Home Left

ଅଜୟ ବାଙ୍ଗା ହେଲେ ଓ୍ବାଲର୍‌ଡ ବ୍ୟାଙ୍କ ମୁଖ୍ୟ

ଓ୍ବାଶିଂଟନ୍‌,୨୩।୨: ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗାଙ୍କ ନାମ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ୍ବାଲର୍‌ଡ ବ୍ୟାଙ୍କ ମୁଖ୍ୟ ପଦ ପାଇଁ ଚୟନ କରିଛନ୍ତି। ଡେଭିଡ୍‌ ପାଲବାସ୍‌ ଓ୍ବାଲର୍‌ଡ ବ୍ୟାଙ୍କ ଚିଫ୍‌ ପଦରୁ ଇସ୍ତଫା ଦେବା ପରେ ବାଇଡେନ୍‌ ଅଜୟଙ୍କୁ ଏପଦ…

ଖଣି ଭୁଶୁଡ଼ି ପଡ଼ିବାରୁ ୫ ମୃତ, ୪୮ ନିଖୋଜ

ଆଲକ୍ସା ଲିଗ,୨୩।୨: ଚାଇନାରେ ଏକ ଖଣି ଭୁଶୁଡ଼ି ପଡ଼ିବାରୁ ୫ଜଣଙ୍କ ମୃତ୍ୟୁ ଘଟିବା ସହ ୪୮ ଜଣ ନିଖୋଜ ଅଛନ୍ତି। ଆଭ୍ୟନ୍ତରୀଣ ମଙ୍ଗୋଲିଆର ଆଲକ୍ସା ଲିଗ୍‌ରେ ଭୂସ୍ଖଳନ ଏବଂ ବିପଜ୍ଜନକ ସ୍ଥିତିି ଯୋଗୁ ଉଦ୍ଧାର କାର୍ଯ୍ୟ ଅଟକି ରହିଥିବା ବେଳେ ଗୁରୁବାର…

ମଣ୍ଡିରେ ଚାଲିଗଲା ଚାଷୀଙ୍କ ଜୀବନ

ବାଉଁଶୁଣୀ,୨୩ା୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ମଣ୍ଡି ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସିଥିବା ବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଧରଣୀ ମେହେର(୫୦)। ଧାନ ବିକି ନ…

ବଞ୍ଚି ଥାଉ ଥାଉ ନିଜ ପାଇଁ ସମାଧି ତିଆରି କରି ଚର୍ଚ୍ଚାରେ ଲକ୍ଷ୍ମଣ

ପାରଳାଖେମୁଣ୍ଡି,୨୩।୨(ଡି.ଏନ.ଏ.): ବଞ୍ଚି ବଞ୍ଚି ଥାଉ ଥାଉ ନିଜ ପାଇଁ ଏବଂ ନିଜ ସ୍ତ୍ରୀ ପାଇଁ ସମାଧି ତିଆରି କରି ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ଭୂୟାଁ। ଏଭଳି ଘଟଣା ଗଜପତି ଜିଲା ନୂଆଗଡ ବ୍ଲକ ସୌରି ଗାଁରେ ଦେଖିବାକୁ ମିଳିଛି। ଲକ୍ଷ୍ମଣ ଭୂୟାଁଙ୍କ…

୧୮ ସାଇକେଲ ଜବତ, ଧରାପଡ଼ିଲେ ୨ ଚୋର

ହିଞ୍ଜିଳିକାଟୁ,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଆଖପାଖ ଅଞ୍ଚଳରୁ ପରିବା ବଜାର, ବସ୍‌ଷ୍ଟାଣ୍ଡ, କୋଚିଂ ସେଣ୍ଟର ଆଦି ଜନଗହଳିପୂର୍ଣ୍ଣ ସ୍ଥାନରୁ ସାଇକେଲ ଚୋରି କରୁଥିବା ୨ଜଣ ଲୁଟେରାଙ୍କୁ ଗୁରୁବାର ହିଞ୍ଜିଳି ପୋଲିସ ଗିରଫ କରିଛି। ସେମାନେ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ପଙ୍କଳବାଡି…

ତୁର୍କୀ-ସିରିଆ ପରେ ଏବେ ତାଜିକିସ୍ତାନର ସହାୟତା କରିବ ଭାରତ: ଭୂକମ୍ପ ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୨୩।୨: ତୁର୍କୀ-ସିରିଆ ପରେ ଏବେ ଭାରତ ତାକିକିସ୍ତାନକୁ ଭୂକମ୍ପ ପରିସ୍ଥିତିର ମୁକାବିଲା କରିବାରେ ସହାୟତା କରିବ। ଗୁରୁବାର ତାଜିକିସ୍ତାନରେ ହୋଇଥିବା ଭୂକମ୍ପ ପରେ ଭାରତ ପରିସ୍ଥିତି ଉପରେ ନଜର ରଖିଛି। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଜିକିସ୍ତାନରେ ହୋଇଥିବା ଭୂକମ୍ପର ସ୍ଥିତି…

ଜାମିନ ପରେ ପ୍ରତିକ୍ରିୟା ରଖିଲେ ପୱନ, କହିଲେ ମୋର ନ୍ୟାୟାଳୟ ଉପରେ ବିଶ୍ୱାସ ଅଛି…

ନୂଆଦିଲ୍ଲୀ,୨୩।୨: କଂଗ୍ରେସ ନେତା ପୱନ ଖେରାଙ୍କୁ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ଆସାମ ପୋଲିସ ଗିରଫ କରିଥିଲା। ଏନେଇ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ପୱନଙ୍କ ଜାମିନ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ପୱନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ବେଳେ ଦିଲ୍ଲୀର ଦ୍ୱାରକା କୋର୍ଟ…

ଷ୍ଟେଶନ ଶୌଚାଳୟରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୨୩।୨(ସ୍ବ.ପ୍ର): କୋରାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପୁଟ ରେଳ ଷ୍ଟେଶନ ଶୌଚାଳୟରୁ ଗୁରବାର ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସେ ହେଲେ କୋରାପୁଟ ବ୍ଲକ ପଦ୍ମପୁର ଗ୍ରାମର ଆୟାଲ(୨୩) ବୋଲି ଜଣାପଡିଛି। ତେବେ ମୃତ୍ୟୁର ସଠିକ୍‌ କାରଣ ବର୍ତ୍ତମାନ…

୭ ଦଫା ଦାବରେ ନବ ନିର୍ମାଣ କୃଷକ ସଂଘର ଆନ୍ଦୋଳନ

ପାରଳାଖେମୁଣ୍ଡି,୨୩।୨(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନବ ନିର୍ମାଣ କୃଷକ ସଂଘ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛି। ୭ ଦଫାର ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଦାବି ମଧ୍ୟରେ ଜିଲାରେ କପା ମଣ୍ଡି ଖୋଲାଯିବା ସହ ମିଲେଟ ମିଶନରେ ହୋଉଥିବା ଦୁର୍ନୀତିର ତଦନ୍ତ…

ନେଇଗଲେ ୧୮ ଲକ୍ଷ ଟଙ୍କାର ସୁନାଗହଣା

ଆନନ୍ଦପୁର,୨୩।୨(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଖପରାଖାଇ ଅଞ୍ଚଳର ଇନ୍ଦ୍ରମଣି ନନ୍ଦିଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ୧୦ହଜାର ନଗଦ ଟଙ୍କା ସହ ୧୮ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟି ନେଇଥିବା…

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ପୂଜା ବସ୍ତ୍ରାକରଙ୍କୁ…

ସ୍କ୍ରାପ ହେବ ୧୫ ବର୍ଷରୁ ଊର୍ଦ୍ଧ୍ୱ ଗାଡ଼ି

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ୨୦ଲକ୍ଷ ୩୯ ହଜାର ୫୦୦ ଗାଡ଼ି ସ୍କ୍ରାପ ହେବ। ୧୫ ବର୍ଷରୁ ଊର୍ଦ୍ଧ୍ୱ ଗାଡି ଥିବା ଏବଂ ଗାଡିଗୁଡିକରେ ଫିଟ୍‌ନେସ ନ ଥିବ, ସେହି ଗାଡ଼ିଗୁଡିକୁ ସ୍କ୍ରାପ କରାଯିବ ବୋଲି ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri