Home Left

କିଆରା-ସିଦ୍ଧାର୍ଥଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ସାତ ଜନ୍ମ ପାଇଁ ଜୀବନସାଥି ହୋଇଯାଇଛନ୍ତି । ଏହି ନ୍ୟୁଲି ୱେଡ କପୁଲ ଏବେ ଖୁବ୍ ଚର୍ଚ୍ଚାରେ । ଫେବୃୟାରୀ ୧୨ରେ ଏମାନେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ…

ଆମିରଙ୍କୁ ବିଚାରା ବୋଲି କହିଲେ କଙ୍ଗନା, ନେଉନାହାନ୍ତି ଦୀପିକାଙ୍କ ନାଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁବେଳେ ତାଙ୍କ ବେକାବୁ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ କଙ୍ଗନା ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କୁ ଟାର୍ଗେଟ କରି ଆସିଛନ୍ତି ଚର୍ଚ୍ଚାକୁ । କଙ୍ଗନା ମୁମ୍ବାଇରେ ତାଙ୍କ ବୁକ ଲଞ୍ଚ…

ବ୍ରେଡ ପ୍ୟାକେଟରେ ମୂଷା…

କୋଲକାତା,୧୧।୨ : ଏବେ ଅନଲାଇନରେ ଶୀଘ୍ର ସାମଗ୍ରୀ ପହଞ୍ଚାଇବାର ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଫଳରେ ବହୁ ସମୟରେ ଖରାପ ସାମଗ୍ରୀ ଗ୍ରାହକଙ୍କ ପାଖରେ ପହଞ୍ଚୁଛି। ସମ୍ପ୍ରତି ଅର୍ଡର କରାଯାଇଥିବା ବ୍ରେଡ ପ୍ୟାକେଟରେ ମୂଷା ଥିବା ନେଇ ଜଣେ ଉପଭୋକ୍ତାଙ୍କ ଅଭିଯୋଗ କରିବା…

ଇତିହାସ ରଚିଲେ ନାଥନ୍‌ ଲିଅନ୍‌

ନାଗପୁର,୧୧।୨: ଭାରତ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନ ବୋଲର୍‌ ନାଥନ୍‌ ଲିଅନ୍‌ ଇତିହାସ ରଚିଛନ୍ତି। ସେ ପ୍ରଥମ ଇନିଂସର ୪୯ ଓଭରରେ ୧୨୬ ରନ୍‌ ଦେଇ ୧ ଉଇକେଟ ନେଇଥିଲେ। ଏଥିରେ ୧୩ ଓଭର ମେଡେନ…

ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବରେ ଶ୍ରଦ୍ଧାଳୁଙ୍କ ସମାଗମ

ସୋରଡ଼ା,୧୧।୨(ଡି.ଏନ୍‌.ଏ.): ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବ ଅସୁରବନ୍ଧ ପଞ୍ଚାୟତର ଦନ୍ତଲିଙ୍ଗି ଗ୍ରାମରେ ଶୁଭାରମ୍ଭ ହୋଇଯାଇଛି। ମିଶନ ଧର୍ମ ସଂଘର ପ୍ରୋଭିନସିଆଲ ଫାଦର ମ୍ୟାଥୁ ନାୟକ, ଧର୍ମାଞ୍ଚଳ ଫାଦର କବିରାଜ ବସ୍ତରାୟ, ଫାଦର ଶଶିକାନ୍ତ ମାଳୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି…

ଗଞ୍ଜାମ ସହରରେ ଲାଗିଲା ଅଶୋକ ଚକ୍ର

ଗଞ୍ଜାମ,୧୧।୨(ଡି.ଏନ୍‌.ଏ.): ସଜେଇ ହେଉଛି ଗଞ୍ଜାମ ସହର। ଗଞ୍ଜାମ ସହର ଦାମୋଦରପୁରରେ ପ୍ରଥମ ଥର ପାଇଁ ପଥରରେ ନିର୍ମିତ ଅଶୋକ ଚକ୍ର ଲଗାଯାଇଛି। ଏଥିସହ ଆକର୍ଷଣୀୟ ପଥରରେ ନିର୍ମିତ ଗଣେଶ ମୂର୍ତ୍ତି ସାନିବଜାର ଶନି ମନ୍ଦିରଠାରେ ଲାଗିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ…

ସୋମବାର ବସିବ କ୍ୟାବିନେଟ୍‌ ବୈଠକ , ୧୦ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୧୧।୨ : ରାଜ୍ୟ କ୍ୟାବିନେଟ୍‌ର ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଆଶା କରାଯାଉଛି। ଖବର…

୫୦୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୧।୨: ଟାଟା ସନ୍ସ ମାଲିକାନାରେ ଥିବା ଏୟାର ଇଣ୍ଡିଆ ୫୦୦ ବିମାନ କିଣିବ। ଏୟାରଲାଇନ୍ସର ଏହି ସର୍ବବୃହତ୍‌ ଅର୍ଡର ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଅର୍ଡର ମଧ୍ୟରେ ୪୩୦ଟି ସଂକୀର୍ଣ୍ଣ ବଡ଼ି ଏବଂ ୭୦ଟି ବିସ୍ତୀର୍ଣ୍ଣ ବଡ଼ି ବିମାନ। ଆଗାମୀ ୭ରୁ ୮…

ଇଞ୍ଜିନିୟରିଂ ଛାତ୍ର ସମେତ ୬ ଅଭିଯୁକ୍ତ ଗିରଫ

ରାୟଗଡ଼ା(ସ୍ବ.ପ୍ର./ରାୟଗଡ଼ା ଅଫିସ),୧୧ା୨: ରାୟଗଡ଼ା ସହରରେ ଚୋରି, ଲୁଟ୍‌, ଡକାୟତି ବଢ଼ୁଥିବାବେଳେ ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଟାଉନ ଥାନା ପୋଲିସ ଏହାର ତଦନ୍ତ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଲ୍ୟାଣସିଂହପୁର ଥାନା ଅଡାବାଡି ଗ୍ରାମର ଯୁଧିଷ୍ଟିର କୌଶଲ୍ୟା,…

ଚାନ୍ଦେଲ ପାହାଡ଼ର ସୁରକ୍ଷା ଦେଉଛନ୍ତି ପଚମନୀ ମାଝି

ନୂଆପଡ଼ା ଅଫିସ,୧୧।୨: ନୂଆପଡା ଓ ବଲାଙ୍ଗୀର ଜିଲା ସୀମାନ୍ତରେ ରହିଛି ଚାନ୍ଦେଲ ପାହାଡ। ପୂର୍ବରୁ ଏହା ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ରହିଥିଲା। ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଧଉରା, ସିହିନା ଭଳି ଗଛ ଓ ଔଷଧୀୟ ବୃକ୍ଷ ସବୁ ରହିଥିଲା। ଏଠାରେ…

ଜଳକଷ୍ଟରେ ଗତରକଣ୍ଡାବାସୀ

ନନ୍ଦପୁର, ୧୧ା୨: ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତର ୮ ନମ୍ବର ୱାର୍ଡ ତଥା ଦୁର୍ଗମ ଗତରକଣ୍ଡା ଗ୍ରାମବାସୀ ପାନୀୟ ଜଳକଷ୍ଟ ଭୋଗୁଛନ୍ତି। ଖରାଦିନ ପୂର୍ବରୁ ଅନୁଭୂତ ହେଉଥିବା ଏହି ଜଳକଷ୍ଟ ଖରାଦିନେ ଆହୁରି ଅଧିକ ଅସହ୍ୟ ହେବ ବୋଲି ଗ୍ରାମବାସୀ ଆଶଙ୍କା…

କ୍ରଶରରେ ପଥର ଉପରୁ ପଡି ଯୁବକ ମୃତ

ଚିତ୍ରକୋଣ୍ଡା,୧୧ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡ଼ାଠାରେ ଥିବା ଏକ କ୍ରଶରରେ କର୍ମଚାରୀ ଭାବରେ ଏମ. ଆଞ୍ଜି (୨୩) ନାମକ ଯୁବକ କାମ କରୁଥିଲେ। ସବୁଦିନ ପରି ସେ ଗୁରୁବାର କ୍ରସରରେ ଥିବା ଏକ ବଡ ପଥର ଉପରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri