକ୍ତି ପୁଣେର ଗୁଗ୍‌ଲ ଅଫିସରେ ଏକ ବୋମା ରଖାଯାଇଥିବା କହିଥିଲେ। ଗୁଗ୍‌ଲ ଅଧିକାରୀମାନେ ତୁରନ୍ତ…

ବାଲ୍‌ ଠାକ୍‌ରେଙ୍କ ଯୋଗୁ ମୋଦି ଆଜି ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ: ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୧୩।୨: ଶିବସେନା ସଭାପତି ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯଦି ବାଲ ଠାକରେ ତାଙ୍କୁ ବଞ୍ଚାଇ ନ ଥାନ୍ତେ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପୁଣି ଏକ ଦନ୍ତାହାତୀର ମୃତଦେହ ଜବତ

ଆଠଗଡ,୧୩।୨(ସ୍ବ.ପ୍ର.): ଆଠଗଡ ବନାଞ୍ଚଳ ଅନ୍ତର୍ଗତ ନୂଆବନ୍ଧ ନୂଆ ତଇଲା କାଜୁ ଜଙ୍ଗଲରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀର ଆନୂମାନିକ ବୟସ ୨୦ ହେ ବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ଆଠଗଡ ବନାଞ୍ଚଳ ଅଧିକାରୀ…

ଚାଇନା ଆକାଶରେ ସଂଦିଗ୍ଧ ଉଡ଼ନ୍ତା ବସ୍ତୁ

ବେଜିଂ,୧୩।୨: ଚାଇନାର ଗୁପ୍ତଚର ବେଲୁନ ବିଷୟରେ ସାରା ବିଶ୍ୱରେ ଏକ ବିତର୍କ ଚାଲିଛ। ଏବେ ଆକାଶରେ ମଧ୍ୟ ଏକ ଉଡ଼ନ୍ତା ବସ୍ତୁ ଦେଖାଯାଇଛି। ଚାଇନା ପକ୍ଷରୁ ଏହି ଦାବି କରାଯାଇଛି। କ୍ୱିଙ୍ଗଡାଓ ସହରର ସମୁଦ୍ର ଅଞ୍ଚଳରେ ଏହି ଉଡ଼ନ୍ତା ବସ୍ତୁ ଦେଖିବାକୁ…

ସିଦ୍ଧାର୍ଥଙ୍କ ରିସେପ୍ସନରେ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଏଣ୍ଟ୍ରି

ବଲିଉଡର ଲଭ ବାର୍ଡ ସିଦ୍ଧାର୍ଥ-କିଆରା। ରାଜସ୍ଥାନ ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ରାଜକୀୟ ଅନ୍ଦାଜରେ ସରିଛି ଏହି ହାଇ ପ୍ରୋଫାଇଲ ସେଲିବ୍ରିଟି ବାହାଘର। ଉଭୟ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରିଛନ୍ତି। ଏଥିରେ ଅନେକ ବଲିଉଡ୍‌ ସେଲିବ୍ରିଟି ଯୋଗ ଦେଇଛନ୍ତି। ସିଦ୍ଧାର୍ଥଙ୍କ…

ତୁର୍କୀର ଭୂକମ୍ପ ହଲାଇଦେଲା ଏର୍ଦୋଗନଙ୍କ ରାଜନୈତିକ କିଲା!

ଅଙ୍କାରା,୧୩ ।୨: ଗତ ସପ୍ତାହରେ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଯୋଗୀ ହଜାର ହଜାର ଲୋକ ସମୟ ପୂର୍ବରୁ ଏହି ପୃଥିବୀରୁ ବିଦାୟ ନେଇଛନ୍ତି । ହେଲେ ଏବେ ଏହି ଭୂକମ୍ପକୁ ନେଇ ତୁର୍କୀର ଲୋକଙ୍କ ମନରେ ରାଗ ଉପୁଜିଛି ।…

ଅନିଲ ଦେଶମୁଖଙ୍କ ଚମକାଇବା ଭଳି ଦାବି

ମୁମ୍ବାଇ,୧୩ ।୨: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ରବିବାର ଏକ ଚମକାଇବା ଭଳି ଦାବି କରିଛନ୍ତି । ସେ କହିଛନ୍ତି, ଜେଲରେ ତାଙ୍କୁ ଏମିତି ଏକ ଅଫର ମିଳିଥିଲା, ଯଦି ସେ ତାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri