Home Left

ମଦ ପଇ ଟ୍ରେନ୍‌ରେ ମହିଳାଙ୍କୁ କନଷ୍ଟେବଳଙ୍କ ଦୁର୍ବ୍ୟବହାର

ଟିକିରି,୯ା୨(ଡି.ଏନ୍‌.ଏ): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିସ୍ଥିତ ବୁଧବାର ରାତିରେ ଜଣେ କନଷ୍ଟେବଳ ଅତ୍ୟଧିକ ମଦ୍ୟପାନ ରାଉରକେଲା ଯାଉଥିବା ଟ୍ରେନରେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପରେ ଯାତ୍ରୀମାନେ କନଷ୍ଟେବଳଙ୍କୁ ଲକ୍ଷ୍ମୀପୁର ରେଳ ଷ୍ଟେଶନରେ ଓହ୍ଲାଇ ଦେଇଥିଲେ। ଏହା ପରେ ପୁଣି…

ଫେଲ୍‌ ମାରିଛି ଆଳୁ ମିଶନ

ଭଦ୍ରକ ଅଫିସ, ୯ା୨: ଭଦ୍ରକ ଜିଲାରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହୁ ନ ଥିବା ଦେଖିବାକୁ ମିଳିଛି। ସରକାର ଆଳୁ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିହନ ଯୋଗାଣ ସହ ହେକ୍ଟର ପିଛା ସର୍ବାଧିକ ୫୮ ହଜାର ଟଙ୍କା…

ମହିଳାଙ୍କୁ ବଳାତ୍କାର, ହତ୍ୟା

ମଙ୍ଗୁଳି/ଜଗତପୁର, ୯ା୨(ଡି.ଏନ୍‌.ଏ.):ଜଗତପୁର ଥାନା ଅଧୀନ ଟ୍ରକ୍‌ ଟର୍ମିନାଲ ନିକଟ ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପୋଲିସ ଜବତ କରିଛି। ମୃତା ଜଗତପୁର ଷ୍ଟେଶନ ବଜ଼ାର ଅଞ୍ଚଳର ବୋଲି ଜଣାପଡ଼ିଛି। ବଳାତ୍କାର ପରେ…

ଚାଇନା ସହ କୌଣସି ବିବାଦ ଚାହୁଁନାହିଁ ଆମେରିକା: ବାଇଡେନ୍‌

ଓ୍ବାଶିଂଟନ୍‌,୯।୨: ଗୁପ୍ତଚର ବେଲୁନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ବଢିବା ନେଇ କଳ୍ପନାଜଳ୍ପନା ଚାଲିଛି। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଯଦିଓ ଚାଇନାର ଗୁପ୍ତଚର ବେଲୁନ୍‌କୁ ନେଇ ଉଭୟ ଦେଶ ମଧ୍ୟରେ ମତଭେଦ ରହିଛି, କିନ୍ତୁ…

ଉଡ଼ାଣ ଆଉ ଅବତରଣ ସମୟରେ ଖୋଲି ଦିଆଯାଏ ବିମାନର ଝରକା, କାରଣ ଜାଣିଲେ…

ବିମାନରେ ବସିବାକୁ କାହାର ବା ଇଚ୍ଛା ନ ଥାଏ। କିନ୍ତୁ ଏହି ଯାତ୍ରା ସହିତ ଜଡ଼ିତ ଅନେକ ନିୟମ ଅଛି, ଯାହା କି ଅନେକ ଲୋକ ଏ ବିଷୟରେ ଜାଣି ନ ଥାନ୍ତି। ଯେମିତି କି ବିମାନ ଉଡ଼ାଣ ଏବଂ ଅବତରଣ…

ଟୁଇଟର୍‌ ଡାଉନ୍‌

କାର୍ଲଫର୍ନିଆ,୯।୨: ବିଶ୍ୱର ଅନେକ ଦେଶରେ ଟୁଇଟର୍‌ ସର୍ଭର ଡାଉନ ଅଛି। ଅନେକ ୟୁଜର୍ସ ଆକାଉଣ୍ଟକୁ ଲଗ୍‌ଇନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଟୁଇଟର ପକ୍ଷରୁ କୁହାଯାଇଛି ଯେ, ଟୁଇଟରରେ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କମ୍ପାନୀ ଏଥିପାଇଁ ଦୁଃଖିତ।…

କିଆରା-ସିଦ୍ଧାର୍ଥଙ୍କ ଗ୍ରାଣ୍ଡ ୱେଲକମ

ମୁମ୍ବାଇ: ସେଲିବ୍ରିଟି କପୁଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ୭ ଫେବୃୟାରୀରେ ରାଜସ୍ଥାନ ଜୈସଲମରର ସୂର୍ଯ୍ୟଗଡ଼ ପ୍ୟାଲେସରେ ଟ୍ରାଡିସନାଲ ୱେଡିଂ ଫଙ୍କସନରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଗ୍ରାଣ୍ଡ ୱେଡିଂ ପରେ ନ୍ୟୁଲି ୱେଡ କପୁଲ ୮ ଫେବୃୟାରୀରେ…

୭୦୦୦ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇବ ଡିଜନୀ

ପ୍ୟାରିସ,୯ ।୨: ବିଶ୍ୱର ବଡ ବଡ କମ୍ପାନୀ ଏବେ ପର୍ଯ୍ୟନ୍ତ ଆର୍ଥିକ ସଙ୍କଟରୁ ବାହାରି ପାରୁ ନାହାନ୍ତି । ଏଭଳି ସ୍ଥିତିରେ ଖର୍ଚ୍ଚ କାଟ କରିବାକୁ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଜାରି ରହିଛି । ଏବେ ଏହି ତାଲିକାରେ ଡିଜନୀ ବି…

ଉଭୟ ବର୍ଗର ଗ୍ରାଣ୍ଡ୍‌ ଫାଇନାଲରେ ପଞ୍ଜାବ

ପୁରୀ ଅଫିସ, ୯ା୨: ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ୪୪ତମ ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପ୍‌ର ଚତୁର୍ଥ ଦିବସରେ ବୁଧବାର ଉଭୟ ପୁରୁଷ ଓ ମହିଳା ବିଭାଗର ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମହିଳା ବିଭାଗର ପ୍ରଥମ ସେମିଫାଇନାଲରେ ମହାରାଷ୍ଟ୍ର ଓ…

ସେମିଫାଇନାଲରେ ରାମେଶ୍ୱର

ଭୁବନେଶ୍ୱର,୯ା୨(କ୍ରୀଡ଼ା ପ୍ରତିନିଧି): କେଶୁରା ପଡ଼ିଆରେ ଚାଲିଥିବା ତୃତୀୟ ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଅନ୍ତିମ କ୍ୱାର୍ଟର ଫାଇନାଲରେ ଭୁବନେଶ୍ୱରର ମୁକ୍ତେଶ୍ୱର କ୍ରିକେଟ କ୍ଲବକୁ ୨୮ ରନରେ ହରାଇ ରାମେଶ୍ୱର ସ୍ପୋର୍ଟିଂ ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହ ପ୍ରତିଯୋଗିତାର…

ଭୂମିକମ୍ପରେ ତୁର୍କୀ ଗୋଲକିପରଙ୍କ ମୃତ୍ୟୁ

ଅଙ୍କାରା,୯ା୨: ତୁର୍କୀ ଓ ଇଜିପ୍ଟରେ ଘଟିଥିବା ଭୟାବହ ଭୂମିକମ୍ପରେ ତୁର୍କୀ ଗୋଲକିପରଙ୍କ ମୃତ୍ୟୁ ଘଟିଛି। ତୁର୍କୀ ପାଇଁ ୫ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଅହମତ୍‌ ଇୟୁପ୍‌ ତୁର୍କସଲାନ ସୋମବାର ପ୍ରାଣ ହରାଇଛନ୍ତି। ଅହମତଙ୍କ କ୍ଲବ ୟେନି ମାଲାଟୟାସ୍ପୋର ପକ୍ଷରୁ ଏହି ଖବର…

ସାମାଜିକ ନବସୃଜନକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୯।୨: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ଇନ୍‌ଫୋସିସ୍‌ ଫାଉଣ୍ଡେଶନ ପକ୍ଷରୁ ଚଳିତ ବର୍ଷ ପାଇଁ ‘ଆରୋହଣ ସାମାଜିକ ଅଭିନବ ପୁରସ୍କାରର ୩ୟ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତରେ ସାମାଜିକ ନବସୃଜନକୁ ଆଗକୁ ନେବା ପାଇଁ ଫାଉଣ୍ଡେଶନ ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri