Home Left

କବିର ହଂସଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟରେ କବିର ହଂସ ଡବଲ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ସିଙ୍ଗଲ୍ସ ଫାଇନାଲରେ ସେ ଆଦିତ୍ୟ ଶତପଥୀଙ୍କୁ ୬-୩, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି…

ଶୁଆଙ୍ଗ କ୍ରିକେଟ କ୍ଲବ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୧୩।୨ (ଡି.ଏନ.ଏ.) : ବାଙ୍କୁଆଳ ହାଇସ୍କୁଲ ପଡିଆରେ ୮ ଦିନ ଧରି ଚାଲିଥିବା ୧୨ତମ ଜଗବନ୍ଧୁ ସ୍ବାଇଁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଶୁଆଙ୍ଗ କ୍ରିକେଟ କ୍ଲବ, ଭୁବନେଶ୍ୱର ଓ ମା’ ଭଗବତୀ କ୍ରିକେଟ…

ସିମରଜିତ ଜିତିଲେ ଗୋଲ୍ଡେନ ଟ୍ରାଙ୍ଗଲ ସାଇକ୍ଲିଂ ଚାମ୍ପିୟନଶିପ୍‌

ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡ୍‌ଭେଞ୍ଚର କ୍ଲବ ଆନୁକୂଲ୍ୟରେ ଗୋଲ୍ଡେନ ଟ୍ରାଙ୍ଗ୍‌ଲ ସାଇକ୍ଲିଂ ଚାମ୍ପିୟନଶିପ୍‌ର ୫ମ ସଂସ୍କରଣ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପଞ୍ଜାବର ସିମରଜିତ ସିଂ ୨:୫୪:୧୯ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର…

ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କଲା ଆମେରିକା

ୱାଶିଂଟନ,୧୩ ।୨: ଆମେରିକା ଆକାଶରେ ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟ ମିଳିଥିବା ସୂଚନା ରହିଛି । ରବିବାର ଆମେରିକା ଏହି ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରିଦେଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଫ୍ଲାଇଙ୍ଗ ଅବଜେକ୍ଟ ଆମେରିକା-କାନାଡା ସୀମା ଉପରେ ଦେଖାଯାଇଥିଲା ।…

‘ମେସି ଡାଇନାଷ୍ଟାର୍‌ ପ୍ରତିଯୋଗିତା ସିଜନ-୧’

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ଟ୍ରାକ୍ଟର ନିର୍ମାତା ‘ଟାଫେ ଟ୍ରାକ୍ଟର୍ସ ଆଣ୍ଡ୍‌ ଫାର୍ମ ଇକ୍ୱିପ୍‌ମେଣ୍ଟ ଲିମିଟେଡ୍‌’ ପକ୍ଷରୁ ଏକ ଅଭିନବ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ‘ମେସି ଡାଇନାଷ୍ଟାର୍‌ କଣ୍ଟେଷ୍ଟ-୨୦୨୩ ହାସଟ୍ୟାଗ ସବ୍‌ସେ ବଡ଼େ ଅଲ୍‌ରାଉଣ୍ଡର୍‌ କି ତଲାସ୍‌’ ସିଜନ-୧ର ଶୁଭାରମ୍ଭ…

‘ଡ୍ରିମ୍‌ ଡାଇମଣ୍ଡ୍‌ ଟୁର ଅଫ୍‌ ଓଡ଼ିଶା’ଉଦ୍‌ଯାପିତ

ଭୁବନେଶ୍ୱର,୧୩।୨: ରିଲାଏନ୍ସ ଜୁଏଲସ୍‌ ପକ୍ଷରୁ ନିକଟରେ ଆୟୋଜିତ ହୋଇଥିବା ‘ଏଲିନାଙ୍କ ଡ୍ରିମ୍‌ ଡାଇମଣ୍ଡ୍‌ ଟୁର୍‌ ଅଫ୍‌ ଓଡ଼ିଶା’ ରବିବାର ରାଉରକେଲାର ଚନ୍ଦ୍ରପୁର କଚେରି ରୋଡ୍‌ସ୍ଥିତ ଶୋ’ରୁମ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ବିଶେଷ କରି ଏହାର ପୃଷ୍ଠପୋଷାକମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଏବଂ ଉତ୍ସାହକୁ…

