Home Left

ପୂର୍ବତନ ମନ୍ତ୍ରୀ ରବି ନାରାୟଣ ଅସୁସ୍ଥ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଅସୁସ୍ଥ ଅଛନ୍ତି ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା କୋରାପୁଟ ଜିଲାର ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ। ତାଙ୍କୁ ବିଶାଖାପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ୨୦୦୦, ୨୦୦୪ ଓ ୨୦୦୯ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ରବି ନାରାୟଣ…

ଥାନା ସମ୍ମୁଖରୁ ମିଳିଲା ଝୁଲନ୍ତା ମୃତଦେହ

ବ୍ରହ୍ମପୁର ଅଫିସ,୧୩।୨: ଗୋଶାଣିନୁଆଗାଁ ଥାନା ସମ୍ମୁଖରୁ ପୋଲିସ ସୋମବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକଙ୍କ ପରିଚୟ ମିଳି ନ ଥିବା ପୋଲିସ କହିଛି। ଏପରି କି ସେ ପିନ୍ଧିଥିବା ଏକ ପ୍ୟାଣ୍ଟ ଅଣ୍ଟାରୁ ଖସି ତଳେ ପଡିଯାଇଥିବାରୁ…

ଲଗଜରୀ ହେବ ନତାଶା-ହାର୍ଦ୍ଦିକଙ୍କ ବିବାହ

ମୁମ୍ବାଇ: କିଛିଦିନ ହେବ ବଲିଉଡରେ ଶୁଣିବାକୁ ମିଳିଛି ବିବାହ ଖବର । କେଏଲ ରାହୁଲ ଓ ଆଥିୟା ସେଟ୍ଟି ବିବାହ କରିବା ପରେ ଏବେ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବେ ଶୁଣିବାକୁ…

କିଆରାଙ୍କୁ ବଡ ସରପ୍ରାଇଜ ଦେଲେ ରାମ ଚରଣ

ମୁମ୍ବାଇ: ରାମ ଚରଣ ଜଣେ ଭଲ ଅଭିନେତା ହୋଇଥିବା ବେଳେ ଜଣେ ଭଲ କୋ-ଷ୍ଟାର ଓ ବନ୍ଧୁ ବି ହୋଇପାରନ୍ତି । ଅଭିନେତା ତାଙ୍କ ଆରସି-୧୫ର କୋଷ୍ଟାର କିଆରା ଆଡଭାନୀଙ୍କ ବିବାହରେ ତାଙ୍କୁ ଏକ ପ୍ୟାରା ସା ସରପ୍ରାଇଜ ଦେଇଛନ୍ତି ।…

ଦାଦନ ଖଟିବାକୁ ଯାଇ ମିଳୁନି ଶ୍ରମିକଙ୍କ ପତ୍ତା: ଥାନାରେ ମାମଲା

ନୂଆପଡ଼ା ଅଫିସ,୧୩।୨: ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡ଼ା ଗାଁର ଜଣେ ଦାଦନ ଶ୍ରମିକ ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ। ସେ ଏକ ଇଟାଭାଟିରେ କାମ କରୁଥିବା ବେଳେ ବର୍ତ୍ତମାନ ତାଙ୍କର କୌଣସି ପତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି।…

ଶିଡ଼ିରୁ ଖସିପଡ଼ିଲେ କନ୍ୟା, ବରଯାତ୍ରୀଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ ବର, ଆଉ ତା’ ପରେ…

କୁହାଯାଏ, ବିବାହ ସାତଜନ୍ମର ବନ୍ଧନ। ବିବାହକୁ ସ୍ମରଣୀୟ କରିବା ପାଇଁ ପରିବାର ସଦସ୍ୟ ବର୍ଷ ବର୍ଷ ପୂର୍ବରୁ ଅନେକ ପ୍ରସ୍ତୁତି କରିଥାନ୍ତି। ବରକନ୍ୟାଙ୍କ ମଧ୍ୟରେ ବିବାହକୁ ନେଇ ଅନେକ ସ୍ବପ୍ନ ବି ରହିଥାଏ। ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରତ୍ୟେକ…

ଖୋଲିଲା ୨୦୦ ବର୍ଷର ପୁରୁଣା ମନ୍ଦିର, ୨୦ ହଜାରରୁ ଅଧିକ ଭକ୍ତ ସାମିଲ

ସିଙ୍ଗାପୁର,୧୩ା୨: ପ୍ରାୟ ୨୦୦ ବର୍ଷ ତଳେ ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ର୍ନିମିତ ଦେଶର ସର୍ବ ପୁରାତନ ହିନ୍ଦୁ ମନ୍ଦିରର ପୁନରୁଦ୍ଧାର ସମାରୋହରେ ୨୦୦୦୦ରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ଦେଶର ଉପମୁଖ୍ୟମନ୍ତ୍ରୀ ଲରେନ୍ସ ଓ୍ବଙ୍ଗଙ୍କ ସହ…

କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜକୁ ଅବହେଳା ନେଇ ବିଜେଡିର ପ୍ରତିବାଦ

ବାରିପଦା ଅଫିସ,୧୩ା୨: କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜ ଜିଲା ପ୍ରତି ଅବହେଳା ପ୍ରତିବାଦରେ ସୋମବାର ଜିଲା ବିଜୁ ଜନତା ଦଳ ପକ୍ଷରୁ ୩ ଘଣ୍ଟିଆ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଛି। ଜିଲା ମୁଖ୍ୟାଳୟ ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାକୁ…

ବଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତି ହେଉଛନ୍ତି ସୈଫଙ୍କ ପୁଅ ଇବ୍ରାହିମ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଶୁଣିବାକୁ ମିଳୁଥିଲା କି ଇବ୍ରାହିମ ମଧ୍ୟ ବାପା ସୈଫଙ୍କ ଭଳି ଚଳଚ୍ଚିତ୍ରରେ ନିଜର କ୍ୟାରିୟର କରିବାକୁ ନିଷ୍ପତ୍ତି…

ତୁର୍କୀରେ ପୁଣି ଭୂକମ୍ପ ଝଟକା: ନିରାପଦ ସ୍ଥାନ ଯିବାକୁ ଏୟାରଲାଇନ୍ସର ମାଗଣା ଟିକେଟ ଘୋଷଣା

ଆଙ୍କାରା,୧୩।୨: ତୁର୍କୀର କାରାମାନ୍ମାରସ ସହରରେ ରବିବାର ରାତିରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି। ଭୂଗର୍ଭର ୨୪ କି.ମି. ଅଭ୍ୟନ୍ତରରେ ଏହି ଭୂକମ୍ପ ସଂଘଟିତ ହୋଇଥିବା ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭…

‘କିସି କା ଭାଇ କିସି କି ଜାନ୍‌’ ର ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ମାଧ୍ୟମରେ ଦୀର୍ଘବର୍ଷ ପରେ ପରଦାକୁ ଫେରୁଛନ୍ତି। ଯାହାକୁ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ଫିଲ୍ମର ପ୍ରଥମ ଗୀତ ‘ନୟୋ…

ଥାନାରେ ବିଷ ପିଇଲେ ବଳାତ୍କାର ପୀଡ଼ିତା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ଲଖିମ୍‌ପୁରଖେରି,୧୩।୨: ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଜଣେ ବଳାତ୍କାର ପୀଡ଼ିତା ଥାନାରେ ବିଷ ପିଇ ଦେଇଛନ୍ତି। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିିଛି। ବଳାତ୍କାର ଅଭିଯୋଗ ମିଛ ହୋଇଥିବା ତଦନ୍ତରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri