Home Left

ବିବାହ ସମାରୋହରୁ ଫେରୁଥିବାବେଳେ ଅଘଟଣ: ୩ ମୃତ

ଲକ୍ଷ୍ନୌ,୨୨।୫: ଉତ୍ତରପ୍ରଦେଶର ବାନ୍ଦାଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିବାହ ସମାରୋହରୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଆହତ ହୋଇଛନ୍ତି। କୁହାଯାଉଛି ଯେ ନିୟନ୍ତ୍ରଣ ହରାଇ ବୋଲେରୋଟି ଗଛ ସହିତ ଧକ୍କା ହୋଇଥିଲା।…

ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ, ଅନେକ ଆହତ

ଗୁୟାନା,୨୨।୫: ଦକ୍ଷିଣ ଆମେରିକାର ଗୁୟାନାସ୍ଥିତ ଏକ ସ୍କୁଲ ହଷ୍ଟେଲରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ…

ରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଉଛି: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୨୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୮ରେ ନବନିର୍ମାଣ ସଂସଦର ଉଦ୍‌ଘାଟନ କରିବେ। ଏ ସମ୍ପର୍କରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ…

ଶୁଟିଂ ସେଟ୍‌ରେ ଆହତ ହେଲେ ଅନୁପମ ଖେର

ମୁମ୍ବାଇ: ବଲିଉଡର ଅନ୍ୟତମ ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ଅନୁପମ ଖେର ଅନ୍ୟତମ। ସେ ଚଳଚ୍ଚିତ୍ରରେ ଅନେକ ପ୍ରକାରର ଭୂମିକା ଗ୍ରହଣ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିଜୟ ୬୯’ ଶୁଟିଂକୁ ନେଇ ବ୍ୟସ୍ତ…

ମାଠିଆ ପାଣି

ମାଠିଆ ପାଣି ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟ ଅନେକେ ଜାଣନ୍ତି। ତଥାପି ଏଥିରେ ଆହୁରି ଅନେକ ପ୍ରକାର ଭଲ ଗୁଣ ରହିଛି। ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁନାଶକ। ପ୍ରାକୃତିକ ଉପାୟରେ ଏହି…

ସମୀର ୱାନଖେଡେଙ୍କୁ ମିଳିଲା ଧମକ, ଆର୍ୟନ ଖାନଙ୍କ ମାମଲାର ତଦନ୍ତ ମଧ୍ୟରେ ମାଗିଲେ ସୁରକ୍ଷା

ମୁମ୍ବାଇ,୨୨।୫: ମୁମ୍ବାଇ ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ଏନସିବି ସମୀର ୱାନଖେଡେ ଏବଂ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋତେ ଏବଂ ମୋର ସ୍ତ୍ରୀଙ୍କୁ ଗତ ୪ ଦିନ ଧରି…

ଶ୍ରମିକଙ୍କ ମୃତ୍ୟୁରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ଧାରଣା

ଢେଙ୍କାନାଳ ଅଫିସ,୨୨ା୫: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡ଼ଗପ୍ରସାଦ ଗ୍ରାମ ନିକଟସ୍ଥ ନବ ଲିମିଟେଡ୍‌ କମ୍ପାନୀରେ ରବିବାର ଅପରାହ୍ନରେ ମାଧବ ବେହେରା (୪୦) ନାମକ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହ ଘଟଣାକୁ ନେଇ ସୋମବାର ସକାଳ ୬ଟାରୁ…

ଦ୍ୱିତୀୟ ଦିନରେ ଉଚ୍ଛେଦ କାର୍ଯ୍ୟ

ଭଦ୍ରକ ଅଫିସ,୨୨ା୫: ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ପୁରୁଣାବଜ଼ାର ରାସ୍ତା ନିର୍ମାଣ ପାଇଁ ରବିବାରଠାରୁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ସୋମବାର ଦ୍ୱିତୀୟ ଦିନରେ ଚାଲିଛି l ପ୍ରଥମ ଦିନରେ ମୋଚି ଛକଠାରୁ ସନ୍ଥିଆ ପୋଲ ପର୍ଯ୍ୟନ୍ତ ଉଚ୍ଛେଦ…

ନିଦ୍ରାହୀନତା ଓ ଆଲଜିମର୍ସ

ନିଦ୍ରାହୀନତା ଏଭଳି ଏକ ସମସ୍ୟା ଯାହା ପରୋକ୍ଷରେ କେତେକ ରୋଗକୁ ଡାକି ଆଣିଥାଏ। ଯଦି ଏହା ଦୀର୍ଘ ଦିନ ଧରି ଲାଗିରହେ ତେବେ ତାହାର ପ୍ରଭାବ ମସ୍ତିଷ୍କର କାର୍ଯ୍ୟଧାରା ଉପରେ ପଡ଼ିଥାଏ। ଏପରି କି ଏଥିପାଇଁ ଆଲଜିମର୍ସ ଭଳି ସ୍ବାସ୍ଥ୍ୟ ସମସ୍ୟାର…

ଗୁଜରାଟ ଦଙ୍ଗା ଉପରେ ହୋଇଥିବା ଡକ୍ୟୁମେଣ୍ଟାରୀକୁ ନେଇ ବିବିସିକୁ ହାଇକୋର୍ଟଙ୍କ ସମନ

ନୂଆଦିଲ୍ଲୀ,୨୨।୫: ଗୁଜରାଟ ଦଙ୍ଗା ଉପରେ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ଉପରେ ଦାଖଲ ହୋଇଥିବା ମାନହାନି ମାମଲାରେ ବିବିସିକୁ ଦିଲ୍ଲୀ ହାଇକୋର୍ଟ ସମନ ଜାରି କରିଛି। ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାରେ କୁହାଯାଇଛି, ଏହି ଡକ୍ୟୁମେଣ୍ଟାରୀ ଦ୍ୱାରା କେବଳ ପ୍ରଧାନମନ୍ତ୍ରୀ ନୁହେଁ ନ୍ୟାୟପାଳିକା…

ପାଇପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ପାଇପ୍‌ ଜଳିଗଲା

ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଧମା ଥାନା ଗୁଣ୍ଡରପୁରସ୍ଥିତ ପାଇପ୍‌ ଗୋଦାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପାଇପ୍‌ ଜଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲଗିଛନ୍ତି। ସୂଚନାନୁସାରେ ଗୁଣ୍ଡରପୁରଠାରେ ଏକ…

ପୃଥିବୀର ମୃତ୍ୟୁ

ଯାହାର ଜନ୍ମ ଅଛି, ତା’ର ମଧ୍ୟ ଦିନେ ମୃତ୍ୟୁ ଅଛି। ଆମର ଗ୍ରହ ପୃଥିବୀ ଅତୀତରେ ୪୫୦ କୋଟି ବର୍ଷ ପୂର୍ବେ ସୌର ନେବୁଲାରୁ ଜନ୍ମ ହୋଇଥିଲା। ବିଶ୍ୱାସ କରାଯାଏ ଯେ, ଆହୁରି ୪୫୦ କୋଟି ବର୍ଷ ପରେ ଏହାର ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?