ପାହାଳରେ ଉତ୍କଳ ବିଲ୍ଡର୍ସର ‘ଉତ୍କଳ ଲେଭେଲ୍ସ’ଉନ୍ମୋଚିତ

ଭୁବନେଶ୍ୱର,୧୩।୨: ରାଜ୍ୟର ପ୍ରମୁଖ ରିୟଲ ଇଷ୍ଟେଟ୍‌ କମ୍ପାନୀ ଉତ୍କଳ ବିଲ୍ଡର୍ସର ନୂତନ ପ୍ରକଳ୍ପ ‘ଉତ୍କଳ ଲେଭେଲ୍ସ’ ରବିବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ସୁବାସ ଭୁରା ଏବଂ ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ପ୍ରମୁଖ ଉପସ୍ଥିତ…

ବିବାହ ଦିନ ଷ୍ଟେଥୋସ୍କୋପ୍‌ ପକାଇ ପରୀକ୍ଷା ଦେବାକୁ ଆସିଲେ କନ୍ୟା, ଭିଡିଓ ଦେଖିଲେ…

ଯଦି ଆପଣଙ୍କର ପ୍ରାକ୍ଟିକାଲ ପରୀକ୍ଷା ଆପଣଙ୍କ ବିବାହ ଦିନ ହିଁ ପଡ଼ିଥାଏ ତେବେ କ’ଣ କରିବେ କୁହନ୍ତୁ? ଏହି ସମୟରେ କେବଳ ଦୁଇଟି ଉପାୟ ଆଖି ସାମ୍ନାକୁ ଆସିବ। ପ୍ରଥମେ ଆପଣ ସେହି ଦିନ ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ କିମ୍ବା…

ପୁଣି ଛଟେଇ ହୋଇପାରନ୍ତି ମେଟା କର୍ମଚାରୀ

ୱାଶିଂଟନ,୧୩ ।୨: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଆଗକୁ ଆଉ କେତେଜଣ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି କୁହାଯାଉଛି । କମ୍ପାନୀ ଏହି ଉଦ୍ଦେଶ୍ୟରେ ରହିଛି କି ଚଳିତ ବର୍ଷ ସେ କମ୍ପାନୀରେ ରହିଥିବା କର୍ମଚାରୀଙ୍କୁ ନେଇ ବିଜନେସକୁ ଆଗକୁ ବଢାଇପାରେ…

ଅଏଲ୍‌ ଇଣ୍ଡିଆ ଲିମିଟେଡ଼୍‌ର ୩ୟ ତ୍ରେିମାସିକ ଫଳାଫଳ

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ କମ୍ପାନୀ ଅଏଲ୍‌ ଇଣ୍ଡିଆ ଲିମିଟେଡ଼୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରେିମାସିକ ଫଳାଫଳ ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି, କମ୍ପାନୀ ଅକ୍ଟୋବର ରୁ ଡିସେମ୍ବର ଅବଧି ମଧ୍ୟରେ ୧,୭୪୬.୧୦ କୋଟି ଟଙ୍କା ନେଟ୍‌ ଲାଭ କରିଛି।…

ପୁଟୁରୁପଡ଼ା ଉଚ୍ଚ ବିଦ୍ୟାଳୟରେ ଜଳାଭାବ

ନୂଆଗଡ,୧୩ା୨:ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପୁଟୁରୁପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ପ୍ରାୟ ମାସାଧିକ ସମୟ ହେଲାଣି ପାଣିର ଉତ୍କଟ ଅଭାବ ଦେଖାଦେଇଛି। ପାଣିର ଅଭାବ ସମସ୍ୟା ରହିଥିବାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ…

ମହାକାଶ ବିଜ୍ଞାନ ସମ୍ପର୍କରେ ଜାଣିବାର ସୁଯୋଗ

ଭୁବନେଶ୍ୱର, ୧୪ା୨(ବ୍ୟୁରୋ):ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅନ୍ତରୀକ୍ଷ ଉପଯୋଗ କେନ୍ଦ୍ର(ଏସ୍‌ଏସି)-ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ(ଭିଏସ୍‌ଏସ୍‌ଇ), ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ୟାପିଟାଲ ହାଇସ୍କୁଲ୍‌ ପରିସରରେ ଆରମ୍ଭ ହୋଇଛି ‘ସ୍ପେସ୍‌ ଅନ୍‌ ହୁଇଲ୍‌’ ପ୍ରଦର୍ଶନୀ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri